Nov 25, 2023, 08:49 IST

ସାପକୁ ସୂପାରୀ ଦେଇ ସ୍ତ୍ରୀ ଝିଅକୁ ମାରିଦେଲା ସ୍ଵାମୀ ଦେଖନ୍ତୁ କେମିତି ମିଳିଲା ପ୍ରେମରେ ଅନ୍ଧ ହେବାର ଭୟଙ୍କର ପରିଣାମ

Special Report

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଭାଉଜ ପ୍ରେମ ରେ ପଡ଼ି ନିଜ ପିଲା ଓ ସ୍ତ୍ରୀ କୁ ମାରି ଦେଇଛି ଜଣେ ବ୍ୟକ୍ତି।ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ଥାନା ଅଞ୍ଚଳ ରେ।ଏଠାରେ ଜଣେ ବ୍ୟକ୍ତି କିଛି ଦିନ ହେବ ନିଜ ଭାଉଜ ଙ୍କ ପ୍ରେମ ରେ ପଡ଼ି ଯାଇଥିଲେ।
Special Report
ସେଥିପାଇଁ ନିଜ ସ୍ତ୍ରୀ କୁ ରାସ୍ତା ରୁ ହଟେଇବା ପାଇଁ ଚେଷ୍ଟା କଲା ଜଣେ ସ୍ଵାମୀ।ଗୋଟିଏ ବିଷଧର ସାପ କୁ ଆଣି ସ୍ତ୍ରୀ ଓ ପିଲା ଶୋଇ ଥିବା ଘର ଭିତରେ ଛାଡି ଦେଇଥିଲା ସ୍ଵାମୀ।ଯାହା ଫଳ ରେ ଘଟଣା ସ୍ଥଳ ରେ ମହିଳା ଓ ତାଙ୍କ ପିଲା ର ମୃ-ତ୍ୟୁ ଘଟିଛି।
ସୂଚନା ଅନୁସାରେ ଗତ ଅକ୍ଟୋବର ସାତ ତାରିଖ ରେ ଗଞ୍ଜାମ ଜିଲ୍ଲାର ଅଢେଇପୁର ଗାଁ ରେ ଗଣେଶ ପାତ୍ର ଙ୍କ ସ୍ତ୍ରୀ ଓ ତାଙ୍କ ପିଲା ର ସାପ କାମୁଡା ରେ ମୃ-ତ୍ୟୁ ଘଟିଥିଲା।ଏହାକୁ ଦେଖି ପ୍ରଥମେ ଗଣେଶ ବହୁତ କାନ୍ଦି ଥିଲେ।
Special Report
ଏହା ପରେ ତାଙ୍କ ଶ୍ବଶୁର ଘର ଲୋକେ ଗଣେଶ ଙ୍କ ନାମ ରେ ଥାନା ରେ ଅଭିଯୋଗ କରିଥିଲେ।ତାଙ୍କ ଅଭିଯୋଗ ଅନୁଯାୟୀ ଗଣେଶ ହିଁ ତାଙ୍କ ଝିଅ ଓ ନାତୁଣୀ ଙ୍କୁ ମାରି ଦେଇଚି।ଏହା ପରେ ପୋଲିସ ଗଣେଶ କୁ ପଚରା ଉଚରା କରିଥିଲା।
ଏଥିରେ ଗଣେଶ ସବୁ କିଛି ସତ ସତ ମାନି ଯାଇଥିଲା।ସେ କହିଥିଲା କି ସେ ଗୋଟିଏ ବିଷଧର ସାପ ସାହାର୍ଯ୍ୟ ରେ ନିଜ ପିଲା ଓ ସ୍ତ୍ରୀ କୁ ମାରି ଦେଇଛି।ସେ ଏଥିରେ କୌଣସି ଅସ୍ତ୍ର ବ୍ୟବହାର କରି ନ ଥିଲା।ଏହାର କାରଣ ହେଉଛି ଅସ୍ତ୍ର ବ୍ୟବହାର କଲେ ପୋଲିସ ସବୁ କିଛି ସତ ଜାଣି ପାରି ଥାଆନ୍ତା।
Special Report
ସେଥିପାଇଁ ସେ ସାପୁଆ କେଳା ଠାରୁ ଏକ ବିଷଧର ସାପ ଆଣି ତାକୁ ନିଜ ସ୍ତ୍ରୀ ଓ ପିଲା ଶୋଇ ଥିବା ଘରେ ଛାଡ଼ି ଦେଇଥିଲା।ଏହା ପରେ ସାପ ଟି ରାତି ରେ ଉଭୟ ଙ୍କୁ ଚୋଟ ମାରିଥିଲା।
ତାଙ୍କ ସ୍ତ୍ରୀ ଜୋର୍ ରେ ଚିତ୍କାର କରି ଡାକ ଛାଡୁ ଥିଲେ।ହେଲେ କେହି ତାଙ୍କ ଡାକ ଶୁଣି ନ ଥିଲେ।ତାଙ୍କ ସ୍ଵାମୀ ଗଣେଶ ଏ ଡାକ ଶୁଣି ମଧ୍ୟ ତାଙ୍କ ପାଖକୁ ଆସି ନ ଥିଲେ।ମା ଝିଅ ର ମୃ-ତ୍ୟୁ ହୋଇ ସାରିଲା ପରେ ସେ ଲୋକ ଙ୍କୁ ଦେଖାଇବା ପାଇଁ ଜୋର୍ ରେ କାନ୍ଦିବାକୁ ଲାଗିଲା।
ଏହାକୁ ତାଙ୍କ ଶ୍ବଶୁର ଘର ଲୋକ ମାନେ ବିଶ୍ଵାସ କରି ନ ଥିଲେ।ସେମାନେ ଏ ବିଷୟ ରେ ଥାନା ରେ ଅଭିଯୋଗ କରିବା ପରେ ସତ ସାମନା କୁ ଆସି ଥିଲା।ଏବେ ଗଣେଶ କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

Advertisement