Jan 24, 2024, 17:40 IST

ମୁଁ ମନା କରିବା ପରେ ବି ମୋ ସହ ଅମଣିଷ ଭଳିଆ ଶାରୀରିକ ସଂପର୍କ ରଖିଲା , ସେଦିନ ମୁଁ ମରିଯାଇଥାଆନ୍ତି

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ବର୍ତ୍ତମାନ୍ ସମୟରେ କିଭଳି ଘଟଣା ମାନ ଘଟିବାରେ ଲାଗିଛି। ଜଣେ ଯୁବତୀ ଏବେ ଜଣେ ବ୍ୟକ୍ତି ବିଭୂତି ଭୂଷଣ ନାୟକ ନାମରେ ଅଭିଯୋଗ ଆଣିଛନ୍ତି।
Special report
ବ୍ୟକ୍ତି ଜଣକ ସତ୍ୟ ବିହାର ଭୁବନେଶ୍ୱର ରେ ଭଡ଼ା ଘରେ ରହୁଥିଲେ। ତାଙ୍କର ଏକ ମେଡିସିନ ଦୋକାନ ମଧ୍ଯ ଥିଲା। ପ୍ରଥମେ ଯୁବତୀ କହିଥିଲେ କି ଭୂଷଣ ତାଙ୍କର ଏକ ବିଶ୍ୱାସ୍ଥ ସାଙ୍ଗ ଥିଲେ।
ସେ ଯୁବତୀ ଜଣକୁ ଅନେକ ଧମକ ଦେଇଛନ୍ତି। ଯେତେବେଳେ ଯୁବତୀ ତାଙ୍କ ଘର ବାବଦରେ କଥା ହେବା ପାଇଁ ଡାକିଥିଲେ ସେତେବେଳେ ବିଭୂତି ଙ୍କ ମେଡିସିନ ଦୋକାନ ଥିଲା ସେଥିପାଇଁ ଯୁବତୀ ଜଣକ ତାଙ୍କୁ ମେଡିସିନ ନେଇ ଆସିବା ପାଇଁ କହିଥିଲେ।
ଅନେକ ମିଛ ପ୍ରତିଶ୍ରୁତି ଦେଇ ସେ ଯୁବତୀ ଜଣକୁ କହିଥିଲେ କି ତାଙ୍କୁ ଘର ମିଳିଯିବ ବୋଲି। ଏହାପରେ ଯେତେବେଳେ ବ୍ୟକ୍ତି ଜଣକ ଘରକୁ ଯିବାକୁ ବାହାରିଥିଲେ ସେତେବେଳେ ସେ ଯୁବତୀଙ୍କୁ ଜୋର୍ ଜବରଦସ୍ତି ଦୁ-ଷ୍କ-ର୍ମ କରିଥିଲେ।
Special report
ମହିଳାଙ୍କ ସହ ଅତ୍ୟନ୍ତ ନୃଶଂସ ଭଳି ବ୍ଯବହାର ମଧ୍ୟ କରିଥିଲେ। ଏଭଳି କି ମହିଳାଙ୍କ ଅବସ୍ଥା ସଂପୂର୍ଣ୍ଣ ଭାବରେ ସାଙ୍ଘାତିକ ହୋଇ ଯାଇଥିଲା ତାଙ୍କର ମରିବା ଓ ବଞ୍ଚିବା ମଧ୍ୟ ଠିକ ନଥିଲା।
ଏହାପରେ ବ୍ୟକ୍ତି ଜଣକ ତାଙ୍କୁ ମେଡିସିନ ଆଣି ଦେଇ ନଥିଲେ କି ତାଙ୍କୁ ଡାକ୍ତରଙ୍କ ନିକଟକୁ ମଧ୍ୟ ନେଇ ନଥିଲେ। ଏହାପରେ ମହିଳା ଜଣକ ଆ-ତ୍ମ-ହ-ତ୍ୟା କରିବାକୁ ବାହାରିଥିଲେ। ଆଉ ଥାନାରେ କେସ ଦେବେ ବୋଲି ମଧ୍ଯ କହିଥିଲେ।
ହେଲେ ବ୍ୟକ୍ତି ଜଣକ କହିଥିଲେ କି ଏକଥା ତାଙ୍କର ଘରେ କେହି ଜାଣିଲେ ଆ-ତ୍ମ-ହ-ତ୍ୟା କରିଦେବେ ବୋଲି। ଏହାପରେ ମହିଳାଙ୍କୁ ଘରେ କଥା ହୋଇ ବାହା ହେବା ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ।
ମହିଳାଙ୍କ ଏକ ଝିଅ ମଧ୍ୟ ରହିଛି। ଆଉ ମହିଳା ଙ୍କ ଝିଅର ଉପସ୍ଥିତି ରେ ସେ କେବେ ହେଲେ ମଧ୍ୟ ଘରକୁ ଆସେ ନାହିଁ। ଏବେ ମହିଳା ଜଣକ ଏହି ବ୍ୟକ୍ତିଙ୍କ ନାମରେ ଥାନାରେ ଅଭିଯୋଗ କରି ଥିବାର ଦେଖିବାକୁ ମିଳିଛି।

Advertisement