Dec 10, 2023, 08:51 IST

ସାମ୍ନାକୁ ଆସିଲା ବହୁତ୍ ବଡ ଖବର ଦେଖନ୍ତୁ ଯବାନଙ୍କୁ ହ-ତ୍ୟା କରିଛନ୍ତି ଗାଁ ଲୋକେ !! - Exclusive ଖୋଲିଲା ବଡ ଗୁମର

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଛତ୍ରପୁର ଯବାନ ଜେ. ଡିଲେଶ୍ୱର ପାତ୍ର ହ-ତ୍ୟା ଘଟଣାରେ ୫ ଜଣଙ୍କୁ ଗିରଫ କରିଛି ଚମାଖଣ୍ଡି ପୋଲିସ। ଗିରଫ ଅ-ଭି-ଯୁ-କ୍ତ ହେଲେ କାଳିପଲ୍ଲୀ ଗ୍ରାମର ଜେ. କଲ୍ୟାଣୀ ପାତ୍ର, ସିଏଚ୍. ଶେଖର,
Special Report
ବି. ଚେନେୟା, ନିମଖଣ୍ଡି ଥାନା ଅଂଚଳର ବି. ବୁଲୁ ପାତ୍ର ଓ ସିଏଚ. ବିକି କୁମାର ପାତ୍ର। ଅ-ଭି-ଯୁ-କ୍ତଙ୍କ ଠାରୁ ଦୁଇଟି ମୋବାଇଲ ଫୋନ ଓ ଦୁଇଟି ଗାଡି ଜବତ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଗଞ୍ଜାମ ଏସପି ଜଗମୋହନ ମିନା। 
ସେହିପରି ଏହି ଅଭିଯୁକ୍ତ ମାନଙ୍କୁ ଆ-କ୍ର-ମ-ଣ କରିବାରେ ଉସୁକାଇଥିବା ବେଳେ ଏବଂ ଆ-କ୍ର-ମ-ଣ ପରେ ସେମାନଙ୍କୁ ଫେରାର ହେବାରେ ସମସ୍ତ ପ୍ରକାର ସହଯୋଗ କରିଥିବା ନେଇ ବିକି କୁମାର ଓ ଚିନେୟାକୁ ମଧ୍ୟ ଗିରଫ କରାଯାଇଛି।
Special Report
ଘଟଣା ସ୍ଥଳେ ଥିବା ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଖୁବ୍ ଶୀଘ୍ର ଗିରଫ କରିବା ସହ ଘଟଣାରେ ଅନ୍ୟ କାହାରି ସମ୍ପୃକ୍ତିକୁ ନେଇ ତଦନ୍ତ ଜାରି ରହିଛି ବୋଲି ଗଞ୍ଜାମ ଏସ୍ପି ଜଗମୋହନ ମୀନା ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, କ୍ରିକେଟ ଖେଳରୁ ଗଲା ଯବାନଙ୍କ ଜୀବନ। ଗଞ୍ଜାମ ଜିଲ୍ଲା ଚମାଖଣ୍ଡିରେ ସଂଘବଦ୍ଧ ଆକ୍ରମଣରେ ଗୁରୁତର ସେନା କର୍ମଚାରୀଙ୍କ ମୃ-ତ୍ୟୁ।
Special Report
ଭୁବନେଶ୍ଵରରେ ଏକ ଘରୋଇ ହସପିଟାଲରେ ଜେ.ଡିଲେଶ୍ୱର ପାତ୍ରଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃ-ତ୍ୟୁ ହୋଇଛି। କାଳିପଲ୍ଲୀ ଗାଁର ଜେ.ଡିଲେଶ୍ୱର ପାତ୍ର ଆର୍ମିରେ ଚାକିରି କରିଥିବା ବେଳେ ଗତ କିଛି ଦିନ ତଳେ ସେ ଗାଁକୁ ଛୁଟିରେ ଆସିଥିଲେ। 
ଗତ ୩ ତାରିଖ ଦିନ ଗୋପାଳପୁରରୁ ଖେଳ ଦେଖି ସେ ଘରକୁ ଫେରୁଥିବା ବେଳେ ହରିପୁର ଛକ ଠାରେ ତାଙ୍କୁ କିଛି ଦୁର୍ବୁତ୍ତ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ତାଙ୍କର ମୁଣ୍ଡ ଓ କାନରେ ଗଭୀର ଆଘାତ ଲାଗିଥିଲା।
ପ୍ରଥମେ ବ୍ରହ୍ମପୁରରେ ଚିକିତ୍ସା ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଏବେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃ-ତ୍ୟୁ ଘଟିଛି। ଏହି ଘଟଣାକୁ ନେଇ ଗତକାଲି ଚମାଖଣ୍ଡି ଥାନାରେ ଏକ ମାମଲା ରୁଜୁ ହୋଇଥିଲା।

Advertisement