Feb 10, 2024, 10:49 IST

ସ୍ତ୍ରୀ କୁ ଛାଡ଼ି ଶାଶୁ ସହ ଅନୈତିକ ସମ୍ପର୍କ ରଖିଲା ଜ୍ବାଇଁ : ମୋ ଶାଶୁ ବହୁତ୍ ସୁନ୍ଦରୀ, ମୁ ରହି ପାରିଲିନି...

Special report

ନମସ୍କାର ପାଠକ ବନ୍ଧୁ।ଶାଶୁ କୁ ଦୁ-ଷ୍କ-ର୍ମ କରିବା ଅଭିଯୋଗ ରେ ଜ୍ବାଇଁ କୁ ମିଳିଲା ଆଜୀବନ କାରାଦଣ୍ଡ।ବନ୍ଧୁଗଣ ଏ କଥା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁ ଥିଲେ ମଧ୍ୟ ସତ।ନିଜ ମା ସମାନ ୬୦ ବର୍ଷୀୟ ଶାଶୁ କୁ ଦୁ-ଷ୍କ-ର୍ମ କରିଛି ୪୨ ବର୍ଷୀୟ ଜ୍ବାଇଁ ।
Special report
ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ର ସାଲେପୁର ଅଞ୍ଚଳ ର ବାସୁଦେବପୁର ଗାଁ ରେ।ସେଠାରେ ଜଣେ ମା ନିଜ ଝିଅ ଘର କୁ ବୁଲିବା ପାଇଁ ଯାଇ ଥିଲେ।ହେଲେ ତାଙ୍କ ଜ୍ବାଇଁ ତାଙ୍କ ସହିତ ଏଭଳି କିଛି କରିବ ସେ ବିଶ୍ଵାସ କରି ନ ଥିଲେ। ହଟାତ ଶାଶୁ କୁ ଟାଣି ନେଇ ରୁମ୍ ଭିତରେ ପଶି ଯାଇଥିଲା ଜ୍ବାଇଁ।
ଏହା ପରେ ତାଙ୍କୁ ଦୁ-ଷ୍କ-ର୍ମ କରି ଦେଇ ଥିଲେ।ଶାଶୁ ର ଚିତ୍କାର ମଧ୍ୟ କାହାକୁ ଶୁଣା ଯାଇ ନ ଥିଲା।ଏହି ଘଟଣା ଟି ୨୦୨୦ ମସିହା ମାର୍ଚ୍ଚ ମାସ ୧୩ ତାରିଖ ରେ ଘଟି ଥିଲା।୬୦ ବର୍ଷୀୟ ଶାଶୁ ଏ ନେଇ ସାଲେପୁର ଥାନା ରେ ଅଭିଯୋଗ କରି ଥିଲେ।
ତାଙ୍କ ଅଭିଯୋଗ କୁ କେନ୍ଦ୍ର କରି ପୋଲିସ ତାଙ୍କ ଜ୍ବାଇଁ ଙ୍କୁ ଗିରଫ କରି ଥିଲେ।ତାଙ୍କ ଜ୍ବାଇଁ ଙ୍କ ନାମ ହେଉଚି ସଞ୍ଜୟ ନାୟକ।ସେ କିଛି ବର୍ଷ ପୂର୍ବେ ମହିଳା ଙ୍କ ଝିଅ ଙ୍କୁ ବିବାହ କରି ଥିଲେ।ଏବେ ତାଙ୍କ ର ପୁଅ ଝିଅ ମଧ୍ୟ ରହିଛି।ହେଲେ ତଥାପି ନିଜ ଶାଶୁ ଙ୍କ ସହିତ ଏଭଳି ବ୍ୟବହାର କରି ଥିଲେ। ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା କରା ଯାଉଛି।
Special report
ସୂଚନା ଅନୁସାରେ ଶାଶୁ ନିଜ ଝିଅ ଘର କୁ ବୁଲିବାକୁ ଆସି ଥିଲେ।ତାଙ୍କ ଜ୍ବାଇଁ ଙ୍କ ର ତାଙ୍କ ପ୍ରତି ଖରାପ ନଜର ରହି ଥିଲା।ନିଜ ଶରୀର ର ଭୋକ କୁ ମେଣ୍ଟାଇବା କୁ ଯାଇ ଶେଷ ରେ ନିଜ ଶାଶୁ ସହ ଏଭଳି କିଛି କରିଛନ୍ତି ସଞ୍ଜୟ।
ଶାଶୁ ନିଜ ଜ୍ବାଇଁ ନାମ ରେ ଥାନା ରେ ୨୦୨୦ ମସିହା ରେ ଅଭିଯୋଗ କରିଥିଲେ।ଏବେ ଉକ୍ତ କେସ ରେ ତାଙ୍କ ନ୍ୟାୟ ମିଳିଛି।ଗତ କାଲି ସାଲେପୁର କୋର୍ଟ ରେ ଏକ ରାୟ ପ୍ରକାଶ ପାଇଛି।ଏଥିରେ ସଞ୍ଜୟ ଙ୍କୁ ଆଜୀବନ କାରାଦଣ୍ଡ ଦିଆ ଯାଇଚି।୬୦ ବର୍ଷୀୟ ଶାଶୁ ଙ୍କୁ ଦୁ-ଷ୍କ-ର୍ମ କରିବା ଅଭିଯୋଗ ରେ ତାଙ୍କୁ ଦଣ୍ଡ ଦିଆ ଯାଇଛି।
ସଞ୍ଜୟ ନିଜ ଶାଶୁ ର ଖରାପ ଭିଡିଓ ମୋବାଇଲ ରେ ରେକର୍ଡ କରି ଥିଲେ।ଏହା ପରେ ସେହି ଭିଡିଓ କୁ ସୋସିଆଲ ମିଡ଼ିଆ ରେ ଅପଲୋଡ଼ କରି ସମସ୍ତଙ୍କୁ ଦେଖାଇ ଥିଲା।ତାଙ୍କର ଏଭଳି କାର୍ଯ୍ୟ ପାଇଁ ତାଙ୍କୁ ନିନ୍ଦା କରା ଯାଇଛି।
ନିଜ ମା ସମାନ ଶାଶୁ ଙ୍କ ସହିତ ଏଭଳି।କିଛି କରିବାକୁ ତାଙ୍କୁ ଟି କେ ହେଲେ ବି ଖରାପ ଲାଗିଲା ନାହିଁ।ଏହାକୁ ନେଇ ଏବେ ସେ ଅଞ୍ଚଳ ରେ ଅନେକ କଥା ଶୁଣିବାକୁ ମିଳୁଛି।

Advertisement