Feb 14, 2024, 19:44 IST

ସାମ୍ନାକୁ ଆସିଲା ସରକାରୀ ବାବୁଙ୍କ କାଣ୍ଡ କାରନାମା ଦେଖନ୍ତୁ ୪ ଯୁବତୀଙ୍କୁ ଧରି ଶୋଇଥିଲେ ଆଉ ତା ପରେ - Exclusive

Special Report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ଅଞ୍ଚଳର ଖବର ପାଇ ପାରୁଛନ୍ତି । ଏବେ ତ ପ୍ରେମ ଦିବସ ଚାଲିଛି ।
Special report
ପ୍ରେମ ଦିବସରେ ଅନେକ ଲୋକ ଅନେକ ପ୍ରକାରର କାମ କରିଥାନ୍ତି । ପ୍ରେମିକ ଆଉ ପ୍ରେମିକା ଏହି ଦିବସରେ ବହୁତ ଖୁସି ହୋଇଥାନ୍ତି । ଆଉ ସେମାନେ ନିଜ ଦିନକୁ ଉପଭୋଗ କରିଥାନ୍ତି । କିନ୍ତୁ ଏବେ ଏଭଳି କିଛି ଖବର ଆସିଛି ଯାହା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । 
ଏବେ ଜଣେ କନିଷ୍ଠ ଯନ୍ତ୍ରୀ ଏଭଳି କିଛି କାମ କରିଛନ୍ତି ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ । ସମାଜରେ ଏହିଭଳି ଲୋକ ସମାଜକୁ ଦୂଷିତ କରୁଛନ୍ତି । ଏହି ବ୍ୟକ୍ତି ଜଣକ ରୋଜ ଡେରେ ଚାରିଜଣଙ୍କୁ ରୋଜ ଦେଲେ ।
Special Report
ଆଉ ପ୍ରୋପୋଜ୍ ଡେ ରେ ଚାରିଜଣଙ୍କୁ ପ୍ରୋପୋଜ କରିଥିଲେ । ଆଉ ଭାଲେଣ୍ଟାଇନ ଡେ ରେ ଚାରିଜଣ ଯୁବତୀଙ୍କ ସହିତ କରିଥିଲେ ଏଭଳି କାମ । ଭାଲେଣ୍ଟାଇନ ଡେ ରେ ଚାରିଜଣ ଯୁବତୀଙ୍କୁ ଏହି କନିଷ୍ଠ ଯନ୍ତ୍ରୀ ଜଣକ ଡାକିଥିଲେ । 
ଚାରିଜଣ ଯୁବତୀଙ୍କୁ ସେ ଡାକିଥିଲେ । ଆଉ ଏହାପରେ ଏଭଳି କିଛି ଘଟିଥିଲା । ତାଙ୍କର କାରନାମା ଜାଣିଲେ ଆପଣ ମୁଣ୍ଡରେ ହାତ ଦେବେ । ଏହି ବ୍ୟକ୍ତି ଜଣକ ଫେସବୁକରେ ଚାରିଜଣ ଯୁବତୀଙ୍କ ସହିତ କଥା ହେଉଥିଲେ ।
Special e
ଆଉ ସେ କଥା ହେବା ପରେ ତାଙ୍କ ସହ ଶାରିରୀକ ସମ୍ପର୍କ ରଖିବେ ବୋଲି କହିଥିଲେ । ଏହି ବ୍ୟକ୍ତି ଜଣକ ଜଣଙ୍କ ପରେ ଜଣଙ୍କ ସହିତ ଶାରିରୀକ ସମ୍ପର୍କ ରଖିଥିଲେ । ବିବାହର ପ୍ରତିଶ୍ରୁତି ଦେଇ ଜଣକ ପରେ ଜଣଙ୍କ ସହିତ ଶାରିରୀକ ସମ୍ପର୍କ ରଖିଥିଲା ଏହି ଯୁବକ ।
ଏହି ଯୁବକ ଜଣକ ଏବେ ଥାନାରେ ଅଛନ୍ତି । ଭାକେଣ୍ଟାଇନ ଡେ ପାଇଁ ଅନେକ ସ୍ବପ୍ନ ଦେଖିଥିଲେ । ଆଉ ଏହି ସବୁ ସ୍ବପ୍ନ ଦେଖିବା ତାଙ୍କର ସ୍ୱପ୍ନରେ ହିଁ ରହିଗଲା । ଏହି ବ୍ୟକ୍ତି ଜଣକ ଏବେ ଥାନାରେ ଅଛନ୍ତି । ରାଇରଙ୍ଗପୁର ଜଳ ସେଚନ ବିଭାଗରେ ଏହି କନିଷ୍ଠ ଯନ୍ତ୍ରୀ ଜଣକ କାର୍ଯ୍ୟରତ ଅଟନ୍ତି ।
ତାଙ୍କର ବୟସ ୨୭ ବର୍ଷ । ସେ ବାରିପଦା ସଦର ଥାନା ଅଞ୍ଚଳର ବୋଲି ଜଣାପଡିଛି । ଏହି ଯୁବକ ଜଣକ ଚାରିଜଣ ଯୁବତୀଙ୍କ ସହିତ ଏଭଳି କାମ କରିଥିଲେ । ଏବେ ଏହି ଭିତରୁ ମହିଳା ଜଣେ ଥାନାରେ ଅଭିଯୋଗ କରିବା ପରେ ତାଙ୍କୁ ଗିରଫ କରାଯାଇଛି। ଏବେ ଏହି ଘଟଣାର ତଦନ୍ତ ଚାଲିଛି ।

Advertisement