Dec 9, 2023, 10:49 IST

ରୁମ୍ ରେ ପ୍ରେମିକା କୁ ରଖି ପ୍ରଥମେ କଲା ଶାରୀରିକ ସଂପର୍କ , ପରେ ସେଇ ସମ୍ପର୍କ ଭିଡିଓ କୁ ନେଇ ଫେସବୁକ୍ ରେ କଲା ଭାଇରଲ

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ନିଜର ଉଲଗ୍ନ ଭିଡିଓ କୁ ନିଜେ ହିଁ ଭାଇରାଲ୍ କରିଥିଲା ପ୍ରେମିକ। ମୋବାଇଲ ରେ ଭିଡିଓ ଅନ୍ କରି OTDC ଘର ଭିତରେ ପ୍ରେମିକା ସହ ଶାରୀରିକ ସମ୍ପର୍କ ରଖୁଥିଲା।
Special Report
ଆଉ ଯେତେବେଳେ ପ୍ରେମିକା ସହ ଝଗଡା ହୋଇଗଲା ସେତେବେଳେ ରେକର୍ଡିଂ ହୋଇଥିବା ସବୁ ଅଶ୍ରିଳ ଭିଡିଓ କୁ ସୋସିଆଲ ମିଡିଆରେ ଛାଡ଼ିଦେଇଥିଲା ପ୍ରେମିକ। ଏହି ପ୍ରେମିକ ଜଣକ ନାମ ହେଉଛି ଆନନ୍ଦ ଦାସ।
ଆନନ୍ଦ ଓ ତାଙ୍କର ପ୍ରେମିକ ଙ୍କ ବୟସ ପାଖାପାଖି ୨୫ ବର୍ଷ ବୟସ ହେବ। ଆନନ୍ଦ ଓ ଯୁବତୀ ଜଣକ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ଦୁହେଁ ପ୍ରାୟତଃ ସମୟରେ ଶାରୀରିକ ସମ୍ପର୍କ ମଧ୍ୟ ରଖୁଥିଲେ।
ଆଉ ତାହା ପୁଣି ସେ ମୋବାଇଲ କ୍ୟାମେରା ଅନ୍ କରି ହିଁ କରୁଥିଲେ। ଦୁହେଁ ଦୁହିଁଙ୍କୁ ଭଲ ପାଇବା ରେ ଏତେ ଆଗକୁ ଚାଲି ଯାଇଥିଲେ କି ଶେଷରେ ଭଲ କଣ ଓ ଭୁଲ୍ କଣ ସେ ସବୁ କଣ କିଛି ଜାଣି ମଧ୍ୟ ପାରୁ ନଥିଲେ।
Special Report
ତାଙ୍କର ମନକୁ ଯାହା ଆସୁଥିଲା ସେମାନେ ସେ ସବୁ ହିଁ କରୁଥିଲେ। ଶେଷରେ ସେମାନେ ସମୁଦ୍ର କୂଳରେ ଥିବା OTDC ଘରକୁ ଯାଇଥିଲେ। ଆଉ ସେଠାରେ ଦୁହେଁ ମିଶି ଶାରୀରିକ ସମ୍ପର୍କ ମଧ୍ୟ ରଖୁଥିଲେ।
ସେହି ସମୟରେ ସେମାନେ ମୋବାଇଲ କ୍ୟାମେରା ଅନ୍ ମଧ୍ୟ କରି ରଖିଥିଲେ। ଥରେ କି ଦୁଇଥରେ ନୁହେଁ ବରଂ ସମୁଦ୍ର କୂଳରେ ଥିବା OTDC ଘରେ ଶାରୀରିକ ସମ୍ପର୍କ ମଧ୍ଯ ରଖିଥିଲେ। ମୋବାଇଲ କ୍ୟାମେରା ଅନ୍ ମଧ୍ୟ ରଖୁଥିଲେ।
ଯୁବତୀ ଜଣକ ଯେତେ ମନା କରିଲେ ସୁଦ୍ଧା ପ୍ରେମିକ ଆନନ୍ଦ ତାଙ୍କୁ ବାଧ୍ୟ କରୁଥିଲେ। ସବୁ ଭିଡିଓ କୁ ନିଜ ମୋବାଇଲ ରେ ହିଁ ସେଭ୍ କରି ରଖି ଦେଉଥିଲା ଆନନ୍ଦ। ଏହାପରେ ଯେତେବେଳେ ପ୍ରେମିକା ସହ ଆନନ୍ଦ ର ଝଗଡ଼ା ହୋଇଥିଲା ସେତେବେଳେ ହିଁ
ପ୍ରେମିକ ଜଣକ ରାଗରେ ସେ ସବୁ ଭିଡିଓ କୁ ଭାଇରାଲ୍ କରି ଦେଇଥିଲା। ତେବେ ଆପଣ ମାନେ ଏହା ସମ୍ପର୍କରେ କଣ କହିବାକୁ ଚାହୁଁଛନ୍ତି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Advertisement