Dec 8, 2023, 12:12 IST

ସବୁଦିନ ରାତି ରେ ସ୍ଵାମୀ ଶୋଇଗଲା ପରେ ସ୍ତ୍ରୀ ଉଠି ପ୍ରେମିକ ପାଖକୁ ଯାଇ ରଖୁଥିଲା ସମ୍ପର୍କ.. ହେଲେ ଦିନେ...

Special Report

ନମସ୍କାର ପାଠକ ବନ୍ଧୁ।ସ୍ଵାମୀ ଥାଉ ଥାଉ ସ୍ତ୍ରୀ ରଖିଲା ପର ପୁରୁଷ ଙ୍କ ସହିତ ସମ୍ପର୍କ।ସ୍ଵାମୀ ଠାରୁ ଟଙ୍କା ନେଇ ଦେଉ ଥିଲା ପ୍ରେମିକ କୁ।ସ୍ଵାମୀ ସେହି ଟଙ୍କା ମାଗିବାରୁ ଲୋକ ଲଗାଇ ନିଜ ସ୍ଵାମୀ କୁ ହ-ତ୍ୟା କରିଛି ସ୍ତ୍ରୀ।
Special Report
ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲାରେ।ଏଠାରେ ଅନୂସୟା ନାମକ ଜଣେ ମହିଳା ତାଙ୍କ ସ୍ଵାମୀ ଅନନ୍ତ ଙ୍କୁ ମାରି ଦେଇଛନ୍ତି।ତାଙ୍କ ର ଅନ୍ୟ ଜଣେ ପୁରୁଷ ଙ୍କ ସହିତ ପ୍ରେମ ସମ୍ପର୍କ ରହିଥିଲା।ସେଥିପାଇଁ ନିଜ ରାସ୍ତା ର କଣ୍ଟା କୁ ହଟାଇ ଦେବା ପାଇଁ ଚେଷ୍ଟା କଲେ।
ଏଭଳି କିଛି ଅଭିଯୋଗ କରିଛନ୍ତି ଅନୁସୟା ଙ୍କ ଶ୍ୱଶୁର ଧନଶ୍ଵେର ମାହାଲି।ସୂଚନା ଅନୁସାରେ ଗତ କିଛି ବର୍ଷ ତଳେ ଅନୁସୟା ଓ ଅନନ୍ତ ମାହାଲି ଙ୍କ ବିବାହ ହୋଇ ଥିଲା।ବିବାହ ପରେ ଉଭୟ ଙ୍କ ମଧ୍ୟ ରେ ସବୁବେଳେ ବିବାଦ ଲାଗି ରହିଥିଲା।
Special Report
ଅନୁସୟା ସବୁବେଳେ ରାଗି କି ନିଜ ବାପ ଘର କୁ ଚାଲି ଯାଇଥିଲେ।ଘଟଣା ଦିନ ତାଙ୍କ ଘରେ କେହି ନ ଥିଲେ।ଶାଶୁ ଶ୍ୱଶୁର ବାଙ୍ଗାଲୋର ରେ ରହୁଥିବା ଝିଅ ଘର କୁ ବୁଲିବାକୁ ଯାଇଥିଲେ।
ଏହି ସମୟ ରେ ଅନନ୍ତ ଘରେ ଏକୁଟିଆ ରହୁଥିଲେ।ତାଙ୍କ ସ୍ତ୍ରୀ ଅନୁସୟା ତାଙ୍କ ଘର କୁ ଆସି ତାଙ୍କୁ ହ-ତ୍ୟା କରିଥିଲା।ପରେ ତାଙ୍କୁ ରଶି ଲଗାଇ ଝୁଲାଇ ଦେଇଥିଲା।
ପାଖରେ ରହୁଥିବା ପଢ଼ୋଶୀ ମାନେ ଏସବୁ ଘଟଣା ଦେଖିଛନ୍ତି।ଅନୁସୟା ନିଜ ସ୍ଵାମୀ ର ମୃ-ତ୍ୟୁ ପରେ ନିଜ ବାପ ଘର କୁ ଚାଲି ଯାଇଥିଲେ।ଏ ନେଇ ଅନନ୍ତ ଙ୍କ ପରିବାର ଲୋକେ ଥାନା ରେ ଅଭିଯୋଗ କରିଛନ୍ତି।
ତାଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ବୋହୂ ଙ୍କ ର ଅନ୍ୟ ଜଣେ ପୁରୁଷ ଙ୍କ ସହିତ ସମ୍ପର୍କ ରହିଥିଲା।ସେ ଅନନ୍ତ ଙ୍କ ଠାରୁ ଏକ ଲକ୍ଷ ଟଙ୍କା ନେଇ ନିଜ ବାପ ଘରେ ଦେଇ ଥିଲେ।ଅନନ୍ତ ତାଙ୍କୁ ଏ ଟଙ୍କା ମାଗିବାରୁ ସେ ତାଙ୍କୁ ମାରି ଦେଇଛନ୍ତି ବୋଲି ଅଭିଯୋଗ ହୋଇଛି।ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରିଛି।

Advertisement