Updated: Jan 15, 2024, 11:51 IST

ଶହ ଶହ ବର୍ଷ ଧରି ରାମ ମନ୍ଦିର କାମ ଅଟକି ଥିଲା , ହେଲେ ହନୁମାନ ନିଜେ ମାଙ୍କଡ ବେଶ ରେ ଆସି ମୋଦୀ ଙ୍କୁ ଦେଲେ ସ୍ବପ୍ନ ଆଦେଶ

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବିଚାର ଶୁଣିବା ପାଇଁ କୋର୍ଟ କୁ ମାଙ୍କଡ ବେଶ ରେ ଆସିଥିଲେ ପ୍ରଭୁ ହନୁମାନ। ଆଉ ଅଯୋଧ୍ୟାରେ ରାମ ମନ୍ଦୀର ସମ୍ପନ୍ନ ହୋଇ ପାରିଛି କେବଳ ସେହି ମାଙ୍କଡ ପାଇଁ।
Special Report
ହିନ୍ଦୁ ମାନଙ୍କର ବିଜୟ ପାଇଁ ମାଙ୍କଡ଼ ରୂପରେ ସେଠାରେ ହନୁମାନ ମଧ୍ୟ ସାହଯ୍ୟ କରୁଥିଲେ। ରାୟ ଶୁଣାଇବା ସମୟରେ ବସିଥିଲା ଏହି ରହସ୍ୟମୟ ହନୁ ଯାହାକୁ ବିଚାରପତି ମଧ୍ଯ ପ୍ରଣାମ କରି ଥିଲେ। ଅଯୋଧ୍ୟାର ନିର୍ମାଣ ପାଖାପାଖି ଶେଷ ହୋଇ ସାରିଲାଣି।
ଆଉ କିଛି ଦିନ ପରେ ହିଁ ଏହି ଭବ୍ୟ ଓ ଦିବ୍ୟ ମନ୍ଦିର ପ୍ରତିଷ୍ଠା ହେବା ପାଇଁ ଯାଉଛି। ଅନେକ ରାଜନେତା ଓ ସଙ୍ଗଠନ ନିଜକୁ ଖୁବ ବଡ଼ ଦେଖେଇ ହେଉଛନ୍ତି।
କାରଣ ସେମାନେ ଭାବୁଛନ୍ତି କି ମନ୍ଦୀର ନିର୍ମାଣ ପଛରେ ତାଙ୍କର ହିଁ ସବୁଠୁ ବଡ଼ ହାତ ଅଛି ବୋଲି। ହେଲେ ସବୁଠାରୁ ବଡ଼ କଥା ହେଉଛି କି ଏହି ମନ୍ଦୀର ନିର୍ମାଣ ରେ ହିଁ ପ୍ରଭୁ ହନୁମାନ ହିଁ ଅଲଗା ଅଲଗା ରୂପରେ ଆସି ଏହି ବାଧା କୁ ଦୂର କରି ଦେଉଛନ୍ତି।
Special Report
ଏଭଳି ଅନେକ ପ୍ରମାଣ ମଧ୍ଯ ମିଳି ସାରିଛି। ସାମାନ୍ୟ ମଣିଷ ରାମ ମନ୍ଦୀର ନିର୍ମାଣ କରିବାକୁ କିଏ। ତେଣୁ ରାମ ମନ୍ଦିର ନିର୍ମାଣ ପାଇଁ ଶୁଣାଣୀ ଚାଲିଥିବା ସମୟରେ ମାଙ୍କଡ ବେଶରେ ନିଜେ ଆସି କୋର୍ଟ ଉପରେ ବସିଥିଲେ ପ୍ରଭୂ ହନୁମାନ।
ଫଳରେ ଅସମ୍ଭବ କଥା ମଧ୍ଯ ସେଦିନ ସମ୍ଭବ ହୋଇଥିଲା। ସେହି ମାଙ୍କଡ ପାଇଁ ହିଁ ରାମ ମନ୍ଦୀର ସପକ୍ଷରେ ରାୟ ଯାଇଥିଲା। ସେଠାରେ ଅଖିଆ ଅପୀୟା ମାଙ୍କଡ ଟି ବସି ରହିଥିଲା ।
ଏହାପରେ ରାୟ ଶୁଣାଣି ପରେ ମାଙ୍କଡ ଟି ସେଠାରୁ ଚାଲି ଯାଇଥିଲା। ଏହାପରେ ବିଚାରପତି ଙ୍କ ସହ ବଡ଼ବଡ଼ ପଣ୍ଡିତ ମାନେ ମଧ୍ୟ ତାଙ୍କୁ ସେଠାରେ ପ୍ରଣାମ କରିଥିଲେ। ଏହି ଘଟଣା ୧୯୮୬ ମସିହାରେ ହିଁ ଘଟିଥିଲା।
ରାୟ ଘୋଷଣା ସମୟରେ ସେହି କଳା ହନୁ ବସିଥିବା ବେଳେ ରାୟ ଶୁଣାଣୀ ପରେ ଅର୍ଥାତ ଅପରାହ୍ନ ୪ ବେଳକୁ ସେ ପଳାଇ ଯାଇଥିଲେ। ସେଥିପାଇଁ ସମସ୍ତଙ୍କ ବିଶ୍ବାସ କି ସେ ହନୁମାନ ଙ୍କ ବ୍ୟତୀତ ଆଉ କେହି ନୁହେଁ।

Advertisement