Jan 7, 2024, 10:45 IST

ସକାଳୁ ସକାଳୁ ଟ୍ରକ୍ - ଟ୍ରକ୍ ଭିତରେ ଘଟିଲା ଭୟାନକ ଦୁର୍ଘଟଣା : ଡ୍ରାଇଭର ର ବାହାରି ଆସିଲା କିଡନୀ..

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ମରିଗଲା ସେହି ଡ଼୍ରାଇଭର ଯିଏ କି ପଛରେ ଯାତ୍ରୀ ଙ୍କୁ ବସାଇ ଅସାଧାରଣ ଭାବରେ ଗାଡ଼ି ଚଳାଉ ଥିଲା। ଏହାପରେ ଅଭାବନୀୟ ଭାବରେ ହିଁ ଦୁର୍ଘଟଣା ଘଟିଥିଲା।
Special Report
ଆଉ ଘଟଣା ସ୍ଥଳରେ ହିଁ ଡ଼୍ରାଇଭର ମରି ଯାଇଥିଲା। ଆପଣ ମାନେ ଜାଣିଥିବେ କି ପ୍ରଥମେ ଟ୍ରେନ୍ ଏହାପରେ ବସ୍ ମଧ୍ଯ ଦୁର୍ଘଟଣା ହେବାରେ ଲାଗିଛି। ଆଉ ଏବେ ସବୁ ନୁଆ ନୁଆ ଜାଗା ମାନଙ୍କରେ ଦୁର୍ଘଟଣା ହେବାରେ ଲାଗିଛି।
ଆଉ ଏହି ଦୁର୍ଘଟଣା ଏତେ ଭୟଙ୍କର ହେଉଛି କି ଯାହାକୁ ଦେଖିଲେ ମଧ୍ୟ ଆପଣଙ୍କ ଆଖିକୁ ମଧ୍ୟ ଆପଣ ମାହେ ବିଶ୍ବାସ କରି ପାରିବେ ନାହିଁ। ଗତକାଲି ଦୁଇଟି ଯାତ୍ରୀବାହୀ ବସ୍ ମୁହାଁ ମୁହିଁ ଭାବରେ ଧକ୍କା ହୋଇଥିଲା।
ବିଳମ୍ବିତ ରାତ୍ରୀରେ ହିଁ ଏତେବଡ଼ ଏକ ଦୁର୍ଘଟଣା ଘଟି ଯାଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ହୋଇଥିଲା ଯେ ଘଟଣା ସ୍ଥଳରେ ହିଁ ଜଣକର ଜୀବନ ଚାଲି ଯାଇଥିଲା। ଆଉ ଆଉ କେହି ନୁହେଁ ସେ ଥିଲା ବସ ର ଡ୍ରାଇଭର।
Special Report
ଏହି ଦୁର୍ଘଟଣାରେ ଜଣକ ଜୀବନ ଚାଲିଯିବା ସହ ଦଶ ଜଣ ରୁ ଅଧିକ ମଧ୍ୟ ଆହତ ହୋଇ ସାରିଛନ୍ତି। ଗଞ୍ଜାମ ଜିଲା ଆସିକା ନିକଟ ଦଉଗାଁ ଛକ ନିକଟରେ ଏଭଳି ଏକ ମର୍ମନ୍ତୁତ ଦୁର୍ଘଟଣା ଘଟି ଯାଇଛି।
ଦୁଇଟି ବସ୍ ମୁହାଁ ମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ହିଁ ଗୋଟେ ବସ୍ ର ଡ଼୍ରାଇଭର ନିଜର ପ୍ରାଣ ହରାଇ ଛନ୍ତି। ଏହି ଡ଼୍ରାଇଭର ଙ୍କ ନାମ ହେଉଛି ବାଳକୃଷ୍ଣ ଗୌଡ଼। ଘଟଣା ସ୍ଥଳରେ ଯାଇ ପୋଲିସ ପହଞ୍ଚି ଥିଲେ।
ଏବଂ ସେଠାରେ ଅଗ୍ନିଶମ ବାହିନୀ ମଧ୍ୟ ଯାଇ ସେମାନଙ୍କୁ ସେଠାରୁ ଉଦ୍ଧାର କରିଥିଲେ। ଆହତ ମାନଙ୍କ ଅବସ୍ଥା ଗୁରୁତର ଥିବା ବେଳେ ତାଙ୍କୁ ବ୍ରହ୍ମପୁର ମେଡ଼ିକାଲ ରେ ଭର୍ତି କରାଯାଇଛି।
ଏହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ଏହି ଘଟଣା ଏବେ ଚାରିଆଡ଼େ ଚର୍ଚ୍ଚା ର ବିଷୟ ପାଲଟିଛି ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Advertisement