Feb 18, 2024, 16:35 IST

ସାଙ୍ଗକୁ ହ-ତ୍ୟା କରି ସାଙ୍ଗ ସ୍ତ୍ରୀ ସହ ରୋମାନ୍ସ କଲା ବେଇମାନ ସାଙ୍ଗ ଦେଖନ୍ତୁ ସାମ୍ନାକୁ ଆସିଲା ସବୁ ସତ

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
Special report
ତେବେ ବନ୍ଧୁଗଣ ପ୍ରେମ ପାଇଁ ନିଜ ସାଙ୍ଗକୁ ହ-ତ୍ୟା କରିବା ଅଭିଯୋଗରେ ଗିରଫ ହୋଇଛି ଆଉ ଜଣେ ସାଙ୍ଗ। ଏହିଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅନ୍ତର୍ଗତ କେନ୍ଦୁଆ ଗ୍ରାମରେ।
ଗିରଫ ଅଭିଯୁକ୍ତ ହେଉଛନ୍ତି କେନ୍ଦୁଆ ଗ୍ରାମର ସୁଶିଲ ମାଝି। ଫେବ୍ରୁଆରି ୧୦ ତାରିଖରେ କେନ୍ଦୁଆ ଗ୍ରାମର ଶିବଶଙ୍କରଙ୍କ ପରିବାର ଲୋକେ ଢାବଲ ନାଚ ଦେଖିବାକୁ ଯାଇଥିଲେ।
Special report
ନାଚ ଦେଖି ପରିବାର ଲୋକେ ଘରକୁ ଫେରିଥିବା ବେଳେ କେବଳ ଶିବଶଙ୍କର ପଡ଼ିଆରେ ରହିଥିଲେ। ତେବେ ସକାଳ ପର୍ଯ୍ୟନ୍ତ ଘରକୁ ଫେରିନଥିଲେ ଶିବଶଙ୍କର।
ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକ ଶିବଶଙ୍କରଙ୍କୁ ବହୁ ଖୋଜା ଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ପାଇ ନଥିଲେ। ଦୀର୍ଘ ସମୟ ଧରି ଖୋଜିବା ପରେ ଗାଁ ମୁଣ୍ଡରେ ଶିବଶଙ୍କରଙ୍କ ମୃ-ତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା।
Special report
ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃ-ତଦେହ ହସ୍ତାନ୍ତର କରିଥିଲା। ତେବେ ଶିବଶଙ୍କରଙ୍କୁ ହ-ତ୍ୟା କରାଯାଇଥିବା ପରିବାର ଲୋକେ ବାରିପଦା ସଦର ଥାନାରେ ଅଭିଯୋଗ କରିଥିଲେ।
Special report
ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏହି ହ-ତ୍ୟା ଘଣଟଣାରେ ମୃତ ଶିବଶଙ୍କରଙ୍କ ସାଙ୍ଗ ସୁଶିଲଙ୍କର ସମ୍ପୃକ୍ତି ରହିଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଥିଲା।
ସୁଶିଲଙ୍କୁ ପୋଲିସ ଥାନାକୁ ଡାକି ପଚରାଉଚରା କରିବାରୁ ସେ ଶିବ ଶଙ୍କରଙ୍କୁ ଅତ୍ୟଧିକ ମଦ ପିଆଇବା ପରେ ହ-ତ୍ୟା କରିଥିବା ସ୍ଵୀକାର କରିଥିଲେ। ତେବେ ବନ୍ଧୁଗଣ ଅଭିଯୁକ୍ତ ସୁଶିଲଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି।

Advertisement