Updated: Jan 13, 2024, 11:36 IST

ହେ ଭଗବାନ , ସକାଳୁ ସକାଳୁ ଆସିଗଲା ବହୁତ୍ ବଡ଼ ଦୁଃଖ ଖବର... ବିଡିଓ କରିଦେଲେ ନିଜ ଜୀବନ କୁ ଶେଷ

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ନିଜର ଜୀବନ ହରିଦେଲେ ବିଡିଓ ବାବୁ ଆଉ ଏପଟେ ଗଳା ଫଟାଇ କାନ୍ଦୁଛନ୍ତି ତାଙ୍କର ସ୍ତ୍ରୀ। ବାଲେଶ୍ଵର ଜିଲାର ସିମୁଳିଆ ବ୍ଲକର, ଉନ୍ନୟନ ଅଧିକାରୀ ବିଶ୍ଵ ରଞ୍ଜନ ମହାନ୍ତି ନିଜ ବାସ ଭବନରେ ହିଁ ଜୀବନ ହାରୀ ଦେଇଛନ୍ତି।
Special Report
ତାଙ୍କୁ ଏବେ ପ୍ରଶାସନ ସେଠାରୁ ଉଦ୍ଧାର ମଧ୍ୟ କରିଛି। ଗତ ଦୁଇ ବର୍ଷ ହେବ ଶ୍ରୀ ବିଶ୍ଵ ରଞ୍ଜନ ମହାନ୍ତି ଅଫିସ୍ ରୁ ନିଜର ଅଫିସ୍ ପାଖରେ ଥିବା ବାସଭବନ କୁ ପଳାଇ ଯାଇଥିଲେ।
ତାଙ୍କର ସହକର୍ମୀ ମାନେ ତାଙ୍କୁ ଫୋନ କରିଥିଲେ ମଧ୍ଯ ସେ ଆଦୌ ଫୋନ୍ ଉଠାଇ ନଥିଲେ। ଏହାପରେ ସେଠାରୁ ତାଙ୍କର ମୃ-ତ-ଦେହ ଉଦ୍ଧାର କରାଯାଇଛି।
ତେବେ କାହିଁକି ଓ କେଉଁଭଳି ପରିସ୍ଥିତି ରେ ଜଣେ ପଦାଧିକାରୀ ଏଭଳି ଭାବରେ ପଦକ୍ଷେପ ନେଲେ ତାହା ବର୍ତ୍ତମାନ୍ ପର୍ଯ୍ୟନ୍ତ ଆଦୌ ହେଲେ ମଧ୍ୟ ଜଣାପଡି ପାରି ନାହିଁ। ପ୍ରକୃତରେ ସେ ଜୀବନ ହାରିଛନ୍ତି ନା ଆଉ କଣ ଘଟଣା ଘଟିଛି ତାହାକୁ ନେଇ ଏଯାଏଁ ସ୍ପଷ୍ଟ ହୋଇନି।
Special Report
ଏହାକୁ ନେଇ ଏବେ ସମସ୍ତଙ୍କର ସନ୍ଦେହ ହୋଇଛି। ସେହି ସ୍ଥାନରେ ପୋଲିସ ଆସି ପହଞ୍ଚି ଥିଲା ଆଉ ସେ ଶବ କି ଉଦ୍ଧାର ମଧ୍ୟ କରିଥିଲା। ଆଉ ଏପଟେ ସ୍ତ୍ରୀ ପହଞ୍ଚି ଏହି ଘଟଣାକୁ ଆଦୌ ହେଲେ ମଧ୍ୟ ଦେଖି ସହି ପାରୁ ନାହିଁ।
ସବୁ କିଛି ଠିକ ଥିଲା ମାତ୍ର କାହିଁକି ଏଭଳି ଭିଡିଓ ମହାଶୟ ନିଜର ଜୀବନକୁ ହାରି ଦେଲେ ସେନେଇ ଏବେ ଖୁବ ଚିନ୍ତା ହେବାରେ ଲାଗିଛି। ଏଭଳି ଘଟଣା ସାରା ଜିଲ୍ଲାରେ ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
କାହିଁକି ବିଡ଼ିଓ ଜଣକ ଏଭଳି ନିଷ୍ପତ୍ତି ନେଲେ ଖବର ପାଇ ତାଙ୍କର ପରିବାର ଲୋକମାନେ ମଧ୍ୟ ସେଠାକୁ ଆସିଥିଲେ। ସେମାନେ ମଧ୍ୟ କହିଥିଲେ କି ଏହାର କାରଣ କଣ ସେମାନେ ମଧ୍ଯ ଜାଣି ନାହାଁନ୍ତି।
ସେଥିପାଇଁ ସେମାନେ ଏହି ଘଟଣା ର ତଦନ୍ତ କରିବାକୁ ଦାବି କରିଛନ୍ତି। ତଦନ୍ତ ପରେ ହିଁ ଘଟଣାର ସତ୍ୟାସତ୍ୟ ଜଣା ପଡ଼ିବ ବୋଲି ଆଶା ମଧ୍ଯ ରଖିଛନ୍ତି। ତେବେ ଏହି ଘଟଣା ପ୍ରତି ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Advertisement