Nov 25, 2023, 11:06 IST

ପରାଜୟ ପରେ ଭାଙ୍ଗି ପଡିଛନ୍ତି ରୋହିତ ଶର୍ମା ଦେଖନ୍ତୁ କେମିତି ସାନ୍ତ୍ଵନା ଦେଉଛନ୍ତି କୁନି ଝିଅ ଭିଡିଓ ହେଉଛି ଭାଇରାଲ

Special Report

ନମସ୍କାର ପାଠକ ବନ୍ଧୁ।ବିଶ୍ୱକପ୍ ଫାଇନାଲ କୁ ନେଇ ଏବେ ସାରା ଦେଶ କାନ୍ଦୁଛି।ଭାରତ ବିଶ୍ୱକପ୍ ର ପ୍ରତିଟି ମ୍ୟାଚ୍ ରେ ବିଜୟ ହାସଲ କରିଥିବା ସତ୍ତ୍ବେ ଫାଇନାଲ ମ୍ୟାଚ ରେ ଅଷ୍ଟ୍ରେଲିଆ ଠାରୁ ୬ ଉଇକେଟ ରେ ପରାସ୍ତ ହୋଇ ଥିଲା।ଯାହା ପରେ ରୋହିତ ଶର୍ମା ଏହାକୁ ଦେଖି ପଡିଆ ରେ କାନ୍ଦି ପକାଇ ଥିଲେ।
Special Report
ଭାରତ ଅଷ୍ଟ୍ରେଲିଆ ଦଳ ଠାରୁ ହାରିବା ପରେ ଭାରତୀୟ ଦଳ ର ସମସ୍ତ ଖେଳାଳି ମାନେ ଦୁଃଖ ରେ ଭାଙ୍ଗି ପଡ଼ି ଥିଲେ।ସେମାନେ ବହୁତ ପରିଶ୍ରମ କରିଥିଲେ ଦଳ କୁ ଜିତାଇବା ପାଇଁ ।ହେଲେ ତାହା ସମ୍ଭବ ହେଲା ନାହିଁ।
ସୂଚନା ଅନୁସାରେ ଗତ ରବିବାର ଦିନ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱକପ୍ ଫାଇନାଲ ମ୍ୟାଚ ଖେଳା ଯାଇଥିଲା।ଏହି ମ୍ୟାଚ୍ ରେ ଭାରତୀୟ ଦଳ ପରାସ୍ତ ହୋଇ ଥିଲା।ଏହା ପରେ ଭାରତୀୟ ଦଳ ର ଅଧିନାୟକ ରୋହିତ ଶର୍ମା ପଡିଆ ମଧ୍ୟ ରେ କାନ୍ଦି ପକାଇ ଥିଲେ।
Special Report
ବିରାଟ କୋହଲି ମଧ୍ୟ ଏହି ମ୍ୟାଚ୍ ରେ ଭଲ ପ୍ରଦର୍ଶନ କରି ପାରି ନ ଥିଲେ।ରୋହିତ ଶର୍ମା ଏହାକୁ ନେଇ ଅନେକ ଦିନ ହେଲାଣି ଚିନ୍ତା ରେ ଅଛନ୍ତି।ନିଜ କଷ୍ଟ କୁ ସେ କାହାରି କୁ ଦେଖାଇ ପାରି ନାହାନ୍ତି।
ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ୍ ହେଉଛି।ଯେଉଁ ଥିରେ ତାଙ୍କ ଝିଅ ସମାଇରା ଙ୍କୁ ବାପା ଙ୍କ ବିଷୟ ରେ ପଚରା ଯାଇଥିଲା।ସେ କହିଥିଲେ କି ତାଙ୍କ ବାପା ରୁମ୍ ରେ ଅଛନ୍ତି।
Special Report
ଏବଂ ସେ ବହୁତ ଜଲଦି ଭଲ ହୋଇ ଯିବେ।ଏଥିରୁ ରୋହିତ ଶର୍ମା ଙ୍କ ପ୍ରଶଂସକ ମାନେ କହୁଛନ୍ତି କି ବିଶ୍ୱକପ୍ କୁ ନେଇ ରୋହିତ ଶର୍ମା ବୋଧ ହୁଏ ଏବେ ଚିନ୍ତା ରେ ଅଛନ୍ତି।
ହେଲେ ଆମେ ଆପଣ ମାନଙ୍କୁ କହି ଦେବାକୁ ଚାହୁଁଚୁ ଯେ ସମାଇରା ଙ୍କ ଏହି ଭିଡିଓ ଟି କୋଭିଡ ସମୟ ର।ଯେତେବେଳେ ରୋହିତ ଶର୍ମା କରୋନା ରୋଗ ରେ ଆକ୍ରାନ୍ତ ଥିଲେ।
ସେତେବେଳେ ତାଙ୍କ ଝିଅ ସମାଇରା କହିଥିଲେ କି ବାପା ରୁମ୍ ରେ ଅଛନ୍ତି।ଓ ବହୁତ ଜଲଦି ସେ ସୁସ୍ଥ ହୋଇ ଯିବେ।ଏହି ଭିଡିଓ ଟି ଏବେ ଖୁବ୍ ଭାଇରାଲ ହେବାକୁ ଲାଗିଛି।

Advertisement