Nov 17, 2023, 18:22 IST

ଅନେକ ଦିନ ପରେ ସାମ୍ନାକୁ ଆସି ମନକଥା ଖୋଲି କହିଲେ ଅଭିନେତ୍ରୀ ନିତୁ ସିଂ ଦେଖନ୍ତୁ କଣ କହିଲେ ବିବାହ ତଥା ବ୍ୟକ୍ତିଗତ ଜୀବନ ବିଷୟରେ

Special report

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଓଡ଼ିଆ ଟେଲି ଅଭିନେତ୍ରୀ ନିତୁ ସିଂହ ଙ୍କୁ ଆପଣ ମାନେ ଭଲ ଭାବେ ଜାଣି ଥିବେ।ଗାୟତ୍ରୀ ସିରିଏଲ ପାଇଁ ସେ ଘରେ ଘରେ ପରିଚିତ।ତାଙ୍କ ଅଭିନୟ କୁ ଦର୍ଶକ ମାନେ ଖୁବ୍ ପସନ୍ଦ କରନ୍ତି।
Special report
କେତେବେଳେ ସେ ଦର୍ଶକ ମାନଙ୍କୁ କନ୍ଦାଇ ଥାଆନ୍ତି ତ କେତେବେଳେ ପୁଣି ଦର୍ଶକ ମାନଙ୍କୁ ହସାଇ ଥାଆନ୍ତି।ଏପରି ଅନେକ ଅଭିନୟ କରି ସେ ସମସ୍ତ ଙ୍କ ର ପ୍ରିୟ ହୋଇଛନ୍ତି।ଏବେ ଆମେ ତାଙ୍କରି ବିଷୟ ରେ କହିବାକୁ ଯାଉଛୁ।
ନିକଟ ରେ ତାଙ୍କ ନିକଟ ରେ ପହଞ୍ଚି ଥିଲେ ଜଣେ ସାମ୍ବାଦିକା।ତାଙ୍କୁ ତାଙ୍କ କ୍ୟାରିୟର ବିଷୟ ରେ ପଚରା ଯିବା ପରେ ସେ କହିଥିଲେ କି ମୋ ଉଚ୍ଚତା କୁ ନେଇ ମୋତେ ସବୁବେଳେ କି ଆକ୍ଟର ମିଳିବା କଷ୍ଟକର ହୋଇ ଯାଏ।
Special report
ବେଳେ ବେଳେ ନିର୍ଦ୍ଦେଶକ ମାନଙ୍କୁ ବହୁତ ହଇରାଣ ହେବାକୁ ପଡ଼େ।ଗାୟତ୍ରୀ ସିରିଏଲ ମାଧ୍ୟମ ରେ ମୁଁ ଘରେ ଘରେ ପରିଚିତ ହେଲି।ଏହା ପରେ ଆଉ ପଛ କୁ ଚାହିଁ ନାହିଁ।ଅନେକ ସିରିଏଲ ଓ ସିନେମା ରେ ମୁଁ ଅଭିନୟ କରିଛି।
କିଛି ରେ ମୁଁ ଭଲ ଅଭିନୟ କରିଥିବା ବେଳେ କିଛି ରେ ଖରାପ ଅଭିନୟ କରିଛି।ଅନେକ ଥର ମୁଁ ନେଗେଟିଭ ଚରିତ୍ର ରେ ଅଭିନୟ କରିବା ଫଳ ରେ ଦର୍ଶକ ମାନଙ୍କ ଠାରୁ ଅନେକ ଗାଳି ଶୁଣିଛି।ହେଲେ ଏହା ମୋତେ କଷ୍ଟ ଦିଏ ନାହିଁ ।
Special report
ଏହା ମୋ ପାଇଁ ଖୁସି ଯେ ମୁଁ ଏତେ ସୁନ୍ଦର ଅଭିନୟ କରୁଛି।ନିକଟ ରେ ସେ ସନ୍ଧ୍ୟା ରାଗିଣୀ ରେ ଅଭିନୟ କରିଛନ୍ତି।ଆପଣ ମାନେ ଏହି ସିରିଏଲ କୁ ଦେଖିବେ।ବହୁତ ସୁନ୍ଦର ଭାବେ ଏଥିରେ ସମସ୍ତେ ଅଭିନୟ କରିଛନ୍ତି।
ଧୀରେ ଧିରେ ମୋ ସ୍ଵପ୍ନ ପୂରଣ ହୋଇଚି।ଏଭଳି କିଛି କହି ଦର୍ଶକ ଙ୍କ ମନ ଜିଣି ଆସୁଛନ୍ତି ଟେଲି ଅଭିନେତ୍ରୀ ନିତୁ ସିଂ।ଆଜି ତାଙ୍କୁ ଘରେ ଘରେ ସମସ୍ତେ ଜାଣି ଛନ୍ତି।ସମସ୍ତ ଙ୍କ ଭଲ ପାଇବା ଯୋଗୁଁ ଆଜି ସେ ସମସ୍ତଙ୍କ ନିକଟ ରେ ପରିଚିତ।ଗାୟତ୍ରୀ, ନୂଆ ବୋହୂ ଭଳି ଅନେକ ସିରିଏଲ ରେ ସେ ଅଭିନୟ କରିଛନ୍ତି।

Advertisement