Apr 27, 2024, 15:48 IST

ମୋଦୀ ସରକାର ଆଣିଲେ ବଡ ଯୋଜନା ଦେଖନ୍ତୁ ମିଳିବ ମାଗଣା ସାଇକେଲ ଦେଖନ୍ତୁ ପାଇବେ କେମିତି

Hh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ସମସ୍ତେ ସୋସିଆଲ ମିଡ଼ିଆ ଦ୍ଵାରା ସରକାରଙ୍କ ଯୋଜନା ବିଷୟରେ ଜାଣିପାରିବେ ।
ସରକାର ଶ୍ରମିକମାନଙ୍କ ପାଇଁ ଅନେକ ଯୋଜନା ଆଣିଛନ୍ତି । ଆଉ ଏହି ଯୋଜନା ମାଧ୍ୟମରେ ଲୋକମାନେ ଏହାର ଫାଇଦା ଉଠାଉଛନ୍ତି । ସରକାର କୃଷକ, ଶ୍ରମିକ ଏବଂ ସାଧାରଣ ଲୋକଙ୍କ ପାଇଁ ଅନେକ ଯୋଜନା ପ୍ରଣୟନ କରୁଛନ୍ତି । ଏବେ ଶ୍ରମିକମାନଙ୍କ ପାଇଁ ସରକାର ଆଣିଛନ୍ତି ଯୋଜନା । 
Bb
ମୋଦି ସରକାର ଆଣିଲେ ଆଉ ଏକ ଯୋଜନା । ଏହି ଯୋଜନା ମାଧ୍ୟମରେ ସମସ୍ତ ଶ୍ରମିକଙ୍କୁ ମିଳିବ ନୂଆ ସାଇକେଲ । କୌଣସି ଶ୍ରମିକ ଆଉ ଚାଲି ଚାଲି କାର୍ଯ୍ୟସ୍ଥଳକୁ ଯିବେ ନାହିଁ , ପେଡାଲ ମାରିବେ ସିଧା କାର୍ଯ୍ୟସ୍ଥଳରେ ପହଞ୍ଚିବେ । ଶ୍ରମିକମାନଙ୍କ ପାଖରେ ଧନ ଅଧିକ ନଥାଏ ।
ସେମାନେ କାମ କରି ଯାହା ରୋଜଗାର କରନ୍ତି ତାଙ୍କର ପରିବାର ପ୍ରତିପୋଷଣ କରନ୍ତି । ଆଉ ଏବେ ସେଥିପାଇଁ ସରକାର ତାଙ୍କୁ ସାଇକେଲ ପ୍ରଦାନ କରିବେ ବୋଲି ସୂଚନା ମିଳିଛି । ଆପଣମାନେ ତ ଦେଖିଥିବେ ଶ୍ରମିକମାନେ ଚାଲି ଚାଲି କାର୍ଯ୍ୟସ୍ଥଳକୁ ଯାଇଥାନ୍ତି ।
Bh
ଏବେ ମୋଦି ସରକାର ସବୁ ଶ୍ରମିକମାନଙ୍କୁ ନୂଆ ସାଇକେଲ ଦେବେ ବୋଲି ଘୋଷଣା କରିଛନ୍ତି । ଆଉ ଏହି ଶ୍ରମିକମାନେ କାର୍ଯ୍ୟସ୍ଥଳକୁ ସାଇକେଲରେ ଯିବେ । ଏହି ସାଇକେଲ ଥିଲେ ଶ୍ରମିକମାନେ ଆଉ କାର୍ଯ୍ୟ ସ୍ଥଳକୁ ଯିବା ପାଇଁ ହନ୍ତସନ୍ତ ହେବେ ନାହିଁ ।
ଅନେକ ଶ୍ରମିକ ଅଛନ୍ତି ଯେଉଁମାନେ ଦୂରକୁ କାମ କରିବାକୁ ଯାଇଥାନ୍ତି ଆଉ ସେମାନେ ଚାଲି ଚାଲି ଯାଇଥାନ୍ତି । ସେଥିପାଇଁ ସରକାର ଶ୍ରମିକମାନଙ୍କ ପାଇଁ ଏହି ସାଇକେଲ ଯୋଜନା କରିଛନ୍ତି । ଯେଉଁମାନଙ୍କୁ ସାଇକେଲ ଦିଆଯିବ ସେମାନଙ୍କର ବୟସ ୧୮ ବର୍ଷରୁ ଅଧିକ ହୋଇଥିବା ଦରକାର । 
ସାଇକେଲ ବାବଦକୁ ଅର୍ଥ ରାଶି ଦିଆଯିବ ବୋଲି ଘୋଷଣା ହୋଇଛି । ମୋଦି ସରକାରଙ୍କ ୱେବସାଇଟକୁ ଯାଇ ଆପଣମାନେ ଏହି ଯୋଜନା ଆବେଦନ କରିପାରିବେ । ଏହି ଯୋଜନା ଆବେଦନ ସମୟରେ ଯାହା ସବୁ ଦସ୍ତାବିତ ଦେବାକୁ କୁହାଯାଇଥିବ ତାହା ଆପଣମାନେ ଦେବେ ।
ଏହାପରେ ଫର୍ମ ପୂରଣ କରିବା ପରେ ଏହାକୁ ନିକଟସ୍ଥ ବିଭାଗୀୟ ସରକାରଙ୍କ ପାଖରେ ଦାଖଲ କରନ୍ତୁ । ଏହି ଯୋଜନା ଅନୁଯାୟୀ ଆପଣଙ୍କୁ ସାଇକେଲ ମିଳିପାରିବ ବୋଲି ସୂଚନା ମିଳିଛି ।

Advertisement