Updated: Feb 27, 2024, 17:08 IST

ସାଂସଦ ଅନୁଭବ ମହାନ୍ତିଙ୍କୁ ନିଜ ସ୍ଵାମୀ ରୂପରେ ପରିଚୟ ଦେଲେ ଲୋକପ୍ରିୟ ଅଭିନେତ୍ରୀ ରାଣୀ ପଣ୍ଡା ଦେଖନ୍ତୁ ଏହି ଦୃଶ୍ୟ - Exclusive

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଓଲିଉଡ଼ରେ ରାଣୀ ପଣ୍ଡା ବର୍ତ୍ତମାନ ସମସ୍ତଙ୍କର ପ୍ରିୟ। ଆଇଟମ ଡାନ୍ସରୁ ନିଜର କ୍ୟାରିଅର ଆରମ୍ଭ କରିଥିବା ରାଣୀ ପଣ୍ଡା। ଯେତେବେଳେ ନିଜର ଖରାପ ପରିସ୍ଥିତିରେ ଥିଲେ ଏବଂ ବିବାଦରେ ରହିଥିଲେ
Special report
ସେତେବେଳେ ତାଙ୍କୁ ନେଇ ଲୋକେ ଅନେକ ଖରାପ ମନ୍ତବ୍ୟ ଦେଉଥିଲେ। ହେଲେ ଏହି ବାଦ ବିବାଦର ଜାଲ ମଧ୍ୟରୁ ସେ ବାହାରି ଲୋକଙ୍କର ସେବା ସାହାଯ୍ୟ କରିବାରେ କେବେବି ସେ ହେଳା କରିନାହାନ୍ତି।
ନିଜ ସକ୍ଷମ ଅନୁଯାଇ ସବୁବେଳେ ଦୁଃଖୀ ଦରିଦ୍ରଙ୍କ ପାଖରେ ଠିଆ ହୋଇଥିବା ଯାତ୍ରା ଜଗତର ଅଭିନେତ୍ରୀ ଜଣଙ୍କ ହେଉଛନ୍ତି ରାଣୀ ପଣ୍ଡା। ତେବେ ବନ୍ଧୁଗଣ ରାଣୀ ପଣ୍ଡା ସାରା ଓଡ଼ିଶାବାସୀଙ୍କର ପ୍ରିୟ।
Special report
ଯେଉଁ ରାଣୀ ପଣ୍ଡାଙ୍କୁ ଦିନେ ଲୋକେ ଏଣୁତେଣୁ କହୁଥିଲେ ଏବଂ ଯାତ୍ରାରୁ ବେନ କରିବାକୁ ଦାବି କରିଥିଲେ। ସେହି ଲୋକମାନେ ବର୍ତ୍ତମାନ ରାଣୀ ପଣ୍ଡାଙ୍କୁ ଦେଖିବାକୁ ଲାଇନ ଦେଉଛନ୍ତି। ସେଲ୍ଫି ନେବାକୁ ଅପେକ୍ଷା କରୁଛନ୍ତି ଏବଂ ରାଣୀ ପଣ୍ଡାଙ୍କ ଡାଇଲଗ ଦେଖିବାକୁ ଅପେକ୍ଷାରେ ରହୁଛନ୍ତି।
ତେବେ ବନ୍ଧୁଗଣ ଗତ କିଛିଦିନ ତଳେ ଓଲିଉଡ଼ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ବାପାଙ୍କର ଦେହାନ୍ତ ହୋଇଛି। ଦୀର୍ଘଦିନ ଧରି ସେ ରୋଗାଗ୍ରସ୍ତ ରହିଥିବା ବେଳେ ଏବେ ତାଙ୍କର ଦେହାନ୍ତ ଅନୁଭବ ଏବଂ ତାଙ୍କ ପରିବାରରେ ଦୁଃଖର ଲହରୀ ଖେଳାଇ ଦେଇଛି।
Special report
ତେବେ ତାଙ୍କର ଏକଦଶାହରେ ଓଲିଉଡ଼ ଜଗତର ଅନେକ ଅଭିନେତା ଅଭିନେତ୍ରୀ ପ୍ରମୁଖ ସାମିଲ ହୋଇଥିଲେ। ଏହାରି ମଧ୍ୟରେ ଅଭିନେତ୍ରୀ ରାନୀ ପଣ୍ଡାଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା।
Special report
ସେ ଅନୁଭବଙ୍କର ଏହି ଦୁଃଖ ମୁହୂର୍ତ୍ତରେ ସାଥ ଦେବାପାଇଁ ସେଠାରେ ଉପସ୍ଥିତ ରହିଥିଲେ। ତେବେ ଗଣମାଧ୍ୟମ ଆଗରେ କିଛି ଏଭଳି ମନ୍ତବ୍ୟ ଦେଇଛନ୍ତି ଯାହାକୁ ନେଇ ଚର୍ଚ୍ଚା ବଢିଛି।
ପ୍ରଥମ ଥର ଅନୁଭବଙ୍କୁ ସାମ୍ନାରେ ଦେଖି ବହୁତ ଖୁସି ବୋଲି ଜଣାଇଛନ୍ତି। ଆଉ ସ୍ୱାମୀ ସ୍ତ୍ରୀ ଛିଡା ହେଇଛୁ ଟିକେ ଫୋଟୋ ଉଠେଇଲ,ଏମିତି କହି ଲାଜେଇ ଗଲେ ରାଣୀ ପଣ୍ଡା। ତେବେ ରାଣୀଙ୍କର ଏଭଳି କଥା ଉପରେ ସୋସିଆଲ ମିଡିଆରେ ଲୋକେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି।

Advertisement