Updated: Aug 12, 2023, 16:45 IST

ଭଗବାନ ଏମିତି ଦୁଃଖ କେବେ କାହାକୁ ନ ଦିଅନ୍ତୁ ବାହାଘର ମାତ୍ର ୨ ମାସରେ ସ୍ଵାମୀ ହେଲେ ସହିଦ କାନ୍ଦ ବୋବାଳିରେ ଫାଟି ପଡୁଛି ସାରା ଓଡ଼ିଶା - Exclusive

Viral

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଗତ ଏପ୍ରିଲ ମାସ ୨୦ ତାରିଖରେ ମଧ୍ୟ ଜଣେ ଓଡ଼ିଆ ଯବାନ ଦେଶ ପାଇଁ ପ୍ରାଣବଳୀ ଦେଇଥିଲେ। ଜମ୍ମୁକଶ୍ମୀରରେ ହୋଇଥିବା ଆ-ତ-ଙ୍କ-ବା-ଦୀ ଆ-କ୍ର-ମ-ଣ-ରେ ୫ ଜଣ ଯବାନ ସହିଦ ହୋଇଥିଲେ।
Viral
ସେମାନଙ୍କ ମଧ୍ୟରେ ଥିଲେ ଓଡ଼ିଆ ଯବାନ ଦେବାଶିଷ ବିଶ୍ୱାଳ। ତେବେ ବନ୍ଧୁଗଣ ପୁଣି ନ-କ୍ସ-ଲ ଆ-କ୍ର-ମ-ଣରେ ସହିଦ ହେଲେ ଓଡିଆ ଯବାନ। ଝାଡଖଣ୍ଡରେ ଘଟିଥିବା ମାଓ ଆ-କ୍ର-ମ-ଣରେ ସିଆରପିଏଫ୍ ଯବାନ ସୁଶାନ୍ତ ଖୁଣ୍ଟିଆ ଆଖି ବୁଜିଛନ୍ତି। 
ସୁଶାନ୍ତଙ୍କ ଘର କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌରାଞ୍ଚଳର ୪ ନମ୍ବର ୱାର୍ଡରେ। ଝାଡ଼ଖଣ୍ଡର ଚାଇବାସା କୋଲହାନ ଜଙ୍ଗଲରେ ଶୁକ୍ରବାର ଦିନ କମ୍ବିଂ ଅପରେସନ ଚାଲିଥିଲା। ସେତେବେଳେ ଯବାନ ଏବଂ ନ-କ୍ସ-ଲଙ୍କ ମଧ୍ୟରେ ଗୁ-ଳି ବିନିୟମ ହୋଇଥିଲା।
Viral
ନ-ସ୍କ-ଲଙ୍କ ସହ ମୁହାଁମୁହିଁ ବେଳେ ସିଆରପିଏଫ ଯବାନ ଓଡ଼ିଆ ପୁଅ ସୁଶାନ୍ତ ଖୁଣ୍ଟିଆଙ୍କ ଛାତିରେ ଗୁଳି ବାଜିଥିଲା। ନ-କ୍ସ-ଲ-ଙ୍କ ଗୁ-ଳିରେ ସହିଦ ହୋଇଥିଲେ ସୁଶାନ୍ତ ଖୁଣ୍ଟିଆ। ନକ୍ସଲଙ୍କ ଗୁଳିରେ ଉତ୍ତରପ୍ରଦେଶର ମୁନ୍ନା ଯାଦବ ନାମକ ଯବାନ ଗୁରୁତର ଭାବେ ଆହତ ହୋଇଛନ୍ତି। 
ଚିକିତ୍ସା ପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତ ୩ ଦିନ ଧରି ଚାଲିଥିଲା ନ-କ୍ସ-ଲ ଦମନ ଅପରେସନ। ଦୁଇ ଦିନ ତଳେ ନକ୍ସଲଙ୍କ ବଡ଼ କ୍ୟାମ୍ପ ଏବଂ ବଙ୍କରକୁ ଧ୍ୱଂସ କରିଦେଇଥିଲେ ଯବାନମାନେ।
Viral
ସହିଦ ସୁଶାନ୍ତଙ୍କ ପରିବାର ଏବେ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଛି। ବଡ଼ଭାଇ ସିଆରପିଏଫ ଯବାନ ଥିବା ସମୟରେ ସହିଦ ହୋଇଥିଲେ। ଆଉ ଜଣେ ଭାଇ କ୍ୟା-ନ୍ସ-ରରେ ପୀ-ଡ଼ି-ତ ହୋଇ ପ୍ରା-ଣ ହରାଇଥିବାବେଳେ ବାପା କିଛି ବର୍ଷ ପୂର୍ବରୁ ଦେ-ହ-ତ୍ୟା-ଗ କରିଥିଲେ। 
ରୋଗୀଣା ମା’ ଏବେ ଡାକ୍ତରଖାନାରେ ଚିକିତ୍ସାଧୀନ। ବର୍ତ୍ତମାନ ସହିଦ ସୁଶାନ୍ତଙ୍କ ପରିବାର କହିଲେ ଗ-ର୍ଭ-ବ-ତୀ ପତ୍ନୀ ଏବଂ ସାନ ଭଉଣୀ। ସୁଶାନ୍ତଙ୍କ ସହିଦ ହେବା ଖବର ପହଞ୍ଚିବା ପରେ ସହଜରେ ଗ୍ରହଣ କରିପାରୁ ନାହାନ୍ତି ପରିବାର ଓ ବନ୍ଧୁବାନ୍ଧବ।
ସ୍ଵାମୀଙ୍କ ବିୟୋଗରେ ଥରକୁ ଥର ମୁର୍ଚ୍ଛା ଯାଉଛନ୍ତି ସହିଦଙ୍କ ପତ୍ନୀ। ଦୁନିଆକୁ ଆସିବା ଆଗରୁ ବାପାଙ୍କୁ ସବୁଦିନ ପାଇଁ ହରାଇ ଦେଇଛି ଗ-ର୍ଭ-ସ୍ଥ ଶିଶୁ। ତେବେ ବନ୍ଧୁଗଣ ବର୍ତ୍ତମାନ ସହିଦ ସୁଶାନ୍ତଙ୍କ ପାଇଁ କାନ୍ଦ ବୋବାଳିରେ ଫାଟିପଡ଼ୁଛି ଗାଁ ମାଟି।

Advertisement