Nov 20, 2023, 15:43 IST

ସହିଦ୍ ସ୍ବାମୀଙ୍କୁ ଦେଖିବା ପାଇଁ ଧାଇଁ ଆସିଲେ ସ୍ତ୍ରୀ ଦେଖନ୍ତୁ ଏହି ଦୃଶ୍ୟ ଆପଣଙ୍କ ଆଖିରୁ ଲୁହ ଆସିଯିବ

Special Report

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ପୁଣି ଥରେ ଜଣେ ଯବାନ ଙ୍କ ମୃତ୍ୟୁ ହୋଇଚି।ତାଙ୍କ ପରିବାର ରେ ଏବେ ଶୋକ ର ଛାୟା ଖେଳି ଯାଇଛି।ସହିଦ ସ୍ଵାମୀ ର ଶବ ଆଗରେ ମୁଣ୍ଡ ପିଟି କାନ୍ଦୁଛନ୍ତି ତାଙ୍କ ପତ୍ନୀ।ତାହାକୁ ଦେଖିଲେ ସମସ୍ତ ଙ୍କ ଆଖିରେ ଲୁହ ଝରି ଆସୁଛି।
Special Report
ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ରେ।ଏଠାରେ ଜଣେ ବ୍ୟକ୍ତି ଭାରତୀୟ ସେନା ରେ ଚାକିରି କରିଥିଲେ।ଡ୍ୟୁଟି ର ଶେଷ ହେବା ପରେ ସେ ନିଜ ପତ୍ନୀ ଙ୍କୁ ଫୋନ୍ କରନ୍ତି।
ଅନେକ ସମୟ ଧରି ସ୍ଵାମୀ ସ୍ତ୍ରୀ ଭଲ ରେ କଥା ହୁଅନ୍ତି।ହେଲେ କିଏ ଜାଣି ଥିଲା ସେହି ଫୋନ୍ କଲ୍ ତାଙ୍କ ଜୀବନ ର ଶେଷ କଲ୍ ହୋଇ ଯିବ।ସବୁଦିନ ପରି ତାଙ୍କ ସ୍ତ୍ରୀ କାଲି ମଧ୍ୟ ସ୍ଵାମୀ ର ଫୋନ୍ କଲ୍ କୁ ଅପେକ୍ଷା କରି ରହିଥିଲେ।
Special Report
ହେଲେ ଏଥର ଆଉ ତାଙ୍କ ସ୍ଵାମୀ କଥା ହୋଇ ନ ଥିଲେ।ଖବର ଆସି ପହଞ୍ଚି ଯାଇଥିଲା ତାଙ୍କ ସ୍ଵାମୀ ସହିଦ ହୋଇ ଯାଇଛନ୍ତି।ଯେତେବେଳେ ସହିଦ ଙ୍କ ସ୍ତ୍ରୀ ପାଖରେ ଏହି ଖବର ପହଞ୍ଚି ଥିଲା ସେତେବେଳେ ତାଙ୍କ ଆଖିରୁ ଲୁହ ଝରି ଆସିଥିଲା।
ଶହୀଦ ଙ୍କ ର ଗୋଟିଏ ଛୋଟ ଝିଅ ଟି ମଧ୍ୟ ରହିଛି।ନିଜ ବାପା ର ଏଭଳି ଅବସ୍ଥା ଦେଖି ସେ ମଧ୍ୟ ସହି ପାରି ନାହିଁ।ସମସ୍ତେ ଯେପରି କାନ୍ଦି କାନ୍ଦି ଲୋଟି ଯାଉଛନ୍ତି।କିଛି ଗଣ ମାଧ୍ୟମ ପ୍ରତିନିଧି ସହିଦ ଙ୍କ ପତ୍ନୀ ସହିତ କଥା ହୋଇ ଥିଲେ।
Special Report
ସେ କହିଥିଲେ କି ସବୁଦିନ ତାଙ୍କ ସ୍ବାମୀ ସନ୍ଧ୍ୟା ୭ ଟା ସମୟ ରେ କଲ୍ କରନ୍ତି।ଭଲ ସେ କଥା ହୁଅନ୍ତି।ହେଲେ ଗତ କାଲି ସେ ଆଉ ଫୋନ୍ କଲେ ନାହିଁ।ସେଥିପାଇଁ ତାଙ୍କ ପତ୍ନୀ ତାଙ୍କୁ ଫୋନ୍ କରିବାରୁ ଏଭଳି କଥା ଶୁଣିବାକୁ ପାଇଲେ।
Special Report
ତାଙ୍କ ସ୍ତ୍ରୀ ବାହୁନି ବାହୁନି କାନ୍ଦି ଯେପରି କହୁଛନ୍ତି ତାଙ୍କ ସ୍ଵାମୀ ଙ୍କୁ ତୁମେ କୁଆଡେ ଚାଲି ଗଲ।ସାତ ଜନ୍ମ ପାଇଁ ସାଥୀ ହୋଇ ଚାଲିବା ପାଇଁ କଥା ଦେଇଥିଲ।
ହେଲେ ଆଜି ମୋତେ ଏକୁଟିଆ କରି ତମେ କୁଆଡେ ଚାଲି ଗଲ।ଫେରି ଆସ ତମେ ଆଉ ଥରେ।ଏହି କଥା ଶୁଣିବା ପରେ ସେଠାରେ ଉପସ୍ଥିତ ଥିବା ସମସ୍ତ ଲୋକ କାନ୍ଦିବାରେ ଲାଗି ଥିଲେ।

Advertisement