Dec 20, 2023, 08:46 IST

ସରକାରୀ ଚାକିରୀର ପାୱାର ଦେଖାଇଲେ ପୋଲିସ ବାବୁ ଦେଖନ୍ତୁ ବିଚ୍ ରାସ୍ତାରେ ଓକିଲଙ୍କ ସାର୍ଟ ଦେଲେ ଚିରି - VIRAl VIDEO

Special Report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ଏଭଳି କିଛି ଖବର ପାଇପାରିବେ ଯାହା ଆପଣଙ୍କ ମନରେ ଅନେକ କଥା ସୃଷ୍ଟି କରିବ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ସମସ୍ତେ ଏଭଳି କିଛି ଖବର ଜାଣିପାରିବେ
Special Report
ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସରକାରୀ ଚାକିରିଆ ହୋଇ ଏଭଳି କାମ କରିବା କଣ ଠିକ୍ । ସରକାରୀ ଚାକିରିଆ ହୋଇ ଏହାର ଖରାପ ଫାଇଦା ଉଠାଉଛନ୍ତି । ଏବେ ଏଭଳି କିଛି ଖବର ସାମ୍ନାକୁ ଆସିଛି । 
ଏହି ଖବର ହେଉଛି କି ସରକାରୀ ଓକିଲ ହୋଇ ଏଭଳି ନିନ୍ଦନୀୟ କାମ କରିଛନ୍ତି ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି । ଓକିଲ ଜଣକ ଡାକ୍ତରଖାନା ଆଗରେ ଏଭଳି ହଂଗାମା କରିଛନ୍ତି ।
Special Report
ଏହି ଓକିଲ ଜଣକ ଡାକ୍ତରଖାନା ଭିତରେ ପୋଲିସ ବାବୁଙ୍କୁ ମାଡ ମାରିଛନ୍ତି । ଆଉ ଏହାସହ ଏହି ଓକିଲ ଜଣକ ମଧ୍ୟ ଡାକ୍ତର ବାବୁଙ୍କୁ ମାଡ ମାରିଛନ୍ତି । ଏହି ଓକିଲ ଜଣକ ଏଭଳି ନିନ୍ଦନୀୟ କାମ କରିବା ପୂର୍ବରୁ ତାଙ୍କ କଥା ଜାଣିବା କଥା । ଏବେ ସରକାରୀ ପାୱାରକୁ ନେଇ ଆସିଛି ଏହି ଖବର ।
ହସ୍ପିଟାଲ ସାମ୍ନାରେ ଓକିଲଙ୍କ ଦାଦାଗିରି ଚାଲିଛି । ସେ ମଝି ରାସ୍ତାରେ କେତେବେଳେ ସିକ୍ୟୁରିଟି ଗାର୍ଡ ତ ଆଉ କେତେବେଳେ ଡାକ୍ତର ବାବୁଙ୍କୁ ମାଡ ମାରୁଛନ୍ତି । ତାଙ୍କୁ କେହି କିଛି କହିଲେ ସେ ଆଇନର ପାଠ ପଢ଼ାଉଛନ୍ତି ।
Special Report
ତାଙ୍କ ସାମ୍ନାକୁ ଯିଏ ଆସୁଛି ତାଙ୍କୁ ମାଡ଼ ମାରୁଛନ୍ତି ଏହି ଓକିଲ ଜଣକ । ଡାକ୍ତରଖାନା ବାହାରେ ଏହି ଓକିଲ ଏବଂ ପୋଲିସ ବାବୁଙ୍କର ଘୋମାଘୋଟ ଲଢେ଼ଇ ହେଉଥିଲା । ଏହି ଭିଡିଓରେ ଆପଣମାନେ ଏହା ଦେଖିପାରିବେ ।
ଏହାପରେ ହଠାତ୍ ଏହି ଓକିଲ ବାବୁଙ୍କର ଏଭଳି କାମ ବନ୍ଦ ହୋଇଗଲା । କାରଣ ସେଠାରେ ପୋଲିସର ଏକ ଟିମ୍ ପହଞ୍ଚିଥିଲେ । ପୋଲିସ ଏହି ଘଟଣାର ତଦନ୍ତ କରିବା ପରେ ସତ କଣ ତାହା ସାମ୍ନାକୁ ଆସିଛି । ଏହି ଓକିଲ ଜଣକ ମଦ ପିଇ ନିଶାରେ ଏଭଳି କାମ କରିଛନ୍ତି ।
ସେ ନିଶା ଅବସ୍ଥାରେ ଡ଼ାକ୍ତରଖାନା ଭିତରକୁ ଯାଉଥିଲେ । ଆଉ ତାଙ୍କୁ ପୋଲିସ ରୋକିବାରୁ ସେ ତାଙ୍କୁ ମାଡ ମାରିଥିଲେ । ଆଉ ତାଙ୍କ କଲର୍ ଧରିଥିଲେ । ଏହି ଘଟଣା ବିହାର ରାଜ୍ୟରେ ଘଟିଛି । ଏବେ ଏହାକୁ ନେଇ ଚର୍ଚ୍ଚା ହେଉଛି ।

Advertisement