Dec 20, 2023, 18:05 IST

ରୋହିତ ଶର୍ମାଙ୍କୁ ହଟାଇବା ପାଇଁ ହେଇଥିଲା ଏହି ବଡ ଚକ୍ରାନ୍ତ !! ଦେଖନ୍ତୁ ସାମ୍ନାକୁ ଆସିଲା ବହୁତ୍ ବଡ ଖବର

Special Report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ କ୍ରିକେଟ ଜଗତକୁ ନେଇ ଆସିଥିବା ଖବର ଏବେ ଆପଣମାନେ ପାଇପାରିବେ ।
Special Report
ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଭାରତୀୟ କ୍ରିକେଟ ଦୁନିଆର ହିଟ ମ୍ୟାନ ରୋହିତ ଶର୍ମାଙ୍କୁ ନେଇ ଆସିଥିବା ଖବର ଜାଣିପାରିବେ । ଆପଣମାନେ ସମସ୍ତେ ଆଇପିଏଲ ଖେଳକୁ ନେଇ ଆସୁଥିବା ଖବର ଜାଣି ପାରୁଛନ୍ତି ।
ଆଇପିଏଲ ଖେଳ ଦେଖିବାକୁ ଲୋକମାନେ ପସନ୍ଦ କରନ୍ତି । ଆଇପିଏଲ ଖେଳରେ ଅନେକ ପ୍ରକାରର ଦଳ ଥାଏ । ଆଉ ଆପଣମାନେ ମୁମ୍ବାଇ ଇଣ୍ଡିଆନ୍ସ ଦଳ ବିଷୟରେ ମଧ୍ୟ ଆସୁଥିବା ଖବର ଜାଣି ପାରୁଥିବେ ।
Special Report
ଏହି ଦଳର ଅଧିନାୟକ ହେଉଛନ୍ତି ରୋହିତ ଶର୍ମା । ମୁମ୍ବାଇ ଇଣ୍ଡିଆନ୍ସ ଦଳର ଅଧିନାୟକ ରୋହିତ ଶର୍ମା ଦଳର ଅଧିନାୟକ ହେବା ପରେ ଏହି ଦଳ ଅନେକ ଥର ବିଜୟ ଲାଭ କରିଛି । ଏବେ ଏହି ଦଳର ଅଧିନାୟକ ରୋହିତ ଶର୍ମା ନୁହଁନ୍ତି ।
ହାର୍ଦିକ ପାଣ୍ଡିଆ ଗୁଜୁରାଟ ଦଳ ତରଫରୁ ଖେଳୁଥିଲେ । ଆଉ ଏବେ ଖବର ଆସିଛି କି ହାର୍ଦିକ ପାଣ୍ଡିଆ ମୁମ୍ବାଇ ଇଣ୍ଡିଆନ୍ସ ଦଳ ତରଫରୁ ଖେଳିବେ । ଏବେ ସାମ୍ନାକୁ କିଛି ଚକ୍ରାନ୍ତ ଆସିଛି । ଆଇପିଏଲରେ ରୋହିତ ଶର୍ମାଙ୍କ ସଫଳ ଯାତ୍ରା ଶେଷ ହୋଇଛି ।
Special Report
ମୁମ୍ବାଇ ଇଣ୍ଡିଆନ୍ସ ଦଳର ଅଧିନାୟକ ଭାବରେ ହାର୍ଦିକ ପାଣ୍ଡିଆଙ୍କୁ ନିଯୁକ୍ତି କରାଯାଇଛି । ୨୦୨୪ ମସିହାରେ ମୁମ୍ବାଇ ଇଣ୍ଡିଆନ୍ସ ଦଳର ଅଧିନାୟକ ପରିବର୍ତ୍ତନ ହେବେ ବୋଲି ଖବର ଆସିଛି । 
ଏହି ଖବର ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମା ହେବେ ବୋଲି ବିଶ୍ୱକପ୍ ଖେଳ ସମୟରୁ ନିର୍ଦ୍ଧାରଣ କରାଯାଇଛି । ରୋହିତ ଶର୍ମା ଆଉ ଦଳର ଅଧିନାୟକ ହେବେ ନାହିଁ । ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ହାର୍ଦିକ ପାଣ୍ଡିଆଙ୍କ ପାଖକୁ ଆସିଥିଲେ ।
ଆଉ ହାର୍ଦିକ ପାଣ୍ଡିଆ ସର୍ତ୍ତ ରଖିଥିଲେ କି ଯଦି ତାଙ୍କୁ ଦଳର ଅଧିନାୟକ କରାଯାଏ ତାହେଲେ ସେ ଖେଳିବେ । ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ପାଞ୍ଚ ଥର ଆଇପିଏଲ ଟ୍ରଫି ଜିତିଥିଲା ମୁମ୍ବାଇ ଇଣ୍ଡିଆନ୍ସ ।

Advertisement