May 6, 2024, 18:27 IST

ଏହିସବୁ ଜିଲ୍ଲାକୁ ମିଳିଲା ସତର୍କ ସୂଚନା ଦେଖନ୍ତୁ ତାତିରୁ ମିଳିବ ତ୍ରାହି ଏହିସବୁ ଜିଲ୍ଲାକୁ ୪୦-୫୦ କିଲୋମିଟରରେ ବହିବ ପବନ ଛେଚିବ ବର୍ଷା

Bb

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ପାଣିପାଗକୁ ନେଇ ଆସିଥିବା ଖବର ସବୁ ଜାଣି ପାରୁଛନ୍ତି ।
ଆପଣମାନେ ସମସ୍ତେ ପାଣିପାଗ ବିଷୟରେ ଆସିଥିବା ଅପଡେଟ ବିଷୟରେ ଜାଣିଥିବେ । ଏବେ କଲବଲ କରୁଛି ତାତି । ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ଲୋକଙ୍କୁ ଅସ୍ତବ୍ୟସ୍ତ କରିଦେଉଛି । ଏବେ ପୁଣି ପାଗ ବଦଳିବାକୁ ଲାଗିଛି । ଏବେ ଆସିଛି ଏହି ନୂଆ ଅପଡେଟ । 
Gg
ଆସନ୍ତା କାଲି ଠାରୁ ବଦକିଯିବ ପାଗ । ଆକାଶରୁ ଉଭେଇ ଯିବ ଖରା । ହଠାତ୍ ବଦଳି ଯିବ ଆକାଶର ରଙ୍ଗ । ଆଉ ହଠାତ୍ ମାଡ଼ି ଆସିବ ଝଡ ବର୍ଷା । ଭୟଙ୍କର ଝଡ ବର୍ଷା ମାଡି ଆସିବ ଆଉ ଏହାକୁ ନେଇ ଏବେ କିଛି ସୂଚନା ଆସିଛି ।
ବିଜୁଳି ସହ ଘଡଘଡି ହେବ ଆଉ ଆସନ୍ତା କାଲି ଠାରୁ ଏହା ହେବ ବୋଲି ସୂଚନା ମିଳିଛି । ଆସନ୍ତା କାଲି ଠାରୁ କାଳବୈଶାଖୀ ବର୍ଷା ହେବ ନେଇ ଏବେ ଖବର ଆସିଛି । ପବନ ମଧ୍ୟ ଜୋରରେ ବହିବ ବୋଲି ଖବର ଆସିଛି । 
୪୦ ରୁ ୫୦ କିମି ବେଗରେ ପବନ ବହିବ ବୋଲି ଏବେ ଖବର ଆସିଛି । ଉତ୍ତର ଓଡ଼ିଶାରେ ଭୟଙ୍କର ବାତ୍ୟା ହେବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । କାଲି ଏବଂ ତା ପରଦିନ ଝଡ ତୋଫାନର ଆଶଙ୍କା ରହିଛି ।
Yy
ସେଥିପାଇଁ ମତ୍ସ୍ୟଜୀବୀମାନଙ୍କୁ ତିନିଦିନ ସମୁଦ୍ର ଭିତରକୁ ଯିବାକୁ ମନା କରାଯାଇଛି । ଆସନ୍ତା କାଲି ଠାରୁ କାଳବୈଶାଖୀ ପ୍ରଭାବରେ ବର୍ଷା ଆଉ ପବନ ହେବ ବୋଲି ସୂଚନା ମିଳିଛି । କାଲି ଠାରୁ କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ବର୍ଷା ହେବ ।
ରାଜ୍ୟରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବ ବୋଲି ସୂଚନା ମିଳିଛି । ଝଡ ବର୍ଷା ନେଇ ଉତ୍ତର ଉପକୂଳ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । ଆସନ୍ତା କାଲି ଠାରୁ ୮ ତାରିଖ ପର୍ଯ୍ୟନ୍ତ ସାଙ୍ଘାତିକ ସ୍ଥିତି ହେବ ବୋଲି ଖବର ଆସିଛି । ପାଣିପାଗ ବିଭାଗ ଏନେଇ ସୂଚନା ଦେଇଛି ।
ଏବେ କାଳବୈଶାଖୀ ପାଇଁ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ତାପମାତ୍ରା ୪ ରୁ ୫ ଡିଗ୍ରୀ କମିବ ବୋଲି ସୂଚନା ମିଳିଛି । ଆସନ୍ତା କାଲି ଠାରୁ ପାଗରେ ପରିବର୍ତ୍ତନ ହେବ ବୋଲି ଜଣାପଡିଛି । ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅନେକ ଜିଲ୍ଲାରେ ପବନ ବହିବ ବୋଲି ଖବର ଆସିଛି ।

Advertisement