Jan 17, 2024, 10:16 IST

ସଙ୍କରାନ୍ତିରେ ମାଛ ଖାଇ ବାପା ମାଆଙ୍କୁ ହାଣିଲା ଜନ୍ମ କଲା ଝିଅ ଦେଖନ୍ତୁ ହଠାତ୍ କଣ ହେଲା ଏମିତି

Special Report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଆଉ ଅନେକ ଅଞ୍ଚଳର ଖବର ପାଇ ପାରିବେ । ଆଜିକାଲି ଦୁନିଆରେ ଏଭଳି କିଛି ଘଟଣା ଘଟୁଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
Special Report
ଆଜିକାଲି ଦୁନିଆରେ ଏଭଳି କିଛି ନୃଶଂସ ଯୁବକ ଆଉ ଯୁବତୀ ଅଛନ୍ତି ଯେଉଁମାନେ ଏଭଳି ନିଷ୍ଠୁର କାମ କରନ୍ତି । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି କିଛି ଖବର ପାଇପାରିବେ 
ଗତକାଲି ଥିଲା ସୋମବାର ଏବଂ ମକର ସଂକ୍ରାନ୍ତି ଆଉ ଏହି ଦିନ ଘଟିଥିଲା ଏଭଳି କିଛି ଘଟଣା । ଝିଅଟି ମାଛ ଖାଇଲା ଆଉ ଏହାପରେ ତାର ବାପା ମାଙ୍କ ସହିତ ଏଭଳି କାମ କରିଲା । ସଂକ୍ରାନ୍ତିରେ ଘରେ ମାଛ ତରକାରି ହୋଇଥିଲା ।
Special Report
ମାଛ ଭାତ ଖାଇ ମୋବାଇଲରେ କଥା ହେଉଥିଲା ଝିଅ । ଏହି ଝିଅଟିର ନାମ ଥିଲା ମାମା । ମାମା ସବୁବେଳେ ଫୋନରେ କଥା ହୋଇଥାଏ । ଆଉ ଏହାକୁ ଦେଖି ମାଆ ବାରଣ କରିବାରୁ ଉତକ୍ଷିପ୍ତ ହୋଇ ପଡ଼ିଥିଲା ଝିଅ । 
ଆଉ ଶେଷରେ ପନିକି ସାହାଯ୍ୟରେ ମାଆକୁ ହାଣି ଦେଇଥିଲା ଏହି ଝିଅ ମାମା । ଏହାପରେ ସେ ବାପାଙ୍କୁ ହାଣିଲା । ସାମାନ୍ୟ ଏତିକି କଥାରେ ଉତ୍କ୍ଷିପ୍ତ ହୋଇ ପଡ଼ିଥିଲା ଝିଅ ଆଉ ସେ ତାର ବାପା ଆଉ ମାଆଙ୍କୁ ଘର ଭିତରେ ଦୌଡ଼ାଇ ଦୌଡାଇ ହାଣି ଦେଇଥିଲା।
Special Report
ଯେଉଁ ମାଆ ତାକୁ ୧୦ ମାସ ଗର୍ଭରେ ଧରି ଜନ୍ମ କରିଥିଲା ଆଉ ଯେଉଁ ବାପା ତାକୁ ଏତେ ବଡ କରିଥିଲା ଆଜି ସାମାନ୍ୟ କଥାରେ ସେହି ଝିଅ ବାପା ମାଆଙ୍କୁ ହାଣି ଦେଇଛି । ବାପା ମାଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲା ନୃଶଂସ ଝିଅ । ଏଭଳି ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ସୋର ସରସଙ୍ଗ ହାତିଗଡିଆ ଗାଁରେ । 
ମକର ସଂକ୍ରାନ୍ତିରେ ବାପା ମାଆଙ୍କୁ ଏଭଳି ଆକ୍ରମଣ କରିଥିଲା ଝିଅ । ସେମାନେ ଚିତ୍କାର କରିଲେ ମଧ୍ୟ ତାଙ୍କୁ ଛାଡି ନଥିଲା ଝିଅ । ଏହାପରେ ପଡୋଶୀ ଏହି ଚିତ୍କାର ଶୁଣି ତାଙ୍କୁ ଉଦ୍ଧାର କରିଥିଲେ । ତାପରେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ସୋର ମେଡ଼ିକାଲକୁ ଆଣିଥିଲେ ।
ତାଙ୍କର ଅବସ୍ଥା ଆହୁରି ଗୁରୁତର ହେବାରୁ ବାଲେଶ୍ଵରକୁ ସ୍ଥାନାନ୍ତର କରାଯାଇଛି । ରଞ୍ଜୟ ସିଂ ଏବଂ ତାଙ୍କ ସ୍ତ୍ରୀ ବୁଧୀମ ସିଂ ଏବଂ ତାଙ୍କର ଦୁଇ ଝିଅ ଗତକାଲି ରାତିରେ ଏକାଠି ଖାଉଥିଲେ । ଏହାପରେ ଏଭଳି ଘଟଣା ଘଟିଥିଲା । ଅଭିଯୁକ୍ତ ଜଣଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି ।

Advertisement