ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏହି ସବୁ ମଧ୍ୟରେ ଗତକାଲି ମ୍ୟାଚ୍ ରେ ଯିଏ ହିରୋ ଥିଲେ ତାଙ୍କ ସମ୍ପର୍କରେ ଏବେ ଖୁବ କମ୍ ଚର୍ଚ୍ଚା ହେଉ ଥିବାର କୁହା ଯାଉଛି।
ଇଂଲଣ୍ଡ ର ପୂର୍ବତନ କ୍ୟାପଟେନ ନାସିର ହୁସେନ କହିଥିଲେ କି ଭାରତର ଯିଏ ସବୁଠାରୁ ବଡ ହିରୋ ଥିଲେ ସେ ହେଉଛନ୍ତି ରୋହିତ ଶର୍ମା। ସେ ହିଁ ଥିଲେ ଏହିମ୍ୟାଚ୍ ର ଲିଜେଣ୍ଡ ବୋଲି କୁହା ଯାଇଛି। ଆଉ ତାଙ୍କୁ ପ୍ରକୃତରେ ମଧ୍ୟ ଏକ ଲିଡର ବୋଲି କୁହା ଯାଇଛି।
ଗୋଟେ ଟିମ୍ ସେତିକି ଷ୍ଟ୍ରଙ୍ଗ ଥାଏ ଯେତିକି କି ତାଙ୍କର କ୍ୟାପଟେନ ମାନେ ସୁଦୃଢ ଥାଆନ୍ତି। ଅଷ୍ଟ୍ରେଲିଆ ପୂର୍ବରୁ ଯେଉଁ ତିନୋଟି ବିଶ୍ୱକପ୍ ଜିତିଥିଲା ୫୦ ପ୍ରତିଶତରୁ ଅଧିକ ଗୁରୁତ୍ବ ସେତେବେଳେ ତାଙ୍କର ଲିଡର ଙ୍କ ଉପରେ ହିଁ ଦିଆ ଯାଇଥିଲା।
ତାଙ୍କର କ୍ୟାପଟେନ ମଧ୍ୟ ଖୁବ ଭଲ ପ୍ରଦର୍ଶନ କରୁଥିଲେ। ଆଉ ତାଙ୍କର ଟିମ କୁ ଏକତ୍ରିତ କରି ମଧ୍ୟ ସେ ଆଗକୁ ବଢାଇ ନେଇ ଚାଲି ଯାଉଥିଲେ। ବ୍ରେଟ୍ ଲୀଙ୍କୁ ମଧ୍ୟ ରିକି ପଣ୍ଟିଂ ବୁଝାଇ ଥିଲେ।
ଯାହା ଦ୍ବାରା କି ସେ ତାଙ୍କର ପୂର୍ବ ଫର୍ମ କୁ ପ୍ରତ୍ୟାବର୍ତ୍ତନ କରିବାରେ ସଫଳ ମଧ୍ୟ ହୋଇଥିଲେ। ଆଉ ଯଦି ଆମେ ରୋହିତ ଶର୍ମା କୁ ଦେଖିବା ତେବେ ସେ ଶ୍ରେୟାସ ଆୟର , କେଏଲ୍ ରାହୁଲ୍ ଙ୍କୁ ତାଙ୍କର ପୂର୍ବତନ ଫର୍ମ କୁ ଆଣିଛନ୍ତି।
ଆଉ ବିରାଟ କୋହଲି ଙ୍କ ସହ ମଧ୍ୟ ସେ ଏକ ଟିମ୍ ମେଟ୍ ଭାବରେ ଖେଳିଛନ୍ତି। ଆଉ ରୋହିତ ଶର୍ମା ମଧ୍ୟ ଓପନର ଭାବରେ ପ୍ରଥମେ ମଇଦାନ ଉପରକୁ ଓହ୍ଲାଇ ଥାଆନ୍ତି। ପ୍ରଥମ ଦଶ ଓଭର ରେ ସେ ବୋଲର ଙ୍କୁ ଧରାଶାୟୀ କରି ଦିଅନ୍ତି।
ଯଦି ସେ ଚାହିଁ ଥାଆନ୍ତେ ତେବେ ସେ ଓପନର ଭାବରେ ଅନ୍ୟ କାହାକୁ ଦେଇ ପାରାନ୍ତେ। ହେଲେ ସେ ଲିଡର ଭାବରେ ଆଗକୁ ଆସି ମୁକାବିଲା କରାନ୍ତି । କ୍ୟାପଟେନ ର ଅନେକ ଦାୟିତ୍ଵ ଥିଲେ ମଧ୍ୟ ସେ ସବୁ କୁ ମାନି ସେ ଖୁବ ଭଲ ପ୍ରଦର୍ଶନ କରନ୍ତି।
ଏଥିରୁ ଏହା ସ୍ପଷ୍ଟ କି ରୋହିତ ଶର୍ମା ହିଁ ହେଉଛନ୍ତି ଅସଲ ହିରୋ ଆଉ ସେ ଖୁବ୍ ଭଲ ପ୍ରଦର୍ଶନ ମଧ୍ୟ କରୁଛନ୍ତି। ତେବେ ଆପଣ ଏହାକୁ ନେଇ କଣ କହିବାକୁ ଚାହୁଁଛନ୍ତି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।