ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଋଷବ ପନ୍ତ ହେଉଛନ୍ତି ଭାରତୀୟ କ୍ରିକେଟ୍ ଦଳର ଖୁବ ଭଲ ଖେଳାଳି ଯିଏକି ସାରା ବିଶ୍ୱରେ ନିଜ ଖେଳ ସହିତ ଆମ ଦେଶକୁ ଗୌରବ ଆଣିଛନ୍ତି।

ଯଦି ବ୍ୟକ୍ତିଗତ ଜୀବନ ବିଷୟରେ କହିବା, ତେବେ କୁହାଯାଏ ଯେ ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଉର୍ବଶୀ ରାଉତେଲା ତାଙ୍କୁ ପସନ୍ଦ କରନ୍ତି ଯଥା ପନ୍ତ ମଧ୍ୟ ତାଙ୍କୁ ବହୁତ ପସନ୍ଦ କରନ୍ତି।
ଉର୍ବଶୀ ରାଉତେଲା ଜଣେ ବଲିଉଡର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ଯାହାଙ୍କୁ ଆଜି ପ୍ରତ୍ୟେକ ପିଲା ଜାଣନ୍ତି ଏବଂ ତାଙ୍କୁ କାହାର ପରିଚୟ ର ଆବଶ୍ୟକତା ନାହିଁ।ଉର୍ବଶୀ ରାଉତେଲାଙ୍କ ବିଷୟରେ ଏକ ବଡ ଖବର ଆସିଛି।

ବର୍ତ୍ତମାନ ସେ ଅନ୍ୟ କାହାକୁ ପସନ୍ଦ କରିବା ଆରମ୍ଭ କରି ଦେଇଛନ୍ତି।ତେବେ ଉର୍ବେଶୀ ରାଉତେଲା ପନ୍ତଙ୍କୁ ଛାଡି ବର୍ତ୍ତମାନ ଏକ ଛୋଟ ପିଲା କୁ ଭଲ ପାଉଛନ୍ତି। ତେବେ ତାଙ୍କର ନାମ ହେଉଛି ଏଲଭିଶ ଯାଦବ।
ଯିଏକି ନିକଟରେ ବିଗ୍ ବସ୍ ଜିତିଛନ୍ତି।ଏଲଭିଶ ଯାଦବଙ୍କ ସହ ଉର୍ବଶୀ ରାଉତେଲାଙ୍କ ମଧ୍ୟରେ ଘନିଷ୍ଠତା ବୃଦ୍ଧି ପାଇବାରେ ଲାଗିଛି। ନିଜର ବ୍ୟକ୍ତିଗତ ଜୀବନ ହେତୁ ଉର୍ବେଶୀ ରାଉତେଲା ବର୍ତ୍ତମାନ ଗଣମାଧ୍ୟମରେ ଚର୍ଚ୍ଚା ରେ ଅଛନ୍ତି।

ଉର୍ବଶୀ ରାଉତେଲାଙ୍କର ଏଲଭିଶ ଯାଦବଙ୍କ ସହିତ ଏକ ଗୀତ ଆସି ଅଛି ଯେଉଁଥିରେ ଉଭୟ ପରସ୍ପରର ଅତି ନିକଟତର ଦେଖାଯାଉଛନ୍ତି। ଆଉ ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି।
କାରଣ ହଜାର ହଜାର ଲୋକଙ୍କ ସାମ୍ନା ରେ ଉର୍ବଶୀ , ଏଲଭିଶ ଯାଦବ ଙ୍କୁ ଆଲିଙ୍ଗନ କରିଛନ୍ତି। ଆଉ ଏହି ଦୃଶ୍ୟ ମୁମ୍ବାଇ ର ଏକ ଇଭେଣ୍ଟ ରେ ଦେଖିବାକୁ ମିଳିଥିଲା।

ଯାହା ପରେ ବର୍ତ୍ତମାନ ଲୋକମାନେ କହୁଛନ୍ତି ଯେ ଉର୍ବଶୀ ରାଉତେଲା ବର୍ତ୍ତମାନ ଏଲଭିଶଙ୍କ ପ୍ରେମରେ ସଂପୂର୍ଣ୍ଣ ଭାବରେ ପାଗଳ ହୋଇଯାଇଛନ୍ତି ଏବଂ ଉଭୟଙ୍କର ପ୍ରେମ ସମ୍ପର୍କ ଅଛି । ତେବେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।