Updated: Sep 11, 2023, 18:48 IST

ଶେଷରେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଛାଡ଼ିଲାନି ବସ ଡ୍ରାଇଭର ଦେଖନ୍ତୁ ଆସିଲା ବଡ ଖବର ତାତିଲେ ସମସ୍ତେ

Special report

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ଯେ ଏହି କିଛି ଦିନ ତଳେ ଶୁଭାଲକ୍ଷ୍ମି ନାମକ ଜଣେ ଷଷ୍ଠ ଶ୍ରେଣୀ ଝିଅ ର ଗାଡ଼ି ଦୁର୍ଘଟଣା ରେ ମୃ-ତ୍ୟୁ ଘଟିଛି।ବର୍ଷା ହେଉଥିବାରୁ ଶୁଭଲକ୍ଷ୍ମି ଙ୍କୁ ବିଦ୍ୟାଳୟ ଯିବା ପାଇଁ ତାର ବାପା ମା ମନା କରୁଥିଲେ।ହେଲେ ସେ ନ ଶୁଣି ସ୍କୁଲ ବାହାରି ଯାଇଥିଲା।
Special report
କିଏ ଜାଣି ଥିଲା ଏହା ତା ପାଇଁ ଶେଷ ଦିନ ଥିଲା।ଆଉ କେବେ ବି ତାର ମା ତାକୁ ଦେଖି ପାରିବ ନାହିଁ।ପିଲାଟି ସ୍କୁଲ ଯାଇ ପାଠ ପଢିଲା।ଓ ଚାରିଟା ବେଳେ ଘର କୁ ଫେରୁ ଥିବା ସମୟ ରେ ଘଟିଲା ଦୁ-ର୍ଘ-ଟ-ଣା। ଯାହା ଫଳ ରେ ଆଜି ସମସ୍ତଙ୍କୁ ଛାଡି ଆରପାରି କୁ ଚାଲି ଯାଇଚି ଶୁଭ ଲକ୍ଷ୍ମୀ।
ଏହି ଘଟଣା କୁ ନେଇ ଏବେ ଜୋର୍ ସୋର୍ ରେ ଚର୍ଚ୍ଚା ହେଉଛି।ସେ ଛୋଟ ଝିଅ ଟି ର କଣ ଭୁଲ ଥିଲା।କିଛି ଭୁଲ ନ ଥାଇ ମଧ୍ୟ ତାକୁ ଆଜି ଏତେ ବଡ ସଜା ଭୋଗିବାକୁ ପଡ଼ିଛି।ସେଦିନ ଶୁଭ ଲକ୍ଷ୍ମୀ ମନ ଖୁସୀ ରେ ବାହାରି ପଡ଼ି ଥିଲା ବିଦ୍ୟାଳୟ କୁ।
Special report
ଭାବୁ ଥିଲା ମୁ ବିଦ୍ୟାଳୟ କୁ ଯାଇ ଫେରି ଆସିବି।କିନ୍ତୁ ଏହି ସ୍ବପ୍ନ ତା ର ସ୍ବପ୍ନ ରେ ରହି ଗଲା।ସେ ଯାଇଥିବା ରାସ୍ତା ର ଅବସ୍ଥା କିଛି ଭଲ ନ ଥିଲା। ପଛ ପଟୁ ଏକ ଗାଡ଼ି ଆସି ଝିଅ ଟିକୁ ପିଟି ଦେଲା।ଯାହା ଫଳ ରେ ଘଟଣା ସ୍ଥଳ ରେ ତାହାର ମୃ-ତ୍ୟୁ ଘଟିଲା।
ସୂଚନା ଅନୁସାରେ ଗ୍ରାମ ବାସୀ ମାନେ ଅନେକ ଥର ସରକାର ଙ୍କ ଏ ବିଷୟ ରେ ଜଣାଇ ଛନ୍ତି ଯେ ତାଙ୍କ ଗାଁ ରେ ରାସ୍ତା ନାହିଁ।ଲୋକ ମାନେ ବିଭିନ୍ନ ପ୍ରକାର ଅସୁବିଧା ର ସମ୍ମୁଖୀନ ହେଉଛନ୍ତି।କିନ୍ତୁ ସରକାର ଲୋକ ଙ୍କ କଥା ଶୁଣି ନାହାଁନ୍ତି।
Special report
ଯେଉଁଥି ପାଇଁ ଆଜି ଶୁଭ ଲକ୍ଷ୍ମୀ ଙ୍କ ଜୀବନ ଚାଲି ଗଲା।ତାଙ୍କ ପରିବାର ରେ ଆଜି ସମସ୍ତଙ୍କ ଆଖିରେ ଲୁହ।ଏହି ଘଟଣା ଟି ଘଟିଛି ଅନୁଗୁଳ ଜିଲ୍ଲା ର ବଇଁଚୁରା ପ୍ରାଥମିକ ବିଦ୍ୟାଳୟ ରେ।ସେଠାରେ ଶୁଭ ଲକ୍ଷ୍ମୀ ଷଷ୍ଠ ଶ୍ରଣୀରେ ପଢୁଥିଲେ।ସବୁ ଦିନ ସାଇକେଲ ରେ ବିଦ୍ୟାଳୟ କୁ ଯିବା ଆସିବା କରନ୍ତି।
ହେଲେ ଏପରି କିଛି ହୋଇ ଯିବ ବୋଲି କେହି ଆଶା କରି ନ ଥିଲେ।ଶୁଭ ଲକ୍ଷ୍ମୀ ଙ୍କୁ ନ୍ୟାୟ ଦେବା ପାଇଁ ରାସ୍ତା ଉପରକୁ ଓହ୍ଲାଇ ଛନ୍ତି ସ୍କୁଲ ର ପିଲା ମାନେ।ଏତେ ବର୍ଷ ଧରି କଣ ପାଇଁ ଏ ରାସ୍ତା ହୋଇ ପାରୁନି ବୋଲି ସେମାନେ ପ୍ରଶ୍ନ କରିଛନ୍ତି।
ସରକାରୀ ବାବୁ ମାନେ ଏସି ରେ ରହି ଖୁସି ରେ ଅଛନ୍ତି ହେଲେ ଆମ ଭଳି ଗରିବ ଲୋକ ମାନଙ୍କୁ ଦୁଃଖ କଷ୍ଟ ରେ ଛାଡି ଦେଇ ଛନ୍ତି।ଖୁବ୍ ଶୀଘ୍ର ଆମ ରାସ୍ତା ତିଆରି ହେବା ଦରକାର ବୋଲି ସେହି ଅଞ୍ଚଳ ର ପିଲା ମାନେ ଦାବି କରିଛନ୍ତି।

Advertisement