Feb 14, 2024, 15:45 IST

ରାତି ୩ ଟା ରେ କ୍ଲବ ରେ ପଶି ହଂଗାମା କଲେ ଶାହରୁକ୍, ଗେଟ୍ ରେ ଅଟକାଇବାକୁ ତୁମର ସାହସ କେମିତି ହେଲା...

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଶାହାରୁଖ ଖାନ ଏବଂ ତାଙ୍କ ପତ୍ନୀ ଗୌରୀ ଖାନଙ୍କୁ ବେଶ ଭଲ ଭାବରେ ଜାଣିଥିବେ। ଦୁହିଁଙ୍କ ଯୋଡିକୁ ମଧ୍ୟ ଦର୍ଶକ ମାନେ ଖୁବ ପସନ୍ଦ କରନ୍ତି।ଉଭୟ ଉଭୟଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ଖୁବ ସମର୍ଥନ ମଧ୍ୟ କରନ୍ତି।
ଶାହାରୁଖ ଖାନଙ୍କୁ ପ୍ରତ୍ୟେକ ପଦକ୍ଷେପରେ ତାଙ୍କ ପତ୍ନୀ ସମର୍ଥନ କରୁଥିବା ଦେଖିବାକୁ ମିଳିଛି। ହେଲେ ଶାହାରୁଖ ଖାନ ଯେଉଁ ଗୌରୀ ଖାନ ଙ୍କୁ ବିବାହ କରିଛନ୍ତି ତାହା ଅତି ସହଜ ନଥିଲା।
Special report
ଏଥିପାଇଁ ଶାହାରୁଖ ଖାନ ଙ୍କୁ ଖୁବ୍ ଅସୁବିଧା ସମ୍ମୁଖୀନ କରିବାକୁ ପଡ଼ିଥିଲା। ଯାହାକୁ ନେଇ ବର୍ତ୍ତମାନ୍ ସମୟରେ ଖୁବ ଚର୍ଚ୍ଚା ହେବାରେ ଲାଗିଛି।ଶାହାରୁଖ ଖାନ ଓ ଗୌରୀ ଖାନ ଙ୍କ ବିବାହ ଖୁବ୍ ସଂଘର୍ଷପୂର୍ଣ୍ଣ ଥିଲା।
ଦୁହେଁ ଦୁହିଁଙ୍କୁ ଖୁବ ଭଲ ପାଉଥିଲେ। ହେଲେ ତାଙ୍କୁ ବିବାହ ପାଇଁ ଖୁବ ଚେଷ୍ଟା କରିବାକୁ ପଡ଼ିଥିଲା। କାରଣ ଶାହାରୁଖ ଖାନ ଓ ତାଙ୍କର ପତ୍ନୀ ଙ୍କ ବିବାହ ବିରୁଦ୍ଧରେ ଗୌରୀ ଙ୍କ ପରିବାର ଲୋକେ ଥିଲେ।
ଗୌରୀ ଙ୍କ ଭାଇ ବିକ୍ରାନ୍ତ ଏହି ବିବାହ ବିରୁଦ୍ଧରେ ଥିଲେ ଆଉ ଦୁହିଁଙ୍କ ସମ୍ପର୍କ ନେଇ ସେ ଖୁବ କ୍ରୋଧିତ ମଧ୍ୟ ଥିଲେ। ବିକ୍ରାନ୍ତ ନିକଟରେ କହିଥିଲେ କି ସେ ଶାହାରୁଖ ଖାନ ଙ୍କ ଉପରେ ଖୁବ ରାଗି ଥିଲେ।
କାରଣ ଶାହାରୁଖ ଖାନ ବିକ୍ରାନ୍ତ ଙ୍କୁ ଗୌରୀ ଙ୍କ ସହ ବିବାହ କରିବା ପାଇଁ ଅନୁମୋଦନ କରି ନଥିଲେ। ସେହି କାରଣ ବଶତଃ ତାଙ୍କ ଉପରେ ସେ ଖୁବ କ୍ରୋଧିତ ହୋଇ ଥିଲେ। ଏଭଳି କି ସେ ଶାହାରୁଖ ଖାନ କୁ ଜୀବନରୁ ଶେଷ କରିବାର ନିଷ୍ପତ୍ତି ନେଇଥିଲେ।
Special report
ମାତ୍ର ଶାହାରୁଖ ଖାନ ଜାଣିଥିଲେ କି ବିକ୍ରାନ୍ତ ଙ୍କ ମନରେ ଶାହାରୁଖ ଖାନ ଙ୍କ ପ୍ରତି କିଛି ଭୁଲ୍ ବୁଝାବଣା ଅଛି ବୋଲି। ସେଥିପାଇଁ ସେ ହସି ହସି ବିକ୍ରାନ୍ତ ଙ୍କ ସବୁ କଥା ସହି ଯାଉଥିଲେ।
ଆଉ ଏହାପରେ ସେ ଜାଣିଥିଲେ କି ଶାହାରୁଖ ଖାନ ହିଁ ତାଙ୍କର ଭଉଣୀଙ୍କ ପାଇଁ ଯୋଗ୍ୟ ଜୀବନସାଥୀ ଅଟନ୍ତି। ଏହାପରେ ସେ ବିବାହ ପାଇଁ ରାଜି ହୋଇ ଯାଇଥିଲେ। ଆଉ ପୂରା ପରିବାର ର ସହମତି ରେ ଦୁହିଁଙ୍କ ବିବାହ ସମ୍ପନ୍ନ ହୋଇ ଯାଇଥିଲା।

Advertisement