Updated: Dec 14, 2023, 08:28 IST

ସାବାଡ ହେଲେ ରୋଡ ରୋମିଓ ଦେଖନ୍ତୁ କେମିତି ଖାଇଲେ ଛେଚା ଦେଖନ୍ତୁ ଭିଡିଓ ହେଲା VIRAl

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଦିନକୁ ଦିନ ରୋଡ ରୋମିଓଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଯେଉଁଠି ଦେଖିବେ ସେଇଠି ଏହି ରୋମିଓ ମାନଙ୍କର ଭିଡ ଲାଗିଛି। ବର୍ତ୍ତମାନ ସମୟରେ ଗୋଟିଏ ଝିଅକୁ ଘରୁ ଏକୁଟିଆ ବାହାରକୁ ଯିବା ପାଇଁ କେତେ ଡ଼ର ଲାଗେ ଏହାର କାରଣ ଆମ ସମାଜରେ ଥିବା କିଛି ଅସମାଜିକ ବ୍ୟକ୍ତି
Special Report
ଯିଏ କି ରାସ୍ତାରେ ଯିବା ଆସିବା କରୁଥିବା କଲେଜ ଯାଉଥିବା ଯୁବତୀ ହେଉ କିମ୍ବା ସ୍କୁଲ ଯାଉଥିବା ନାବାଳିକା କିମ୍ବା କୌଣସି ମହିଳା ଯାହାକୁ ପାଇଲେ ସେମାନଙ୍କୁ କମେଣ୍ଟ ମାରିବା ସହ ତାଙ୍କୁ ହଇରାଣ ମଧ୍ୟ କରିଥାନ୍ତି ।
ତେବେ କିନ୍ତୁ ଏଭଳି ହରକତ କୁ ରୋକିବା ନିହାତି ଦରକାର ତେବେ ବର୍ତ୍ତମାନ ନିଜେ ଝିଅ କୁ ମଧ୍ୟ ନିଜର ସୁରକ୍ଷା ନିଜେ ହିଁ କରିବାକୁ ପଡିବ। ତେବେ ବର୍ତ୍ତମାନ ଏକ ଏହି ଭଳି ଘଟଣା ସାମ୍ନା କୁ ଆସିଛି। ତେବେମାହାଙ୍ଗା ପଡ଼ିଲା ଛାତ୍ରୀଙ୍କୁ କମେଣ୍ଟ ମାରିବା।
Special Report
ରୋଡ ରୋମିଓ ଙ୍କୁ ଉତ୍ତମ ମଧ୍ୟମ ଦେବା ସହ ପୋଲିସରେ ଜୀମା ଦେଲେ ସ୍ଥାନୀୟ ଲୋକେ। ତେବେ ବନ୍ଧୁଗଣ ଯାଜପୁର ଜିଲ୍ଲା ଧନୁଶଳା ଥାନା କାନପୁର ଛକ ନିକଟରେ ଦେଖିବାକୁ ମିଳିଛି ଏଭଳି ଘଟଣା। 
Special Report
ଧନୁଆଳ ପଞ୍ଚାୟତ କୁଆଁରଙ୍ଗ ଗାଁ ର କିଛି କଲେଜ ଛାତ୍ରୀଙ୍କୁ ଅସମଜିକ ଯୁବକ ବାଟରେ କମେଣ୍ଟ ମାଇବା ସହ ବାଟରେ ଅଟକାଇ ଜୋର୍ ଜବରଦସ୍ତ ଫୋନ୍ ନମ୍ବର ମାଗି ହଇରାଣ କରିଥିଲେ।
Special Report
ତେବେ ଏନେଇ ଛାତ୍ରୀ ମାନେ ନିଜ ଘରେ ଜଣେଇବା ପରେ ଗ୍ରାମବାସୀ ମାନେ ସେହି ଯୁବକଙ୍କ ପିଛା କରି ମାଡ ମାରିବା ସହିତ ପୋଲିସରେ ଅଭିଯୋଗ ମଧ୍ୟ କରିଥିଲେ। ଗତକାଲି ମଙ୍ଗଳପୁର ଗ୍ରାମର ଜଣେ ସ୍କୁଲ ଛାତ୍ରୀଙ୍କୁ ମଧ୍ୟ ଏହି ଗ୍ୟାଙ୍ଗ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। 
ପୋଲିସ ଦୁଇ ଅସାମାଜିକ ଅଭିଯୁକ୍ତଙ୍କୁ ଥାନାକୁ ନେବା ସହିତ ତାଙ୍କ ଠାରୁ ଏକ ବାଇକ୍ ଜବତ କରିଛି। ସେମାନଙ୍କର ଏହି ଅଭ୍ୟାସ ସେମାନଙ୍କୁ ମହଙ୍ଗା ପଡ଼ିଥିଲା ଆଉ ଯେଉଁଥିପାଇଁ ଶେଷରେ ସେମାନେ ଏପରି ପରିଣାମ ଭୋଗିଲେ। ଏହି ଘଟଣା ଉତ୍ପାତ ହେଉଥିବା ରୋଡ ରୋମିଓଙ୍କ ପାଇଁ ଏକ ଶିକ୍ଷା ସଦୃଶ ହେବ ବୋଲି କୁହାଯାଉଛି।

Advertisement