Apr 3, 2024, 12:48 IST

ଟଙ୍କା ଭର୍ତ୍ତି ପର୍ସ ଦେଖି ହଠାତ୍ ଧାଇଁଲେ ଆମ୍ବୁଲାନ୍ସ ଡ଼୍ରାଇଭର ଦେଖନ୍ତୁ କଣ ହେଲା ଏମିତି - Exclusive

Ghh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜଣେ ଆମ୍ବୁଲାନ୍ସ ଡ଼୍ରାଇଭରଙ୍କ ମହନୀୟତା ଦେଖିବାକୁ ପାଇବେ । ଆଜି ଜଣେ ଅଟୋ ଡ୍ରାଇଭର ନୁହେଁ ବରଂ ଜଣେ ଆମ୍ବୁଲାନ୍ସ ଡ଼୍ରାଇଭର ଜଣକ ତାଙ୍କର ମାନବିକତା ଦେଖାଇଛନ୍ତି । ଏବେ ଏହାକୁ ନେଇ ସବୁଠି ଚର୍ଚ୍ଚା ହେଉଛି । 
Hj
ନିକଟରେ ଆପଣମାନେ ଜଣେ ଅଟୋ ଡ୍ରାଇଭରଙ୍କୁ ଦେଖିଥିବେ ଯିଏ ସୁନା ଭର୍ତ୍ତି ହୋଇଥିବା ବ୍ୟାଗ୍ ପାଇଥିଲେ ଆଉ ସେ କୌଣସି ମାଧ୍ୟମରେ ଏହି ବ୍ୟାଗ୍ ଯାହାର ତାଙ୍କ ପାଖରେ ପହଞ୍ଚାଇ ଦେଇଥିଲେ।
ଆଉ ଏହା ତାଙ୍କ ମାନବିକତାର ପରିଚୟ ଦେଇଥିଲା । ଏହାପରେ ଏହି ଘଟଣା ଜାଣି ସମସ୍ତେ ବହୁତ ଖୁସି ହୋଇଥିଲେ ଆଉ ଏହାସହ ସମସ୍ତେ ବହୁତ କଥା ଭାବିଥିଲେ ଏହି ଡ୍ରାଇଭର ଜଣଙ୍କୁ ନେଇ । ସତରେ ଏମିତିକା ଡ୍ରାଇଭର ଏହି ସମାଜ ପାଇଁ ବିରଳ ଅଟେ। 
ଏବେ ପୁଣି ଏହି ଅଟୋ ଡ଼୍ରାଇଭରଙ୍କ ପରି ଜଣେ ଆମ୍ବୁଲାନ୍ସ ଡ଼୍ରାଇଭର ଏଭଳି ମହନୀୟତା ଦେଖାଇଛନ୍ତି । ଆମ୍ବୁଲାନ୍ସ କର୍ମଚାରୀମାନେ ଲୋକଙ୍କ ସେବା କରିଥାନ୍ତି । ଗୁରୁତର ରୋଗୀଙ୍କ ଜୀବନ ବଞ୍ଚାଇବା ପଛରେ ଆମ୍ବୁଲାନ୍ସର ଭୂମିକା ବହୁତ ଅଧିକ ଥାଏ ।
Hh
ସେମାନଙ୍କ ସ୍ଥାନ ବହୁତ ଉଚ୍ଚରେ ରହିଥିବା ବେଳେ ଏବେ ତାଙ୍କୁ ନେଇ କିଛି ଖବର ଆସିଛି । ଆପଣମାନେ ଏହି ଭିଡିଓ ମାଧ୍ୟମରେ ଦେଖିପାରିବେ କି ଜଣେ ଆମ୍ବୁଲାନ୍ସ ଡ଼୍ରାଇଭରଙ୍କ ଗାଡ଼ିରେ ଯାଉଥିବା ବେଳେ ସେ ରାସ୍ତାରେ ଜଣେ ପର୍ସ ଦେଖିଥିଲେ ।
ଆଉ ରାସ୍ତାରେ ସେହି ଟଙ୍କା ଭର୍ତ୍ତି ପର୍ସ ଅଟୋ ଡ୍ରାଇଭର ଛାଡ଼ି ଯାଇଛନ୍ତି ବୋଲି ସେ ଜାଣି ପାରିଥିଲେ ।ଆମ୍ବୁଲାନ୍ସ ଡ଼୍ରାଇଭର ଏହି ଟଙ୍କା ଦେଖି ଲୋଭ କରିନଥିଲେ । ସେ ଡହ ଡହ ଖରାରେ ପର୍ସ ମାଲିକଙ୍କୁ ପର୍ସ ଦେବାକୁ ଖୋଜୁଛନ୍ତି । ଆଉ ସେ ତାଙ୍କୁ ମଧ୍ଯ ଏହି ପର୍ସ ଦେଇଥିଲେ।
ଏବେ ଅଟୋ ଡ୍ରାଇଭର ଜଣକ ୧୦୮ ଆମ୍ବୁଲାନ୍ସ ଡ଼୍ରାଇଭର ଜଣଙ୍କୁ ଧନ୍ୟବାଦ୍ ଦେଇଛନ୍ତି । ଏହି ଆମ୍ବୁଲାନ୍ସ ଡ୍ରାଇଭର ବ୍ୟକ୍ତି ଜଣକ ସତରେ ବହୁତ ହୃଦୟବାନ ବ୍ୟକ୍ତି । ରାସ୍ତାରେ ପାଇଥିବା ପର୍ସକୁ ମାଲିକ ଜଣଙ୍କୁ ଦେଇ ଧନ୍ୟବାଦ୍ ଆଉ ଅନେକ ଭଲପାଇବା ସାଉଁଟିଛନ୍ତି ଏହି ଆମ୍ବୁଲାନ୍ସ ଡ଼୍ରାଇଭର ।

Advertisement