Jan 4, 2024, 12:50 IST

ସରକାର ଙ୍କ ତରଫରୁ ଆସିଗଲା ନୂଆ ଅଫର୍ : ସୁନ୍ଦରୀ ମାନଙ୍କୁ ଗର୍ଭବତୀ କଲେ ମିଳିବ ୧୫ ଲକ୍ଷ୍ୟ ଲେଖାଏଁ ଟଙ୍କା

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ପୁରୁଷ ମାନଙ୍କୁ ସାବଧାନ ହେବାକୁ ପଡିବ କାରଣ ଗ-ର୍ଭ-ବ-ତୀ କରାଉ ଥିବା ଗ୍ୟାଙ୍ଗ ଏବେ ମାତି ଛନ୍ତି। ମହିଳାଙ୍କୁ ଗର୍ଭବତୀ କରାଇଲେ ପୁରୁଷଙ୍କୁ ମିଳୁଛି ୧୩ ଲକ୍ଷ ଟଙ୍କା।
Special Report
ଗର୍ଭବତୀ ନକରାଇ ପାରିଲେ ମିଳିବ ଶାନ୍ତ୍ବନା ମୂଳକ ୫ ଲକ୍ଷ ଟଙ୍କା। ଏହି ସଂପୂର୍ଣ୍ଣ ଘଟଣା ଯେତିକି ଆଶ୍ଚର୍ଯ୍ୟ ସେତିକି ରହସ୍ୟ ମଧ୍ୟ। ଆପଣ ମାନେ ଜାଣିଥିବେ କି ଟଙ୍କା ରୋଜଗାର କରିବା ପାଇଁ ଆଜିକାଲି ଲୋକମାନେ ଭିନ୍ନ ଭିନ୍ନ ତରିକା ଆପଣାଇ ଛନ୍ତି।
ଆଜିକାଲି ଏବେ ଯୁବପିଢୀ ମଧ୍ୟ ଅନ୍ୟାୟ ରାସ୍ତାରେ ଯାଇ ଟଙ୍କା ଉପାୟ କରୁଛନ୍ତି। ଏହି ଅସତ ଉପୟରେ ଗର୍ଭବତୀ କରୁଥିବା ଗ୍ୟାଙ୍ଗ ଏବେ ସାମ୍ନାକୁ ଆସିଛି। ଏହାକୁ ଶୁଣିବା ପରେ ପୁରୁଷ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ପଡ଼ିବେ।
ମହିଳାଙ୍କୁ ଗର୍ଭବତୀ କରିବା ପାଇଁ ୧୩ ଲକ୍ଷ ଟଙ୍କା ଅଫର୍ ଦେଉଥିଲେ ଆଉ ସେହି ଅଭିଯୋଗ ରେ ବିହାର ରେ ଆଠ ଜଣକୁ ଗିରଫ କରାଯାଇଛି। ସେମାନେ ଅଲ୍ ଇଣ୍ଡିଆ ପ୍ରେଗ୍ନେଟ ସର୍ଭିସ୍ ନାମରେ ଏକ ରାକେଟ ଚଳାଉ ଥିଲେ।
Special Report
ବିହାର ର ନୋଏଡା ଠାରେ ଏହି ଗିରଫଦାରୀ କରାଯାଇଛି। ପୋଲିସ କହିଛି ଯେ ଅଭିଯୁକ୍ତ ମାନେ ଫୋନ ଓ ସୋସିଆଲ ମିଡ଼ିଆ ମାଧ୍ୟମରେ ପୁରୁଷ ମାନଙ୍କ ସହ ଯୋଗାଯୋଗ କରୁଥିଲେ।
ଆଉ ସେ ବଦଳରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବାର ସୁଯୋଗ ମଧ୍ୟ ଦେଉଥିଲେ। ଆଉ ଯେଉଁ ମହିଳା ମାନେ ଗର୍ଭବତୀ ହେବାକୁ ଚାହୁଁଛନ୍ତି ତାଙ୍କୁ ୭୯୯ ଟଙ୍କା ଶୁଳ୍କ ଦେବା ପାଇଁ କୁହା ଯାଉଥିଲା। ଏହାପରେ ତାଙ୍କର ପଞ୍ଜିକରଣ ହେଉଥିଲା।
ପଞ୍ଜିକରଣ ପରେ ଗ୍ୟାଙ୍ଗ ଫଟୋ ଦେଖାଇ ଜଣେ ମହିଳାଙ୍କୁ ବାଛିବାକୁ କହୁଥିଲେ ଯାହାକୁ କି ସେମାନେ ଗର୍ଭବତୀ କରିବାକୁ ଚାହୁଁଛନ୍ତି। ଏହାପରେ ମହିଳା ଜଣକ କେତେ ସୁନ୍ଦର୍ ସେଥିପାଇଁ ତାଙ୍କୁ ୫ ରୁ ୨୦ ହାଜର ପର୍ଯ୍ୟନ୍ତ ସିକ୍ୟୁରିଟି ରାଶି ଜମା କରିବା ପାଇଁ କୁହା ଯାଉଥିଲା।
ମହିଳା ଗର୍ଭବତୀ ହେବା ପରେ ସେମାନଙ୍କୁ ୧୩ ଲକ୍ଷ ଟଙ୍କା ଦେବା ପାଇଁ ମଧ୍ୟ କୁହା ଯାଉଥିଲା। ଆଉ ଗର୍ଭବତୀ ନହେଲେ ତାଙ୍କୁ ୫ ଲକ୍ଷ ଟଙ୍କା ଶାନ୍ତ୍ବନା ମୂଳକ ମୂଲ୍ୟ ଦେବା ଯିବା କଥା କୁହା ଯାଉଥିଲା।

Advertisement