Feb 1, 2024, 12:26 IST

ସାମାନ୍ୟ ଟିକେ ଡେରି କଣ ହେଇଗଲା ଡାକ୍ତର ଙ୍କୁ ଚପଲ ରେ ସେକି ଦେଇଗଲେ ମହିଳା...

Special report

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ବର୍ତ୍ତମାନ ସମୟ ସମାଜ ରେ କିଭଳି ଘଟଣା ମାନ ଘଟୁଛି।ଡାକ୍ତର ମାନେ କିଛି ଟା ଟଙ୍କା ପାଇଁ ପୋଷ୍ଟ ମର୍ଟମ ରିପୋର୍ଟ କୁ ବଦଳାଇ ଦେଉଛନ୍ତି।ଆଜି ଆମେ ସେହି ଭଳି କିଛି ଡାକ୍ତର ଙ୍କ ବିଷୟ ରେ କହିବାକୁ ଯାଉଛୁ।
Special report
ଜଣେ ମହିଳା ନିଜ ଝିଅ କୁ ନ୍ୟାୟ ଦେବା ପାଇଁ କିଭଳି ଡାକ୍ତର ଙ୍କ ସହିତ ଲଢ଼ୁଛନ୍ତି ।ତାହାକୁ ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ।ଶେଷ ରେ ସେ ଡାକ୍ତର ଙ୍କୁ ଚପଲ ରେ ମାରିଲେ ମହିଳା ଜଣକ।ନିର୍ଦ୍ଧୁମ ମାଡ ମାରିଲେ ମହିଳା।
ସୂଚନା ଅନୁସାରେ ସୌଦାମିନୀ ନାମକ ଜଣେ ଝିଅ ପାରଳାଖେମୁଣ୍ଡି ରେ ରହି ପାଠ ପଢୁଥିଲେ।ସେଠାରେ ହଟାତ ତାଙ୍କର ମୃ-ତ୍ୟୁ ହୋଇ ଯାଇ ଥିଲା।ପରିବାର ଲୋକେ ଏ ନେଇ ତାହାର ତଦନ୍ତ କରିଥିଲେ।ସୌଦାମିନୀ ଙ୍କ ଶରୀର ପୋଷ୍ଟ ମର୍ଟମ କରା ଯାଇ ଥିଲା।
ଏଥିରେ ଡାକ୍ତର ରଶ୍ମି ରଞ୍ଜନ ସେ ଆ-ତ୍ମ-ହ-ତ୍ୟା କରିଛନ୍ତି ବୋଲି ଲେଖି ଥିଲେ।ଯାହାକୁ ନେଇ ମହିଳା ଜଣକ ରାଗି ଯାଇ ଥିଲେ।ତାଙ୍କ ଝିଅ ର ଶରୀର ରେ ଅନେକ ପ୍ରକାର ନଖ ଚିହ୍ନ ରହିଥିଲା।ତେବେ କଣ ପାଇଁ ପୋଷ୍ଟ ମର୍ଟମ ରିପୋର୍ଟ ରେ ଏଗୁଡ଼ିକ ଲେଖା ହୋଇନି ବୋଲି ସେ ପ୍ରଶ୍ନ କରି ଥିଲେ ଡାକ୍ତର ଙ୍କୁ।
Special report
ହେଲେ ଡାକ୍ତର ରଶ୍ମି ରଞ୍ଜନ ତାଙ୍କ କଥା ନ ଶୁଣି ତାଙ୍କୁ ଏଠାରୁ ଚାଲି ଯିବା ପାଇଁ କହିଥିଲେ।ଏଥିରେ ସୌଦାମିନୀ ଙ୍କ ମା ବହୁତ ରାଗି ଯାଇଥିଲେ।ସେ କହିଥିଲେ କି ମୋ ଝିଅ କୁ ଦୁ-ଷ୍କ-ର୍ମ କରା ଯାଇଚି। ତୁ କଣ ପାଇଁ ରିପୋର୍ଟ ରେ ସେ ବିଷୟ ରେ ରିପୋର୍ଟ ରେ ଲେଖି ନାହୁଁ।
କିଛି ରାଜନେତା ଙ୍କୁ ବଞ୍ଚାଇବା ପାଇଁ ଏ ଡାକ୍ତର ଚେଷ୍ଟା କରୁଛି।ହେଲେ ମୋ ଝିଅ କୁ ନ୍ୟାୟ ଦେବା ପାଇଁ ମୁଁ ସବୁ ପ୍ରକାର ଚେଷ୍ଟା କରିବି।ସେମାନେ ମୋ ଝିଅ କୁ ମୋ ଠାରୁ ଅଲଗା କରିଛନ୍ତି।ସେମାନଙ୍କୁ ମୁଁ କେବେ ବି ଛାଡିବି ନାହିଁ ବୋଲି କହିଛନ୍ତି ମହିଳା।
ପ୍ରଥମେ ମହିଳା ଜଣକ ଜଣେ ରୋଗୀ ଭାବେ ମେଡିକାଲ କୁ ଯାଇ ଥିଲେ।ଏହା ଧାଡ଼ି ରେ ଠିଆ ହୋଇ ଡାକ୍ତର ଙ୍କ ପାଖକୁ ଯାଇଥିଲେ।ପରେ ଏ ନେଇ ଡାକ୍ତର ଙ୍କୁ ପ୍ରଶ୍ନ କରି ଥିଲେ।ଡାକ୍ତର ତାଙ୍କ କଥା କୁ ଶୁଣି ନ ଥିଲେ।
ଏହା ପରେ ମହିଳା ଜଣକ ନିଜ ଚପଲ ଖୋଲି ଡାକ୍ତର ଙ୍କୁ ପିଟିବା ଆରମ୍ଭ କଲେ।ମୋ ଝିଅ କୁ ନ୍ୟାୟ ନ ଦେବା ପର୍ଯ୍ୟନ୍ତ ମୁଁ ଲଢ଼ିବି ବୋଲି କହିଥିଲେ।ତାହାର ଦୁ-ଷ୍କ-ର୍ମ କରା ଯାଇଛି।ହେଲେ ରିପୋର୍ଟ ରେ ଲେଖା ଯାଇଚି ସେ ଆ-ତ୍ମ-ହ-ତ୍ୟା କରା ଯାଇଚି।

Advertisement