Updated: Apr 27, 2024, 02:01 IST

ସ୍ତ୍ରୀ ର ପଇସା ର ପଡ଼ି ରହିଥିବା ସ୍ବାମୀ ଙ୍କ ପାଇଁ ଦୁଃଖ ଖବର ଏଣିକି ସ୍ତ୍ରୀ ର ଧନ ଉପରେ ରହିବନି ସ୍ବାମୀ ର ଅଧିକାର..

Hh

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆସିଲା ବଡ ଖବର।ସ୍ତ୍ରୀ ଧନ ଉପରେ ନାହିଁ ପୁରୁଷ ର ଅଧିକାର।ଆପଣ ମାନେ ଜାଣି ଥିବେ ଦିନ କୁ ଦିନ ମହିଳା ମାନଙ୍କ ପାଇଁ ସୁପ୍ରିମ କୋର୍ଟ ଅନେକ ନିୟମ ପ୍ରଣୟନ କରୁଛନ୍ତି।
ତେବେ ଆଜି ପୁଣି ଥରେ ସୁପ୍ରିମ କୋର୍ଟ ଏକ ବଡ ରାୟ ଦେଇଛନ୍ତି।ଯାହାକୁ ଶୁଣି କିଛି ମହିଳା ମାନେ ବହୁତ ଖୁସି ହୋଇ ଯାଉଛନ୍ତି।ସ୍ତ୍ରୀ ଲୋକ ମାନେ ଏବେ ନିଜ ଇଚ୍ଛା ଅନୁସାରେ ବଞ୍ଚି ପାରିବେ।ନିଜ ସମ୍ପତି କୁ ଉପଭୋଗ କରି ପାରିବେ।
Hh
ତେବେ ସୂଚନା ଅନୁସାରେ ଗତ ବୁଧବାର ଦିନ ସୁପ୍ରିମ କୋର୍ଟ ଏକ ବଡ ରାୟ ଘୋଷଣା କରିଛନ୍ତି।ଏଥିରେ ସୁପ୍ରିମ କୋର୍ଟ କହିଛନ୍ତି କି ଏଥର ସ୍ତ୍ରୀ ର ଧନ ଉପରେ ସ୍ଵାମୀ ର ଅଧିକାର ରହିବ ନାହିଁ।
ସ୍ଵାମୀ ସ୍ତ୍ରୀ ର ସମ୍ପତି ଗୋଟିଏ ନୁହେଁ।ସ୍ତ୍ରୀ ଯାହା ନିଜ ବାପା ଙ୍କ ଘରୁ ଗହଣା ଓ ସମ୍ପତି ଆଣିଥିବ ତାହା ସ୍ଵାମୀ ଙ୍କୁ ଦେବ ନାହିଁ।ନିଜ ଅଳଙ୍କାର,ଧନ ସଂପତ୍ତି ନିଜ ଇଚ୍ଛା ମୁତାବକ ଖର୍ଚ୍ଚ କରି ପାରିବ।ଏଥିରେ ତାକୁ କେହି ଅଟକାଇ ପାରିବେ ନାହିଁ।
Ik
ଯଦି ଆବଶ୍ୟକ ପଡେ ତେବେ ସେ ତା ସ୍ଵାମୀ କୁ ସାହାର୍ଯ୍ୟ କରି ପାରିବ।ହେଲେ ତାର ସ୍ଵାମୀ ଜୋର୍ ଜବରଦସ୍ତି ତାଙ୍କ ଠାରୁ ସମ୍ପତି ନେଇ ପାରିବ ନାହିଁ।ସ୍ତ୍ରୀ ଯଦି ଇଚ୍ଛା କରିବ ଏ ନେଇ ଥାନା ରେ ଅଭିଯୋଗ କରି ପାରିବ।
ଯଦି ତା ସ୍ବାମୀ ତାର ସବୁ ଗହଣା ନେଇ ବିକ୍ରୀ କରି ଦେଇ ଥିବ।ତେବେ ତାକୁ ତାର ସୁଧ ମୂଳ ସହିତ ଫେରସ୍ତ କରିବ।ନ ହେଲେ ତାଙ୍କୁ କିଛି ଦିନ ପାଇଁ ଜେଲ ହୋଇ ଯିବ ବୋଲି ସୁପ୍ରିମ କୋର୍ଟ ତାଙ୍କ ଖଣ୍ଡ ପାଠ ରେ ଦର୍ଶାଇ ଛନ୍ତି।ଯାହାକୁ ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।
ଏହା କରିବା ଦ୍ଵାରା କିଛି ମହିଳା ମାନଙ୍କ ଜୀବନ ବଞ୍ଚି ଯାଇ ପାରେ ବୋଲି କୁହା ଯାଉଚି।ଏଭଳି କାମ କରୁଥିବା ପୁରୁଷ ମାନେ ଦଣ୍ଡ ପାଇବା ଆବଶ୍ୟକ।ତେବେ ସୁପ୍ରିମ କୋର୍ଟ ର ଏହି ନିଷ୍ପତି କୁ ସମସ୍ତେ ମାନିବାକୁ ବାଧ୍ୟ।ଯାହାକୁ ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।

Advertisement