Feb 7, 2024, 15:20 IST

ସାମ୍ନା କୁ ଆସିଲା ମାଓବାଦୀ ଙ୍କ ବର୍ବର୍ କାଣ୍ଡ ର କଥା - ଆମକୁ ମିଛ ସତ କଥା କହି ନେଇ ଯାଉଛନ୍ତି ଆଉ ଦେହ ର ଫାଇଦା ଉଠେଇ ଛାଡ଼ି ଦେଉଛନ୍ତି...

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ଜଣେ ଯୁବତୀ ଏଭଳି କିଛି କହିଛନ୍ତି ଯାହାକୁ ନେଇ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ସେ ମାଓ କ୍ୟାମ୍ପ ରେ କିଭଳି ଭାବରେ ଯୋଗ ଦେଇଥିଲେ ସେହି ସମ୍ପର୍କରେ ସେ କହିଛନ୍ତି।
Special report
ସେ କହିଥିଲେ କି ଯେତେବେଳେ ସେ ୧୬ ରୁ ୧୭ ବର୍ଷ ଥିଲେ ସେତେବେଳେ ତାଙ୍କୁ ନାଚ ଗୀତ କରାଇବେ ବୋଲି କହିଥିଲେ ସେକଥା ଶୁଣିବା ପରେ ହିଁ ସେ ପାର୍ଟି ରେ ଯୋଗଦାନ କରିଥିଲେ।
ଯୁବତୀ ଜଣକ କହିଥିଲେ ଏବେ କିନ୍ତୁ ସେ ପାର୍ଟି ଛାଡ଼ି ଦେଇଛନ୍ତି କାରଣ ସେଠାରେ ସିଦ୍ଧାନ୍ତ ହିସାବରେ କାମ ହେଉ ନଥିଲା। ସବୁ ସୁବିଧା ସୁଯୋଗ ପାଇଁ ସେ ସେହି ପାର୍ଟି ରେ ସାମିଲ୍ ହୋଇଥିଲେ।
ହେଲେ ସେଠାରେ ସେଭଳି କିଛି ହୋଇ ନଥିଲା ବରଂ ସେଠାରେ ତାଙ୍କୁ ଖୁବ୍ ଦୁର୍ବ୍ୟବହାର କରାଯାଉ ଥିଲା। ଖୁବ ହିଂସାତ୍ମକ ଆଚରଣ ମଧ୍ୟ କରୁଥିଲେ। ବଡ଼ ଓ ସାନ ମାନଙ୍କ ପ୍ରତି ସେମାନେ ଖୁବ ଖରାପ୍ ବ୍ଯବହାର ମଧ୍ୟ କରୁଥିଲେ।
Special report
ନିର୍ବାଚନ ପ୍ରକ୍ରିୟା ରେ ମଧ୍ୟ ଖୁବ ଅସୁବିଧା ସୃଷ୍ଟି କରୁଥିଲେ। ଏଭଳି ଅନେକ କିଛି ଅଭିଯୋଗ ଏବେ ସେମାନଙ୍କ ନାମରେ ରହିଛି। ଝିଅ ମାନଙ୍କ ସହ ସେଠାରେ ଖୁବ୍ ଅନ୍ୟାୟ ଓ ଅତ୍ୟାଚାର ମଧ୍ୟ କରାଯାଉ ଥିଲା।
ଆଉ ଏନେଇ ଏବେ ଯୁବତୀ ଜଣକ ନିଜ ମୁହଁ ଖୋଲିଛନ୍ତି। ଏବଂ ପୋଲିସ ନିକଟରେ ମଧ୍ୟ ନିଜର ଅଭିଯୋଗ ଜଣାଇ ଆତ୍ମ ସମର୍ପଣ କରିଛନ୍ତି। ଖୁବ୍ ଛୋଟ ବେଳୁ ହିଁ ତାଙ୍କୁ ସେଠାରେ ନିର୍ଯାତନା ଦିଆ ଯାଉଥିବା କଥା ସେ କହିଥିଲେ।
ମହିଳା ଜଣକ ଏହି କଥାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ଲୋକମାନେ ମଧ୍ୟ ଏହାକୁ ନେଇ ଏବେ ନିଜ ନିଜ ମତ ରଖିଛନ୍ତି। ତେବେ ଏହି ମାଓବାଦୀ ମାନେ କେତେଯେ ଭୟଙ୍କର ତାହା ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ।
ଏବେ କେବଳ ତାଙ୍କ ସମ୍ପର୍କରେ ହିଁ ଚର୍ଚ୍ଚା ହେଉଛି। ତେବେ ଆପଣଙ୍କୁ ଏହା ଶୁଣିବା ପରେ ଆପଣ ମାନଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Advertisement