ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି।
ପୁଣି ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। ତେବେ ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଯାଉଛି।
ତେବେ ବନ୍ଧୁଗଣ ସେକ୍ସ କାରବାରକୁ ସନ୍ଦେହ କରି ପୋଲିସର ଚଢ଼ାଉ। ପୋଲିସକୁ ଦେଖି ଦୌଉଡିଲେ ଯୁବତୀ। ଖାଲି ଯୁବତୀ ନୁହେଁ ଯୁବକ ଆଉ ଅନେକ ଦେହଜୀବୀ।
ଘର ଭିତରେ କରୁଥିଲେ ସେକ୍ସ ହଠାତ୍ ପଶିଆସିଲା ପୋଲିସ। ପୋଲିସକୁ ଦେଖି ଯିଏ ଯୁଆଡେ ପାଇଲେ ଦୌଉଡି ପଳାଇଲେ। ଆଉ ଏବେ ପୋଲିସ ହାତରେ ଲାଗିଛି ପୁଳା ପୁଳା ଆପତି ଜନକ ଜିନିଷ।
ଖବର ଅନୁଯାୟୀ, ବନ୍ତ ଛକ ନିକଟରେ ଏକ ଘରେ ସେକ୍ସ ରାକେଟ ଚାଲୁଥିବା ନେଇ ପୋଲିସକୁ ଖବର ମିଳିଥିଲା। ଭଦ୍ରକ ଟାଉନ ପୋଲିସ ଓ ଅନ୍ୟ ଅଧିକାରୀଙ୍କୁ ନେଇ ଘଟଣାସ୍ଥଳରେ ପହଂଚିବା ବେଳକୁ ଘର ବାହାର ପଟୁ ତାଲା ପଡିଥିଲା।
ତେବେ ସ୍ଥାନୀୟ ଲୋକେ କହିଥିଲେ ଯେ, ସେହି ସ୍ଥାନରୁ କିଛି ଯୁବକ ଯୁବତୀ କିଛି ସମୟ ପୂର୍ବରୁ ପଳାଇ ଯାଇଥିଲେ। ତେବେ ଘର ମାଲିକ ବାହାରେ ରହୁଥିବାରୁ ଘର ଭଡା ଦିଆଯାଇଥିଲା। ତେବେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଘରର ତାଲା ଭଙ୍ଗା ଯାଇଥିଲା।
ଏହାପରେ ଘର ଦେଖିଲା ବେଳେ ବିଛଣା, ଟାବଲେଟ ଓ ଅନ୍ୟ କିଛି ଆପତ୍ତି ଜନକ ସାମଗ୍ରୀ ପୋଲିସକୁ ମିଳିଛି। ତେବେ ବନ୍ଧୁଗଣ ଘର ମାଲିକ ଓ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରୁଛି ପୋଲିସ।