ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଧଉଳୀ ଗଣନାଟ୍ୟ ର ଗାଡ଼ି ବାଙ୍ଗିରିପୋଷି ଠାରେ ଓଲଟି ପଡିଥିଲା। ଏଥିରେ କିଛି ଗୁରୁତର ହୋଇଥିବା ବେଳେ ୫ ରୁ ୬ ଜଣଙ୍କ ମୃ-ତ୍ୟୁ ମଧ୍ୟ ହୋଇ ସାରିଛି।

ଏହି ସମ୍ପର୍କରେ ଅଭିନେତ୍ରୀ ନିଶା ମହାରଣା କହିଛନ୍ତି କି ସେ ଗତକାଲି ଖୁବ ବ୍ୟସ୍ଥରେ ରହି ଯାଇଥିଲେ ଯାହା ଫଳରେ କି ସେ ସେଠାକୁ ଯାଇ ପାରି ନଥିଲେ। ସେଥିପାଇଁ ସେ ଖୁବ ଦୁଃଖ ପ୍ରକାଶ କରିଛନ୍ତି।
ଆଉ ସେ ବାରିପଦା ଡାକ୍ତରଖାନା କୁ ସେମାନଙ୍କୁ ଦେଖା କରିବା ପାଇଁ ମଧ୍ୟ ଯାଇ ପହଞ୍ଚିଛନ୍ତି। ଆଉ କହିଥିଲେ କି ତାଙ୍କ ଦ୍ବାରା ଯେତିକି ସମ୍ଭବ ହେବ ସେତିକି ସେ ଟେକ୍ନିସିଆନ୍ ଭାଇ ମାନଙ୍କୁ ସାହଯ୍ୟ କରିବେ ବୋଲି।
ଏହା ମଧ୍ୟ ଭଗବାନ ଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି କି ଭଗବାନ ତାଙ୍କ ଆତ୍ମା କୁ ଶାନ୍ତି ଦେବା ସହ ତାଙ୍କର ପରିବାର ର ମଧ୍ୟ ସାଥ ଦିଅନ୍ତୁ। ଏବଂ ତାଙ୍କୁ ସାହାସ ସଦ ବୁଦ୍ଧି ଦିଅନ୍ତୁ।

ସେ ବାସ ଏତିକି ହିଁ କହି ପାରିବେ ଏହା ଛଡା ସେ ଆଉ କିଛି କହି ପାରିବେ ନାହିଁ। କାରଣ ଏଭଳି ଏକ ଘଟଣା ଘଟିଯିବ ବୋଲି କେହି କେବେ ହେଲେ ମଧ୍ୟ ଜାଣି ନଥିଲେ। ଏହା ଏଭଳି ଅଚାନକ ଘଟିଯିବ ବୋଲି କେହି ମଧ୍ୟ ଜାଣି ନଥିଲେ।
ଏଥିପାଇଁ ଅଭିନେତ୍ରୀ ନିଶା ମହାରଣା ଖୁବ ଦୁଃଖ ମଧ୍ୟ ପ୍ରକାଶ କରିଛନ୍ତି। ସେ ସେମାନଙ୍କ ପରିବାର ପାଖରେ ନିହାତି ଛିଡ଼ା ହେବେ ବୋଲି କହିଥିଲେ। ଆଉ ବାରିପଦା ହସ୍ପିଟାଲ ରେ ଯାଇ ପହଞ୍ଚି ଥିଲେ।
ନିଶା ମହାରଣା ଙ୍କ ଦ୍ବାରା ଯାହା ଯେତିକି ସମ୍ଭବ ହେବ ସେ ସେମିତି ସାହଯ୍ୟ କରିବେ ବୋଲି କହିଥିଲେ। କାରଣ ସେମାନେ ମଧ୍ୟ ତାଙ୍କର ସାନ ବଡ଼ ଭାଇ ଭଉଣୀ ଭଳି ହେବେ। ସେମାନେ ନିଜ ପରିବାର ଛାଡ଼ି ନିଜ ପେଟ ପାଟଣା ପାଇଁ ଆସିଥିଲେ।
ଏଭଳି ହେବ ବୋଲି କେହି ହେଲେ ମଧ୍ୟ ଜାଣି ନଥିଲେ। ନିଶା ମହାରଣା ଏକ ଭିଡିଓ ଜାରୀ କରି ଏକଥା କହିଛନ୍ତି। ତେବେ ଆପଣଙ୍କୁ ଏହା କିଭଳି ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।