Feb 13, 2024, 11:14 IST

ସମସ୍ତେ ଏକାଠି ଉଠିଲେ ପ୍ରତିବାଦ କଲେ ଏହି ନାବାଳକ କଲାଣି ୭ ଜଣଙ୍କୁ ଦୁଷ୍କର୍ମ ଶେଷରେ ଗାଁ ଭିତରେ ହେଲା ଏମିତି - Exclusive

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଜଙ୍ଗଲକୁ ଡ଼ାକି ନେଇ ଅପ୍ରାକୃତିକ ଯୌ-ନ ସଂପର୍କ ରଖିଲା ପୋଡ଼ିଶା ଭାଇ। କେବଳ ପୁଅ ମାନଙ୍କ ସହିତ ନୁହେଁ ଝିଅ ମାନଙ୍କ ସହିତ ବି ଏଭଳି ସଂପର୍କ ରଖି ଦୁ-ଷ୍କ-ର୍ମ କରିଛି ପୋଡ଼ିଶା ଭାଇ।
Special report
ଆଉ ଏ ସମ୍ପର୍କ ବିଷୟରେ କାହା ଆଗରେ କହିଲେ ଧମକ ଦେଇ ମାଡ଼ ମାରିବା ବୋଲି କହିଥିଲା ପୋଡ଼ିଶା ଭାଇ। ଏଭଳି ଜଣେ ପୁଅ ସହିତ ଖରାପ କାମ କରୁଥିବାରୁ ଅଭିଯୋଗ କରିଥିଲେ।
ଯାହା ଫଳରେ ସେହି ଅଭିଯୁକ୍ତଙ୍କ ମା କହିଥିଲେ ଯେ - "କେବଳ ଛୁଆ ନୁହେଁ ମା ସହିତ ବି ଏଭଳି କାମ ହେବ। ମୋ ପୁଅର ଯାହା ଇଛା ହେବ ସିଏ ସେମିତି କରିବ କିନ୍ତୁ ତାକୁ ଏଥିରେ କେହି ବାଧା ଦେବେନି, ଯିଏ ବାଧା ଦେବ ତା ସହିତ ବି ଏଭଳି ଖରାପ କାମ କରିବ ମୋ ପୁଅ ବୋଲି କହିଥିଲା ଅଭିଯୁକ୍ତଙ୍କ ମା।
Special report
ଏଭଳି ଏକ ଲଜ୍ୟଜନକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ରେମୁଣା ଥାନା ଅଞ୍ଚଳରୁ। ସାତ ସାତଟି ପିଲା ମାନଙ୍କ ସହିତ ଅପ୍ରାକୃତିକ ଯୌ-ନ ସଂପର୍କ ରଖିଥିଲା ପୋଡ଼ିଶା ଘରର ଭାଇ।
ଯାହାକୁ ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ପରେ ଅଭିଯୁକ୍ତଙ୍କୁ ରେମୁଣା ଥାନା ପୋଲିସ ଅଟକ ରଖିଛି। ଅନ୍ୟପଟେ ଘଟଣାସ୍ଥଳରେ ରେମୁଣା ଥାନା ପୋଲିସ ପହଞ୍ଚି ପରିସ୍ଥିତିକୁ ଶାନ୍ତ କରିଥିଲା।
Special report
ଗାଁର ତିନି ଜଣ କୁନି ପୁଅ ଓ କୁନି ଝିଅକୁ ନେଇ ଅନ୍ୟ ଜଣେ ସେହି ପୋଡ଼ିଶା ଘରର ଭାଇ କିଆ ବୁଦା ମୂଳେ ଅ-ପ୍ରା-କୃ-ତି-କ ଯୌନ ସଂପର୍କ ରଖିଥିବା ରେମୁଣା ଥାନାରେ ଅଭିଯୋଗ ହୋଇଛି।
ତେବେ ଘଟଣାକୁ ନେଇ ରେମୁଣା ଥାନାରେ ଦୁଇପକ୍ଷରୁ ରେମୁଣା ଥାନା ୪ଟି ମାମଲା ରୁଜୁ କରାଯାଇଥିବା ବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।
ସେହିଭଳି ଅଟକ ନାବାଳକଙ୍କ ମାଙ୍କ ଅଭିଯୋଗ ଅନୁସାରେ ରଥ ମୁର୍ମୁ ନାମକ ଜଣେ ଯୁବକ ଥାନାରେ ଅଟକ ରଖିଥିବା ସୂଚନା ମିଳିଛି। ତେବେ ବନ୍ଧୁଗଣ ବର୍ତମାବ ଏହି ଘଟଣାଟି ସ୍ଥାନୀୟ ଅଂଚଳରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି।

Advertisement