Feb 24, 2024, 07:53 IST

ସ୍କୁଲ ଦିଦି ଙ୍କୁ ଜବରଦସ୍ତି ଟେକି ନେଇ,ବାରମ୍ବାର କଲେ ଗଣ ଦୁଷ୍କର୍ମ....

Special report

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଶିକ୍ଷୟିତ୍ରୀ ଙ୍କୁ ମିଛ ପ୍ରେମ ଜାଲ ରେ ଫାସାଇ ଶେଷ ରେ ହ-ତ୍ୟା କରୁଛନ୍ତି ଗାଁ ର ସରପଞ୍ଚ।ବର୍ତ୍ତମାନ ସମୟ ରେ ଏଭଳି ଅନେକ ଘଟଣା ଆପଣ ମାନେ ଶୁଣୁ ଥିବେ।ପ୍ରେମ ପ୍ରତାରଣା ଭଳି ଅନେକ ଖବର ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି।
Special report
ଆଜି ଆମେ ସେହି ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ଅଞ୍ଚଳ ରେ।ସେଠାରେ ପ୍ରେମ ପାଇଁ ଜଣେ ମହିଳା ଙ୍କୁ ହ-ତ୍ୟା କରା ଯାଇଛି।ଯାହାକୁ ନେଇ ସେ ଅଞ୍ଚଳ ରେ ଖୁବ୍ ଚର୍ଚ୍ଚା କରା ଯାଉଛି।
ସୂଚନା ଅନୁସାରେ ଜଣେ ସରପଞ୍ଚ କୌଣସି ଏକ କାମ ପାଇଁ ବିଦ୍ୟାଳୟ କୁ ଯାଉ ଥିଲେ।ସେଠାରେ ପାଠ ପଢ଼ାଉ ଥିବା ଶିକ୍ଷୟିତ୍ରୀ ଙ୍କୁ ଦେଖି ତାଙ୍କ ମିଛ ପ୍ରେମ କରିବାକୁ ଲାଗିଲେ।ତାଙ୍କ ମିଛ ପ୍ରେମ ଜାଲ ରେ ପଡ଼ି ଯାଇଥିଲେ ଶିକ୍ଷୟିତ୍ରୀ ।
ଶିକ୍ଷୟିତ୍ରୀ ଜଣକ ସରପଞ୍ଚ ବାବୁ ଙ୍କ ସହିତ ଶା-ରୀ-ରି-କ ସମ୍ପର୍କ ରଖି ଥିଲେ।ଯେତେବେଳେ ଶିକ୍ଷୟିତ୍ରୀ ତାଙ୍କୁ ବିବାହ କରିବା ପାଇଁ ବାଧ୍ୟ କରି ଥିଲେ ସେତେବେଳେ ସରପଞ୍ଚ ଜଣକ ବହୁତ ରାଗି ଯାଇ ଥିଲେ।ତାଙ୍କ ପ୍ରେମିକା କୁ ରାସ୍ତା ରୁ ହଟାଇବା ପାଇଁ ଯୋଜନା କଲେ।
Special report
ଶେଷ ରେ ସେ ନିଜ ହାତ ରେ ଶିକ୍ଷୟିତ୍ରୀ ଙ୍କୁ ମା-ରି ଦେଲେ।ମିଛ ପ୍ରେମ କରୁ କରୁ ଶିକ୍ଷୟିତ୍ରୀ ଜଣକ ସରପଞ୍ଚ ଙ୍କ ପ୍ରେମ ରେ ପାଗଳ ହୋଇ ଯାଇଥିଲେ।ଗାଁ ର ସରପଞ୍ଚ ଜଣକ ଯାହା କହୁଥିଲା ସେ ସେହି ଭଳି କରୁ ଥିଲା।
ଯେତେବେଳେ ମୁଖିଆ ବାବୁ ଙ୍କ ର ଶିକ୍ଷୟିତ୍ରୀ ଙ୍କ ଠାରୁ ମନ ଭରି ଗଲା ସେତେବେଳେ ସେ ତାଙ୍କ ଠାରୁ ଦୁରେଇବାକୁ ଚେଷ୍ଟା କଲେ।ଶେଷ ରେ ମୁଖିଆ ଜଣକ ଯୋଜନା କରି ଶିକ୍ଷୟିତ୍ରୀ ଜଣ କୁ ଜୀବନ ରୁ ମା-ରି ଦେଲେ।ଏହା ପରେ ପୋଲିସ ଘଟଣାସ୍ଥଳରେ ପହଂଚି ଶିକ୍ଷୟିତ୍ରୀ ଙ୍କ ଶବ କୁ ଉ-ଦ୍ଧା-ର କରି ଥିଲେ।
ଏହା ପରେ ପୋଲିସ ତାର ତଦନ୍ତ ଆରମ୍ଭ କରି ଥିଲା।ଧୀରେ ଧୀରେ ମୁଖ୍ୟ ଅଭିଯୁକ୍ତ ଗାଁ ର ସରପଞ୍ଚ ବାବୁ ଙ୍କ ସବୁ ସତ ସାମ୍ନା କୁ ଆସି ଯାଇ ଥିଲା।ଶେଷ ରେ ସରପଞ୍ଚ ଜଣକ ନିଜ ଭୁଲ କୁ ସ୍ବୀକାର କରି ଥିଲେ।ପୋଲିସ ଏବେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Advertisement