ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ବାବା ଆର୍ତ୍ତତ୍ରାଣ ଙ୍କୁ ଭଲ ଭାବେ ଜାଣି ଥିବେ।ତାଙ୍କୁ ନେଇ ବର୍ତ୍ତମାନ ସମୟ ରେ ଅନେକ ଚର୍ଚ୍ଚା କରା ଯାଉଚି।ଆଜି ଆମେ ସେହି ବାବା ଆର୍ତ୍ତତ୍ରାଣ ଙ୍କ ବିଷୟ ରେ କହିବାକୁ ଯାଉଛୁ।

ସେ ହାତ ମାରି ଦେଇ ବହୁତ ବଡ ବଡ ରୋଗ କୁ ଭଲ କରି ଦିଅନ୍ତି।ତାଙ୍କର ୟୁ ଟ୍ୟୁବ୍ ରେ ଭିଡିଓ ଶୁଣିଲେ ମଧ୍ୟ ଆପଣ ମାନଙ୍କ ରୋଗ ଭଲ ହୋଇ ଯିବ।ନିଜକୁ ସବୁବେଳେ ବାବା ବୋଲି ସେ କହି ଥାଆନ୍ତି।ତାଙ୍କ ପାଖରେ ଗୋଟିଏ ଦୈବୀ ଶକ୍ତି ରହିଛି ବୋଲି ସେ କହି ଥାଆନ୍ତି।
ତେବେ ଆଜି ସେହି ବାବା ଙ୍କ ବିଷୟ ରେ ଆମେ ଆପଣ ମାନଙ୍କୁ କହିବୁ।ସେ ସବୁବେଳେ କହି ଥାଆନ୍ତି ମୋ ପାଖରେ ଏଇ ଦୈବୀ ଶକ୍ତି ରହିଛି।ଏହି ଶକ୍ତି ବଳ ରେ ମୁଁ ଲୋକ ଙ୍କ ର ସବୁ ରୋଗ ଭଲ କରି ଦେଉଚି।ଯିଏ ଯାହା ବି କିଛି ଅସୁବିଧା ରେ ପଡ଼ୁଚି ତାହାର ସମାଧାନ ମୁଁ କରି ଦେବି।

ଏହା ପୂର୍ବ ରୁ ମଧ୍ୟ ଅନେକ ରୋଗ ସେ ଭଲ କରି ଦେଇ ଥାଆନ୍ତି।ତେବେ ପ୍ରତିଦିନ ତାଙ୍କ ପାଖରେ ଅନେକ ଲୋକ ରୁଣ୍ଡ ହୋଇ ଥାନ୍ତି।ବିଭିନ୍ନ ପ୍ରକାର ରୋଗ କୁ ସେ କେବଳ ହାତ ମାରି ଭଲ କରି ଦେଇ ଥାଆନ୍ତି।
ତେବେ ନିକଟରେ ତାଙ୍କର ଗୋଟିଏ ସାକ୍ଷାତକାର ନିଆ ଯାଇ ଥିଲା।ଏଥିରେ ସେ ନିଜ ପାଖରେ ଥିବା ଶକ୍ତି ବିଷୟ ରେ କହି ଥିଲେ। କରୋନା ରୋଗ ସମୟ ରେ ତାଙ୍କୁ ନେଇ ଅନେକ ଚର୍ଚ୍ଚା ହୋଇ ଥିଲା।

ତାଙ୍କ ପାଖକୁ ଯେଉଁ ଭକ୍ତ ମାନେ ଯାଇ ଥିଲେ ସମସ୍ତେ ଭଲ ହୋଇ ଫେରିଛନ୍ତି ବୋଲି ସେ କହି ଥିଲେ।ଓଡ଼ିଆ ଅଭିନେତା ସାତ୍ୟକି ମିଶ୍ର ମଧ୍ୟ ତାଙ୍କ ନିକଟ କୁ ଯାଇଥିଲେ।ସେ କର୍କଟ ରୋଗ ରେ ଏମ୍ସ ରେ ଚିକିତ୍ସିତ ହେଉ ଥିଲେ।ଏହି ସମୟ ରେ ମୁଁ ତାଙ୍କ ସହିତ ଥିଲି।

ମୁଁ ସବୁ ରୋଗ କୁ ଭଲ କରି ଦେବି ବୋଲି ସେ କହିଛନ୍ତି।ଆପଣ ମାନେ ଥରେ ଆସନ୍ତୁ ଜାଣି ପାରିବେ ମୁଁ ସତ କହୁଚି କି ମିଛ କହୁଚି।ବାବା ଆର୍ତ୍ତତ୍ରାଣ କେବଳ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଉପରେ ବିଶ୍ଵାସ କରନ୍ତି।
ତାଙ୍କରି କୃପା ରୁ ଆଜି ଯାଏଁ ସମସ୍ତ ରୋଗ କୁ ଭଲ କରିଛନ୍ତି ବୋଲି ସେ କହିଥିଲେ।ତେବେ ବର୍ତ୍ତମାନ ସମୟ ରେ ବାବା ଆର୍ତ୍ତତ୍ରାଣ ଙ୍କୁ ନେଇ ସବୁଆଡେ ଚର୍ଚ୍ଚା ଜୋର ଧରିଛି।