ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ସଚିନ ତେନ୍ଦୁଲକର ଙ୍କୁ କ୍ରିକେଟ ଜଗତର ବାଦଶାହା ବୋଲି କୁହା ଯାଇଥାଏ। ତାଙ୍କର ମଧ୍ୟ ଭାରତୀୟ କ୍ରିକେଟ ପ୍ରତି ଅନେକ ଅବଦାନ ରହିଛି।
ଭାରତୀୟ କ୍ରିକେଟ ରେ ଥିବା ତାଙ୍କର ଅବଦାନ କୁ କେହି ମଧ୍ୟ କାଟି ପାରି ନାହାଁନ୍ତି। ଆଉ ବର୍ତ୍ତମାନ୍ ସମେରେ ସେ ସୋସିଆଲ ମିଡ଼ିଆରେ ଖୁବ ଚର୍ଚ୍ଚାରେ ମଧ୍ୟ ରହୁଛନ୍ତି। ସେ ତାଙ୍କର ବ୍ୟକ୍ତିଗତ ଜୀବନ ପାଇଁ ଖୁବ୍ ଚର୍ଚ୍ଚାରେ ରହୁଛନ୍ତି।

ତେବେ ଆପଣ ମାନେ ଜାଣିଥିବେ କି ସଚିନ ତେନ୍ଦୁଲକର ଙ୍କ ଏକ ଝିଅ ଅଛି ଯାହାଙ୍କ ନାମ ହେଉଛି ସାରା ତେନ୍ଦୁଲକର। ଆଉ ସାରା ତେନ୍ଦୁଲକର ଙ୍କ ସମ୍ପର୍କ ଶୁଭମନ୍ ଗିଲ ଙ୍କ ସହ ଥିବା ନେଇ ଅନେକ ଲୋକ ମଧ୍ୟ ଚର୍ଚ୍ଚା କରୁଛନ୍ତି।
ହେଲେ ବର୍ତ୍ତମାନ ସମୟରେ ଏହି ଖବର ଆସି ପହଞ୍ଚିଛି କି ଶୁଭମନ୍ ଗିଲ ସାରା ତେନ୍ଦୁଲକର ଙ୍କ ହୃଦୟ ଭାଙ୍ଗି ଦେଇଛନ୍ତି। ବର୍ତ୍ତମାନ୍ ସମୟରେ ଏହି ଖବର ମଧ୍ୟ ଖୁବ ଭାଇରାଲ ହେବାରେ ଲାଗିଛି।
ନିକଟରେ ଶୁଭମନ୍ ଗିଲ ଙ୍କୁ ନିହାରିକା ନାମକ ଏକ ଯୁବତୀ ଙ୍କ ସହ ଦେଖିବାକୁ ମିଳିଥିଲା। ଶୁଭମନ୍ ମଧ୍ୟ ସେହି ଯୁବତୀ ଜଣକ ସହ ବେଶ ଖୁସୀ ଥିବାର ନଜର ଆସିଥିଲେ ଆଉ ସେହି ଯୁବତୀ ଜଣକ ମଧ୍ୟ ଶୁଭମନ୍ ଙ୍କୁ ଏକ ଫୁଲ ଦେଉଥିବାର ନଜର ମଧ୍ୟ ଆସିଥିଲେ।

ଆଉ ଦୁହେଁ ପରସ୍ପର କୁ ମଧ୍ୟ ଖୁବ ସୁନ୍ଦର୍ ଭାବରେ ଚାହିଁ ଥିଲେ। ଆଉ ଏହାକୁ ଦେଖି ଲୋକ ମାନେ ଏହା କହୁଛନ୍ତି କି ସାରା ତେନ୍ଦୁଲକର ଙ୍କୁ ଏହା ଦେଖିବା ପରେ ତାଙ୍କର ହୃଦୟ ଭାଙ୍ଗି ଯାଇଛି।

ହେଲେ ଏହା ଜଣା ପଡ଼ିଛି କି ଶୁଭମନ ଗିଲ ଙ୍କ ସହ ଥିବା ସେହି ଯୁବତୀ ଜଣକ ଯାହାଙ୍କ ନାମ ହେଉଛି ନିହାରୀକା ସେ ଏକ broadcast ପାଇଁ ସେଠାକୁ ଯାଇଥିଲେ।
ହେଲେ ଦୁହିଁଙ୍କ ମଧ୍ୟରେ ସେଭଳି କିଛି ସମ୍ପର୍କ ଥିବାର ସୁଚନା ମିଳି ନାହିଁ। ତେବେ ଆପଣ ମାନଙ୍କୁ ଏହା କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ। ଏହି ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।