Jan 25, 2024, 11:11 IST

ଗାଡି ଜୋର୍ ରେ ଚଲେଇବା ହେଇଗଲା କାଳ : ପଣସ ଗଛ ରେ ପିଟି ହୋଇ ଚୁନା ହୋଇଗଲା ,ଫାଟିଲା ମମତା ଙ୍କ ମୁଣ୍ଡ

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ଏକ ଖବର ଖୁବ ଚର୍ଚ୍ଚାର ବିଷୟ ପାଲଟିଛି। କୁହା ଯାଉଛି କି ପଶ୍ଚିମବଙ୍ଗ ର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି।
Special report
ମମତା ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ବର୍ଦ୍ଧମାନ ରୁ କଲିକତା ଫେରୁଥିବା ସମୟରେ ତାଙ୍କର ଏହି କାର ଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ସୁଚନା ମୁତାବକ ଘନ କୁହୁଡି ହୋଇଥିଲା। ସେଥିପାଇଁ ଏକ କାର ହଠାତ୍ ପଶି ଆସିଥିଲା।
ଏହାପରେ ଦେଖାଇ ଗାଡ଼ି ଡ୍ରାଇଭର ବ୍ରେକ ଲଗାଇ ଥିଲେ ବ୍ରେକ ଲଗାଇବା ରୁ ମମତା ବାନାର୍ଜୀ ଙ୍କ ମୁଣ୍ଡରେ ମାଡ଼ ହୋଇ ଯାଇଥିଲା। ଦୁର୍ଘଟଣା ପରେ ମମତାଙ୍କୁ ସଙ୍ଗେ ସଙ୍ଗ ମେଡିକାଲ ରେ ଭର୍ତ୍ତି ମଧ୍ୟ କରାଯାଇ ଥିଲା।
ହେଲେ ଏହି ଦୁର୍ଘଟଣା ସାମାନ୍ୟ ହୋଇଥିବା ସୁଚନା ମିଳିଛି। ମମତା ବାନାର୍ଜୀ ସେଠାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାଇଥିଲେ। ଏହାପରେ ସେବା ବିତରଣ କାର୍ଯ୍ୟକ୍ରମ ରେ ଭାଗ ନେଇଥିଲେ।
Special report
ଏଥର ସେ ସେଠାରୁ ହେଲିକପ୍ଟର ରେ ଫେରିବାର ଯୋଜନା ଥିଲା। ଖରାପ୍ ପାଗ କାରଣରୁ ସେ କାର ସେ ଫେରିଥିଲେ ଆଉ କାର ରେ ଫେରିବା ସମୟରେ ହିଁ ତାଙ୍କର ଦୁର୍ଘଟଣା ହୋଇଥିଲା।
ଏହି ଦୁର୍ଘଟଣା ରୁ ବର୍ତ୍ତିବା ପରେ ମମତା ବାନାର୍ଜୀ ଭଗବାନ ଙ୍କୁ ଧନ୍ୟବାଦ୍ ଜଣାଇଥିଲେ।ଭଗବାନଙ୍କ ପାଇଁ ସେ ବଞ୍ଚି ଯାଇଛନ୍ତି ଆଉ ତାଙ୍କ ପାଇଁ କିଛି ହେଲା ନାହିଁ ବୋଲି ମଧ୍ୟ ମମତା ଏହା କହିଛନ୍ତି। ଏବେ ମଧ୍ୟ ସେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି।
ମମତା ବାନାର୍ଜୀ ଙ୍କ ସମ୍ପର୍କରେ ଏହି ଖବର ଏବେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି। ସୋସିଆଲ ମିଡିଆରେ ମଧ୍ୟ ଏହି ଘଟଣା ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ମମତା ବାନାର୍ଜୀ ଙ୍କ ସ୍ୱାସ୍ଥ୍ୟବସ୍ଥା କୁ ନେଇ ସମସ୍ତେ ଖୁବ୍ ଚିନ୍ତିତ ହୋଇ ପଡିଥିଲେ।
ହେଲେ ସେ ଖୁବ୍ ଭଲ ଅଛନ୍ତି ବୋଲି ଜାଣି ସାରିବା ପରେ ଲୋକ ମାନଙ୍କୁ ଆଶ୍ଵସ୍ଥି ମିଳିଛି। ତେବେ ଏହା ସମ୍ପର୍କରେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Advertisement