Feb 8, 2024, 18:09 IST

ଆଜି ସରିଗଲା ସବୁ ଖେଳ ଦେଖନ୍ତୁ ସବୁଦିନ ପାଇଁ ଅଲଗା ହେଲେ ଲୋକପ୍ରିୟ ଯୋଡ଼ି ବର୍ଷା ଅନୁଭବ ଦେଖନ୍ତୁ କଣ କହିଲେ ମାନ୍ୟବର କୋର୍ଟ

Special report

ନମସ୍କାର ପାଠକ ବନ୍ଧୁ।ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବ ମହାନ୍ତି ଙ୍କ ଛାଡ ପତ୍ର ମାମଲା ର ଆସିଚି ବଡ ଖବର।ଉଭୟ ଯୋଡି ଙ୍କୁ ଆପଣ ମାନେ ଖୁବ୍ ପସନ୍ଦ କରୁ ଥିଲେ।ଉଭୟ ଅନେକ ଫିଲ୍ମ ରେ ଅଭିନୟ କରି ଦର୍ଶକ ଙ୍କ ମନ ଜିଣି ଥିଲେ।
Special report
ପ୍ରେମ କରି ବିବାହ କରି ଥିଲେ।ହେଲେ ବିବାହ ପରେ ଉଭୟ ଙ୍କ ସମ୍ପର୍କ ରେ ଫାଟ ସୃଷ୍ଟି ହୋଇ ଥିଲା।ଯାହାକୁ ନେଇ ଗତ ଚାରି ବର୍ଷ ରେ ଲଢି ଚାଲୁ ଥିଲେ ଅନୁଭବ ଓ ବର୍ଷା।ହେଲେ ଶେଷ ରେ ଅନୁଭବ ଙ୍କୁ ମିଳିଚି।ନିଜ ମନ ର କଷ୍ଟ କୁ ସେ ସମସ୍ତଙ୍କ ଆଗରେ ବର୍ଣ୍ଣନା କରି ଥିଲେ।
ଗତ କାଲି ଅନୁଭବ ମହାନ୍ତି ତାଙ୍କର ସୋସିଆଲ ମିଡିଆ ଆକାଉଣ୍ଟ ରେ ଏକ ଫଟୋ ପୋଷ୍ଟ କରି ଥିଲେ।ଏଥିରେ ସେ ବର୍ଷା ଙ୍କ ସହିତ ତାଙ୍କ ର ଛାଡ ପତ୍ର ହୋଇ ଥିବା ଦର୍ଶାଇ ଥିଲେ।ସେ କହି ଥିଲେ କି ତାଙ୍କ ବିବାହ ର ଦଶ ବର୍ଷ ହୋଇ ନାହିଁ।
Special report
ହେଲେ ବିବାହ ବିଚ୍ଛେଦ ହୋଇ ସାରିଛି।ଏହି ଦିନ ଗୁଡ଼ିକ ମୋତେ ବହୁତ କଷ୍ଟ ଦେଇଚି।ଅନେକ ଦିନ ରୁ ମୁଁ ଏହାକୁ ଅପେକ୍ଷା କରି ରହି ଥିଲି।ମୋତେ ନ୍ୟାୟ ମିଳିଛି।ଏହି ବିବାହ ମିଛ ଥିଲା।ସବୁ କିଛି କେବଳ ଅଭିନୟ ଥିଲା।ଯାହାକୁ ମୁଁ କେବେ ବି ଭୁଲି ପାରିବି ନାହିଁ।
କାଲି ଗୋଲାପ ଦିବସ ରେ ତାଙ୍କୁ ଗୋଟିଏ ବଡ ଖୁସି ଖବର ମିଳିଛି।ଯାହାକୁ ସେ ତାଙ୍କ ପ୍ରଶଂସକ ମାନଙ୍କ ପାଇଁ ସୋସିଆଲ ମିଡିଆରେ ପୋଷ୍ଟ କରି ଥିଲେ।ବର୍ଷା ଙ୍କ ସହିତ ତାଙ୍କ ଛାଡ ପତ୍ର କୁ କୋର୍ଟ ମଞ୍ଜୁର କରିଛି।ଏଥିରେ ସେ ବହୁତ ଖୁସି ଅଛନ୍ତି ବୋଲି କହି ଥିଲେ।
Special report
ଯେଉଁ ମାନେ ତାଙ୍କୁ ସମର୍ଥନ କରି ଥିଲେ।ତାଙ୍କୁ ସେ ଧନ୍ୟବାଦ୍ ଦେଇ ଥିଲେ।ଏହି ବିବାହ ମୋତେ କେବଳ କଷ୍ଟ ଛଡା କିଛି ଦେଇ ନାହିଁ।ମୁଁ ବର୍ଷା ଙ୍କୁ ଛାଡ ପତ୍ର ଦେଇ ବହୁତ ଖୁସି।ସେ ଏବେ ସୁଖ ରେ ରୁହନ୍ତୁ।ଶେଷ ରେ ତାଙ୍କୁ ଗୋଲାପ ଦିବସ ର ଅଭିନନ୍ଦନ ମଧ୍ୟ ଜଣାଇ ଥିଲେ।
Special report
ଏହି ଫଟୋ କୁ ଦେଖି ସମସ୍ତେ କହୁଛନ୍ତି କୁ ଏବେ ବର୍ଷା ଅନୁଭବଙ୍କ ସମ୍ପର୍କ ରେ ପଡ଼ିଛି ପୂର୍ଣ୍ଣଛେଦ।ଏହି ଦୃଶ୍ୟ କୁ ଅନେକ ଦିନ ରୁ ଅପେକ୍ଷା କରି ରହି ଥିଲେ ତାଙ୍କ ବାପା।ସେ ଆଜି ବହୁତ ଖୁସି ଅଛନ୍ତି।
ତାଙ୍କ ପୁଅ ଏଥର ନୂଆ ଜୀବନ ଆରମ୍ଭ କରିବା ପାଇଁ ଯାଉଛି।ଅନୁଭବ ଙ୍କ ଏଭଳି କଥା ଶୁଣି ତାଙ୍କ ପ୍ରଶଂସକ ମାନେ ତାଙ୍କୁ ଶୁଭେଛା ଜଣାଇ ଥିଲେ।ଆଉ କହି ଥିଲେ ଶେଷ ରେ ଅନୁଭବ ଙ୍କୁ ନ୍ୟାୟ ମିଳିଛି।

Advertisement