Dec 31, 2023, 11:11 IST

ହେ ଭଗବାନ ସକାଳୁ ସକାଳୁ ଘଟିଗଲା ଦୁଃଖଦ ମୃତ୍ୟୁ : ଭାତ ଖାଉ ଖାଉ ଚାଲିଗଲା ଜୀବନ ...

Special Report

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଅମିତାଭ ବଚ୍ଚନ ଙ୍କୁ ଭଲ ଭାବେ ଜାଣି ଥିବେ।ସେ ବଲିଉଡ ର ଅନ୍ୟ ଅଭିନେତା ମାନଙ୍କ ମଧ୍ୟରେ ଅନ୍ୟତମ।ତାଙ୍କ ଅଭିନୟ ଦର୍ଶକ ଙ୍କୁ ବହୁତ ଭଲ ଲାଗି ଥାଏ। ଆଜି ଏହି ଅଭିନେତା ଜଣକ ଘରେ ଘରେ ପରିଚିତ।
ଦିନ ଥିଲା ଯେତେବେଳେ ସେ ବହୁତ ଦୁଃଖ କଷ୍ଟ ରେ ରହୁଥିଲେ।ହେଲେ ଆଜି ତାଙ୍କୁ ଘରେ ଘରେ ସମସ୍ତେ ଜାଣି ଛନ୍ତି।ବର୍ତ୍ତମାନ ସମୟ ରେ ୮୦ ବର୍ଷ ରେ ପାଦ ରଖିଛନ୍ତି।ହେଲେ ନିଜ କର୍ତ୍ତବ୍ୟ ରେ ସେ କେବେ ହେଲେ ଅବହେଳା କରି ନାହାନ୍ତି।
Special Report
ଆଜି ଆମେ ତାଙ୍କ ବ୍ୟକ୍ତିଗତ ଜୀବନ କୁ ନେଇ କିଛି କହିବାକୁ ଚାହୁଁଚୁ।ଏହି ଅଭିନେତା ଙ୍କ ପୁଅ ହେଉଛନ୍ତି ଅଭିଷେକ ବଚ୍ଚନ।ଏବେ ତାଙ୍କ ପରିବାର ରେ କୌଣସି ଏକ କଥା କୁ ନେଇ କଳହ ଲାଗି ଥିବାର ଆପଣ ମାନେ ସମସ୍ତେ ଜାଣି ଥିବେ।ତାଙ୍କ ପୁଅ ଅଭିଷେକ ବଚ୍ଚନ ଙ୍କ ପାଇଁ ଅମିତାଭ ବଚ୍ଚନ ଙ୍କ ଆଖିରେ ଲୁହ ଆସି ଯାଇଚି।
ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା କରା ଯାଉଛି।ଅମିତାଭ ବଚ୍ଚନ ତାଙ୍କ ପୁଅ ଙ୍କୁ ଖୁବ୍ ଭଲ ପାଆନ୍ତି।ହେଲେ ସେହି ପୁଅ ଦିନେ ତାଙ୍କ ଆଖିରେ ଲୁହ ଦେବ ବୋଲି ସେ କେବେ ବି ଭାବି ନ ଥିଲେ।
ସୂଚନା ଅନୁସାରେ ଆମେ କହି ଦେବାକୁ ଚାହୁଁଚୁ ଯେ ଅମିତାଭ ଠାକୁର ତାଙ୍କ ପୁଅ ଙ୍କ ପାଇଁ ଖୁସି ହୋଇ କାନ୍ଦି ପକାଇ ଥିଲେ।ଆପଣ ମାନେ ସମସ୍ତେ ଜାଣି ଥିବେ ସେ କୋନ୍ ବନେଗା କରୋଡ ପତି ରେ କାମ କରୁଛନ୍ତି।ନିକଟରେ ଜଣେ ମହିଳା ତାଙ୍କ ଶୋ କୁ ଅତିଥି ହିସାବ ରେ ଆସି ଥିଲେ।
Special Report
ସେ ଯାହା କହିଥିଲେ ତାହା ଶୁଣିବା ପରେ ସମସ୍ତଙ୍କ ଆଖିରେ ଲୁହ ଆସି ଯାଇଥିଲା।ସେହି ମହିଳା ଙ୍କ ନାମ ହେଉଚି ରେଖା।ସେ ଅଭିଷେକ ବଚ୍ଚନ ଙ୍କ ର ବହୁତ ବଡ ପ୍ରଶଂସକ ବୋଲି କହିଥିଲେ।ସେ ତାଙ୍କର ପ୍ରତ୍ୟେକ ଫିଲ୍ମ କୁ ଖୁବ୍ ପସନ୍ଦ କରନ୍ତି।
ସେ ଆହୁରି ମଧ୍ୟ କହିଥିଲେ କି ଅଭିଷେକ ବଚ୍ଚନ ଙ୍କ ର ତାଙ୍କ ବାପା ଙ୍କ ପ୍ରତି ଥିବା ଭଲ ପାଇବା ଯୋଗୁଁ ମୋତେ ଅଧିକ ପସନ୍ଦ ଲାଗନ୍ତି।ସେ ଅନ୍ୟ ମାନଙ୍କୁ ଯେଭଳି ବ୍ୟବହାର ଦେଖାନ୍ତୁ ପଛ କେ ହେଲେ ନିଜ ବାପା ଙ୍କ ପ୍ରତି ତାଙ୍କ ମନ ରେ ଖୁବ୍ ଭଲ ପାଇବା ରହିଛି।
ସେଥିପାଇଁ ସେ ନିଜ ବାପା ଙ୍କ ଜନ୍ମ ଦିନ ବଡ ଧୁମ୍ ଧାମରେ ରେ ପାଳନ କରିଥିଲେ।ଏହି କଥାକୁ ଅମିତାଭ ବଚ୍ଚନ ଶୁଣିବା ପରେ କାନ୍ଦି ପକାଇ ଥିଲେ।କହି ଥିଲେ କି ମୋ ପୁଅ ପାଇଁ ମୁଁ ଏତେ ଖୁସି ହେବି ବୋଲି କେବେ ଭାବି ନ ଥିଲି।

Advertisement