Updated: Feb 13, 2024, 17:08 IST

ଶଶୁରଙ୍କ କଥା ଶୁଣି ଚିହିଁକି ଉଠିଲେ ପ୍ରସିଦ୍ଧ କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ଦେଖନ୍ତୁ

Special report

ନମସ୍କାର ପାଠକ ବନ୍ଧୁ।ବର୍ତ୍ତମାନ ସମୟ ରେ ଆସିଚି ବଡ ଖବର।ଶ୍ୱଶୁର ଙ୍କ କଥା ଶୁଣି ରାଗି ଯାଇଛନ୍ତି ରବୀନ୍ଦ୍ର ଜାଡେଜା ଙ୍କ ପତ୍ନୀ।ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା କରା ଯାଉଛି।କିଛି ଦିନ ତଳେ ତାଙ୍କ ବାପା କହିଥିଲେ କି ତାଙ୍କ ପୁଅ ଙ୍କ ସହିତ ସେ ଅନେକ ଦିନ ରୁ କଥା ହୋଇ ନାହାନ୍ତି।
Special report
ତାଙ୍କ ପୁଅ ବୋହୁ ତାଙ୍କ ଠାରୁ ଅଲଗା ରହୁଛନ୍ତି।ଅନେକ ଦିନ ରୁ ଗାଁ କୁ ଆସି ନାହାନ୍ତି।ଯାହାକୁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଜାଡେଜା ଙ୍କ ଭଳି ଖେଳାଳି ଏଭଳି କାମ କେବେ ବି କରି ନ ଥିବେ ବୋଲି କିଛି ଲୋକ ବିଶ୍ୱାସ କରୁଛନ୍ତି।
ନିକଟ ରେ ଗଣ ମାଧ୍ୟମ ଆଗରେ ରିଭାବା କଥା ହେଉ ଥିଲେ।ଏହି ସମୟ ରେ ଗଣ ମାଧ୍ୟମ ପ୍ରତିନିଧି ମାନେ ତାଙ୍କୁ ତାଙ୍କ ଶ୍ଵଶୁର ଙ୍କ ବିଷୟ ରେ ପଚାରି ଥିଲେ।ଏଥିରେ ସେ ବହୁତ ରାଗି ଯାଇ ଥିଲେ। ମନ ଇଚ୍ଛା ସେମାନଙ୍କୁ ଗାଳି କରି ଥିଲେ।
Special report
ଜଣେ ବୋହୂ ହୋଇ ତାଙ୍କର ଏଭଳି କଥା କୁ ସମସ୍ତେ ନିନ୍ଦା କରିଛନ୍ତି।ସୂଚନା ଅନୁସାରେ କିଛି ଦିନ ତଳେ ରବୀନ୍ଦ୍ର ଙ୍କ ବାପା ଅନିରୁଦ୍ଧ ତାଙ୍କ ପରିବାର ବିଷୟ ରେ କହି ଥିଲେ।ସେ କହି ଥିଲେ କି ମୋ ପୁଅ ଆଉ ମୁଁ ଗୋଟିଏ ସହର ରେ ରହି ଥିଲେ ମଧ୍ୟ ସେ ଆମକୁ ଦେଖା କରି ବାକୁ ଆସି ନ ଥାଏ।
ଏଥିରେ କେବଳ ମୋ ବୋହୂ ଦାୟୀ।ତାହାରି କଥା ରେ ମୋ ପୁଅ ମୋ ସହିତ ସବୁ ସମ୍ପର୍କ କାଟି ଦେଉଚି।ମୋ ନାତୁଣୀ କୁ ମୋ ଠୁ ଅଲଗା ରଖିଛନ୍ତି।ସେ ଆହୁରି ମଧ୍ୟ କହିଛନ୍ତି କି ମୁଁ ଯଦି ମୋ ପୁଅ କୁ ବିବାହ ନ କରାଇ ଥାଆନ୍ତି ତାହାଲେ ଭଲ ହୋଇ ଥାନ୍ତା।
Special report
ସେ କ୍ରିକେଟର ନ ହୋଇ ଥିଲେ ଭଲ ହୋଇ ଥାନ୍ତା।ମୁଁ ଏଭଳି ଝିଅ କୁ ବିବାହ କରାଇ ଆଣି କି ଭୁଲ କରିଛି।ଯିଏ ମୋତେ ମୋ ପୁଅ ଠାରୁ ଅଲଗା କରି ଦେଇଚି।ତାଙ୍କର ଏହି କଥା ଗୁଡ଼ିକ ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ହେଉଛି।
Special report
ରିଭାବା ହେଉଛନ୍ତି ବିଜେପି ଦଳ ର ବିଧାୟିକା।ସେ ନିକଟ ରେ ଏକ କାର୍ଯ୍ୟକ୍ରମ ରେ ଯୋଗ ଦେଇ ଥିଲେ।ତାଙ୍କୁ ତାଙ୍କ ଶ୍ବଶୁର ଙ୍କ ବିଷୟ ରେ ପଚରା ଯାଇ ଥିଲା।ଏହା ଶୁଣିବା ପରେ ସେ ରାଗି ଯାଇ ଥିଲେ।
ସାମ୍ବାଦିକ ଙ୍କୁ ଗାଳି କରି ଥିଲେ।ପରେ ରବୀନ୍ଦ୍ର ଜାଡେଜା କହି ଥିଲେ କି ମୋ ବାପା ଯାହା କିଛି କହୁଛନ୍ତି ତାହା ମିଛ ଆପଣ ମାନେ ଏ କଥା ରେ ବିଶ୍ଵାସ କରନ୍ତୁ ନାହିଁ।ଯାହାକୁ ନେଇ ଏବେ ସବୁ ଠାରେ ଚର୍ଚ୍ଚା କରା ଯାଉଛି।

Advertisement