Jan 24, 2024, 11:01 IST

ସାମାନ୍ୟ କେଇଟା ଟଙ୍କା ପାଇଁ ପିଲା କୁ ଅପହରଣ କରି କିଡନୀ କଲିଜା ବାହର କରିଦେଲେ..

Special report

ନମସ୍କାର ପାଠକ ବନ୍ଧୁ।ବର୍ତ୍ତମାନ ସମୟ ରେ କିଭଳି ଘଟଣା ମାନ ଆମ ସମାଜ ରେ ଘଟୁଛି ଆପଣ ମାନେ ଜାଣି ଥିବେ।କିଛି ଟା ଟଙ୍କା ପାଇଁ ଗାଁ ଦାଣ୍ଡ ରୁ ଉଠାଇ ନେଲେ ଯୁବକ ଙ୍କୁ ଦଲାଲ ମାନେ।ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ପାଟଣା ଅଞ୍ଚଳ ରେ।ଏଠାରେ ଜଣେ ଯୁବକ ଙ୍କୁ ଉଠାଇ ନିଆ ଯାଇଛି।
Special report
ଗାଁ ଦାଣ୍ଡ ସୁନଶାନ ଥିବା ସମୟ ରେ କିଛି ଅସାମାଜିକ ଲୋକ କାର ରେ ଆସି ଥିଲେ।ଏହା ପରେ ତାଙ୍କ ସହିତ ସେମାନେ ଯାହା କଲେ ତାହାକୁ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ।ଆମେ ଆଜି ସେଭଳି ଏକ ଘଟଣା ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।
ସୂଚନା ଅନୁସାରେ ସେହି ଅଞ୍ଚଳ ର ଜଣେ ଯୁବକ ହେଉଛନ୍ତି ମନୋଜ।ତାଙ୍କ ପାଖରେ ଆଠ କୋଟି ଟଙ୍କାର ସମ୍ପତି ରହିଥିଲା।ତାଙ୍କ ଜମି କୁ ନେବା ପାଇଁ ଅନେକ ଦଲାଲ ମାନେ ଚେଷ୍ଟା କରିଥିଲେ।ହେଲେ ପାରି ନ ଥିଲେ।
ଶେଷ ରେ ସେମାନେ ମନୋଜ କୁ ଉଠାଇ ନେବା ପାଇଁ ଚେଷ୍ଟା କରୁଥିଲେ।ସାମାନ୍ୟ କିଛି ଟା ଟଙ୍କା ପାଇଁ ଏପରି କିଛି କରା ଯାଇ ପାରେ।ତାହାକୁ କେହି ବି ବିଶ୍ଵାସ କରି ପାରି ନାହାଁନ୍ତି।ଯେ କେହି ଏହି କଥା କୁ ଶୁଣିଛି ସେ ଚକିତ ହୋଇ ଯାଉଛି।କିଛି ଅସାମାଜିକ ଲୋକ ଙ୍କ ପାଇଁ ଏଭଳି ହୋଇଛି।
Special report
ମନୋଜ ଙ୍କ ପାଖରେ ଥିବା ଜମି ଉପରେ ସମସ୍ତଙ୍କ ନଜର ରହିଥିଲା।ସମସ୍ତେ ନେବା ପାଇଁ ଇଚ୍ଛା କରିଥିଲେ।ହେଲେ ପାରି ନ ଥିଲେ। ଜମି ଦଲାଲ ମାନେ ଏହି ଜମି କୁ ନେବା ପାଇଁ ମନୋଜ ଙ୍କୁ କହି ଥିଲେ।ମନୋଜ ସିଧାସଳଖ ମନା କରି ଦେଇ ଥିଲା।ସେ କହିଥିଲେ କି ମୋ ଜମି ମୁଁ କଣ ପାଇଁ ଦେବି।
ଏହା ପରେ ସବୁ ଜମି ଦଲାଲ ମାନେ ରାଗ ରଖି ଥିଲେ। ହଟାତ ଦିନ ଖରାବେଳେ ଗୋଟିଏ କାର ଆସି ଗାଁ ମଝି ରେ ଠିଆ ହୋଇ ଥିଲା।ସେତେବେଳେ ଗାଁ ରାସ୍ତା ଶୁନ ଶାନ ଥିଲା ଏହି ସମୟ ରେ କାର ରୁ ଜଣେ ଲୋକ ଓହ୍ଲାଇ ମନୋଜ କୁ ଗୋଡ଼ାଇ ଥିଲା।
ଏହା ପରେ ତାକୁ ଜବରଦସ୍ତି କାର ରେ ବସାଇ ନେଇ ଯାଇ ଥିଲା।ଗାଁ ଲୋକ ମାନେ ଏ ନେଇ ଥାନା ରେ ଅଭିଯୋଗ କରି ଥିଲେ।ହେଲେ ପୋଲିସ ରାସ୍ତା ରେ ଲାଗି ଥିବା ସି ସି ଟିଭି କ୍ୟାମେରା ରୁ ସବୁ କିଛି ଜାଣିବାକୁ ପାଇ ଥିଲା।
ଏହା ପରେ ପୋଲିସ ତାର ତଦନ୍ତ ଆରମ୍ଭ କରିଛି।ମନୋଜ କୁ ଖୋଜିବା ରେ ପୋଲିସ ସଫଳ ହୋଇଚି।ସେହି ଜମି ମାଲିକ ଙ୍କୁ ପୋଲିସ ଧରି ପକାଇଛି।

Advertisement