Dec 26, 2023, 10:57 IST

ସାମାନ୍ୟ କୋବି ପାଇଁ ମା କୁ ଗୋରୁ ଗାଈ ଭଳିଆ ପିଟି ଥିବା ପୁଅ କୁ ଘୋଷାଡି ଘୋଷାଡି ନେଲା ପୋଲିସ

Special Report

ନମସ୍କାର ପାଠକ ବନ୍ଧୁ।କୋବି ପାଇଁ ଗୋଟିଏ ମା କୁ ପିଟିଲା ପୁଅ।ମା ସବୁବେଳେ ନିଜ ପୁଅ ର ଭଲ ପାଇଁ ଅନେକ କାମ କରି ଥାଏ।ନିଜ ପୁଅ କୁ ସବୁ ବିପଦ ରୁ ରକ୍ଷା କରିବା ପାଇଁ ଭଗବାନ ଙ୍କ ପାଖରେ ପୂଜା କରିଥାଏ।
Special Report
ହେଲେ ଯଦି ସେହି ପୁଅ ବଡ ହେଲା ପରେ ନିଜ ମା ଉପରେ ଆ-କ୍ର-ମ-ଣ କରେ ତେବେ କଣ ହେବ।ଆମେ ଆଜି ସେଭଳି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ।ଏହି ଲୋମ ଟାଙ୍କୁରା ଦୃଶ୍ୟ ଟି ଘଟିଛି ଚମ୍ପୁଆ ଥାନା ଅଂଚଳରେ।ଏଠାରେ ଜଣେ ବ୍ୟକ୍ତି ନିଜ ମା କୁ ସାମାନ୍ୟ କୋବି ପାଇଁ ଖୁବ୍ ପିଟିଛି।
ସୂଚନା ଅନୁସାରେ ଚମ୍ପୁଆ ଥାନା ଅଞ୍ଚଳ ରେ ଶତୃଘ୍ନ ମହାନ୍ତ ନିଜ ଚାଷ ଜମି ରେ କୋବି ଲଗାଇ ଥିଲେ।ଓ ତାଙ୍କ ମାଆ ସୁଭଦ୍ରା ମହାନ୍ତ ସେହି ଜମି କୁ ଜଗୁ ଥିଲେ।ହେଲେ ହଟାତ ଶତୃଘ୍ନ ଆସି ନିଜ ମା କୁ ଖୁବ୍ ପି-ଟି ଥିଲେ।
କୋବି କିଆରି ରୁ ଘୋ-ଷା-ଡି ଘୋ-ଷା-ଡି ଆଣି ଥିଲେ।ଗୋଟିଏ ବିଦ୍ୟୁତ ଖୁଣ୍ଟ ରେ ବାନ୍ଧି ଦେଇଥିଲେ।ସେଠାରେ ତାଙ୍କୁ ଗାଁ ଲୋକ ଙ୍କ ପାଖରେ ଖୁବ୍ ପି-ଟି ଥିଲେ।ଏପରି ନ କରିବାକୁ ସେ ନିଜ ପୁଅ କୁ କହିଥିଲେ।ହେଲେ ତାଙ୍କ ପୁଅ କାହାରି କଥା ଶୁଣି ନ ଥିଲା।
Special Report
ତାଙ୍କ ମା କାନ୍ଦି କାନ୍ଦି କହିଥିଲେ ପୁଅ ମୋର କିଛି ଭୁଲ ନାହିଁ।ମୋତେ ଛାଡ଼ି ଦେ।ମୁଁ କିଛି ବି କରିନି।ଏହି କଥା କୁ ନିଷ୍ଠୁର ପୁଅ ଶତୃଘ୍ନ ଶୁଣି ନ ଥିଲା।ସେ ନିଜ ମା କୁ ରାଗ ରେ ପଡ଼ି ପିଟି ଚାଲୁ ଥିଲା।ଏହା ଗାଁ ର ଲୋକ ମାନେ ତାକୁ ରକ୍ଷା କଲେ।ପୋଲିସ କୁ ଖବର ଦେଲେ।
ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶତୃଘ୍ନ କୁ ମଝି ରାସ୍ତା ରେ ଘୋ-ଷା-ଡି ଘୋ-ଷା-ଡି ଜେଲ କୁ ନେଇ ଗଲେ।ଏବେ ସେ ଜେଲ ରେ ଅଛନ୍ତି।ଅନ୍ୟପଟେ ତାଙ୍କ ମାଆ ନିଜ ପୁଅ ର ଏଭଳି କାମ ପାଇଁ ଘର ଭିତରେ କାନ୍ଦୁଛନ୍ତି।
ଏଭଳି ହୃଦୟ ବିଦାରକ ଦୃଶ୍ୟ ଯେ କେହି ବି ଦେଖିଚି ତାର ଆଖି ରୁ ଲୁହ ଆସି ଯାଇଚି।ନିଜ ଜନ୍ମ କଲା ମା ସହିତ କିଏ ଏମିତି କରି ପାରିବ କି।ଯେଉଁ ମା ଦଶ ମାସ ଦଶ ଦିନ ଗର୍ଭ ରେ ଧରି ଜନ୍ମ ଦେଇଥିଲା।
ଶେଷ ରେ ତାର ପୁଅ ତାକୁ ମଝି ରାସ୍ତା ରେ ମାଡ ମାରି ସବୁ ଶୁଝି ଦେଲା।ଏହି କଥା ଟି ଏବେ ସେହି ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ପାଲଟିଛି। ଏବଂ ଲୋକ ମାନେ କହିଛନ୍ତି କି ଶତୃଘ୍ନ କୁ କଠିନ ରୁ କଠିନ ଦଣ୍ଡ ଦିଆ ଯାଉ।

Advertisement