ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଶୁଭମନ ଗିଲ ଙ୍କୁ ଭଲ ଭାବେ ଜାଣି ଥିବେ।ତାଙ୍କ କ୍ରିକେଟ୍ ଖେଳ ପାଇଁ ସେ ସାରା ଭାରତ ରେ ପରିଚିତ।ଆଜି ତାଙ୍କୁ କିଏ ବା ନ ଜାଣେ।ଦିନ ଥିଲା ଯେତେବେଳେ ତାଙ୍କୁ କେହି ବି ଜାଣି ନ ଥିଲେ।

ଖେଳ ରେ ପ୍ରବେଶ କରିବାର ଦିନ ଠାରୁ ସେ ନିଜ ବ୍ୟକ୍ତିଗତ ଜୀବନ ପାଇଁ ସବୁବେଳେ ଚର୍ଚ୍ଚା ରେ ରହୁଥିଲେ।ଆଜି ଆମେ ସେହି ବିଷୟ ରେ କହିବାକୁ ଯାଉଛୁ।ସେ ସଚିନ ତେନ୍ଦୁଲକର ଙ୍କ ଝିଅ ସାରା ତେନ୍ଦୁଲକର ଙ୍କ ସହିତ ସମ୍ପର୍କ ରଖି ଛନ୍ତି ବୋଲି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି।
ହେଲେ ଏହା କେତେଦୂର ସତ ଜଣା ପଡି ନାହିଁ।ଉଭୟ ନିଜ ସମ୍ପର୍କ କୁ ଗଣ ମାଧ୍ୟମ ଆଗରେ ପ୍ରକାଶ କରି ନାହାନ୍ତି।ସେମାନେ ସବୁବେଳେ ଅନେକ ନିଜ କୁ ଗଣ ମାଧ୍ୟମ ଠାରୁ ଦୂରେଇ ରଖିଛନ୍ତି।ନିକଟ ରେ ଉଭୟ ଙ୍କୁ ନେଇ ଏକ ବଡ଼ ଖବର ସାମନା କୁ ଆସିଚି।

ବାସ୍ତବ ରେ ମୁମ୍ବାଇ ର ବିଳାସ ପୂର୍ଣ୍ଣ ହୋଟେଲ ରେ ଜିଓ ୱାନ ପ୍ଲାଜା ଲଞ୍ଚ କରା ଯାଇଥିଲା।ଏଥିରେ ଅନେକ ବଡ ବଡ ଲୋକ ଯୋଗ ଦେଇଥିଲେ।ଏଠାକୁ ଯାଇଥିଲେ ଶୁଭମନ ଗିଲ ଓ ସାରା ତେନ୍ଦୁଲକର।

ଆସିବା ସମୟ ରେ ଶୁଭମନ୍ ଗଣ ମାଧ୍ୟମ କୁ ଦେଖି ପଛରେ ରହି ଯାଇଥିଲେ।ଆଗରେ ସାରା ତେନ୍ଦୁଲକର ଙ୍କୁ ପଠାଇ ଦେଇଥିଲେ।ଏହାକୁ ଦେଖି ସମସ୍ତେ କୁହା କୁହୀ ହେଉଛନ୍ତି କୁ ଉଭୟ ପରସ୍ପର କୁ ପ୍ରେମ କରୁଛନ୍ତି।

ଉଭୟ ଙ୍କ ପରିବାର ମଧ୍ୟ ଏଥିପାଇଁ ସମ୍ମତି ଜଣାଇ ଛନ୍ତି।ଅନେକ ସ୍ଥାନ କୁ ଉଭୟ ବୁଲିବାକୁ ମଧ୍ୟ ଯାଉଛନ୍ତି।ଯାହାକୁ ନେଇ ସୋସିଆଲ ମିଡିଆରେ ଅନେକ ଖବର ପ୍ରସାରିତ ହେଉଛି।ସଚିନ ତେନ୍ଦୁଲକର ମଧ୍ୟ ଶୁଭମନ ଙ୍କୁ ତାଙ୍କ ଖେଳ ପାଇଁ ଅନେକ ପ୍ରଶଂସା କରନ୍ତି।
ଏବେ ଦେଖିବାକୁ ବାକି ରହିଲା ଶୁଭମନ ଗିଲ ଓ ସଚିନ ତେନ୍ଦୁଲକର କେବେ ନିଜ ସମ୍ପର୍କ ବିଷୟ ରେ ଗଣ ମାଧ୍ୟମ ଆଗରେ ପ୍ରକାଶ କରୁଛନ୍ତି।ଯାହାକୁ କି ତାଙ୍କ ପ୍ରଶଂସକ ମାନେ ଅପେକ୍ଷା କରି ରହିଛନ୍ତି।ଶୁଭମନ ଙ୍କୁ ପଡିଆ ରେ ଉତ୍ସାହିତ କରିବା ପାଇଁ ସାରା ମଧ୍ୟ ଅନେକ ସ୍ଥାନ କୁ ଯାଇ ଥାଆନ୍ତି।