Dec 3, 2023, 07:13 IST

ରାତିଦେଲେ ମା କୁ ନିଦ ରୁ ଉଠାଉଛି, ପାଞ୍ଚ ବର୍ଷ ପୁଅ ର ଆତ୍ମା..

Special Report

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ଯେ ଛୋଟ ଛୋଟ ପିଲା ମାନଙ୍କ ଯତ୍ନ ଠିକ୍ ଭାବେ ନେବା ଉଚିତ।ଛୋଟ ପିଲା ଟି ପାଠ ପଢୁଥିବା ସମୟ ରେ ତା ସହିତ ଘଟିଛି କିଛି ଏପରି ଘଟଣା ଯାହାକୁ କୁ ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ।
Special Report
ପିଲା ଟି ଘରେ ବିଦ୍ୟୁତ ଆଘାତ ରେ ମୃତ୍ୟୁ ବରଣ କରିଛି।ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ ବ୍ଲକ ସାନପୁଟୁଳା ଗାଁ ରେ।ଛୋଟ ପିଲା ଟି ର ମୃତ୍ୟୁ ରେ ସାରା ଗାଁ ଏବେ କାନ୍ଦୁଚି।
ସୂଚନା ଅନୁସାରେ ଛୋଟ ପିଲା ଟି ର ନାମ ହେଉଚି ସ୍ଵୟଂ ପ୍ରକାଶ।ସେ ଗୋଟିଏ ଭଲ ଛାତ୍ର ଥିଲେ।ପାଠ ରେ ଯେପରି ଆଗୁଆ ଥିଲେ।ଖେଳ ରେ ମଧ୍ୟ ସେପରି ଆଗୁଆ ଥିଲେ।ତାଙ୍କ ନାମ ଗିନିଜ ବୁକ୍ ରେ ମଧ୍ୟ ଲେଖା ଯାଇଛି।
ଏତେ ଛୋଟ ପିଲା ହୋଇ ମଧ୍ୟ ନିଜ ବାପା ମା ଙ୍କୁ ସେ ସବୁବେଳେ ଗର୍ବିତ କରିଛି।ଆଶା ଥିଲା ବଡ ହୋଇ ବଡ ଚାକିରି କରିବ।ନିଜ ବାପା ମା ଙ୍କ ମୁଣ୍ଡ କୁ ସବୁବେଳେ ଉପରେ ରଖିବ।
Special Report
ହେଲେ ତାର ସବୁ ସ୍ବପ୍ନ ଭାଙ୍ଗି ଯାଇଛି।ପିଲା ଟି ବାହାର କୁ ଖେଳିବାକୁ ଯାଇଥିଲା।ଘର କୁ ଆସି ତାର ଖେଳନା ରେ ସେ ଖେଳିବାକୁ ଲାଗିଲା।ଏହି ସମୟ ରେ ତାର ମା ତାକୁ କହିଥିଲେ କି ତୁ ସାବଧାନତା ର ସହିତ ଖେଳେ।ହେଲେ ସେ ଶୁଣି ନ ଥିଲା।
ହଟାତ ଏକ ବିଜୁଳି ତାର ରେ ହାତ ମାରି ଦେଇଥିଲା।ଏହା ପରେ ତାକୁ ଜୋର୍ ରେ ଆଘାତ ଲାଗିଥିଲା।ସେ ଇଚ୍ଛା କରୁଥିଲ କାହାକୁ ଗୋଟିଏ ବଡ ପାଟି ରେ ଡାକିବ।
ହେଲେ ଡାକି ପାରୁ ନ ଥିଲା।ଏହା ପରେ ସେ ଧୁମ୍ କରି ତଳେ ପଡ଼ି ଯାଇଥିଲା।ତାର ମା ଏ ଶବ୍ଦ ଶୁଣି ଦଉଡ଼ି ଆସିଲା।ଓ ପୁଅ କୁ ଧରି କାନ୍ଦି ପକାଇଲା।
ପୁଅ କୁଆଡେ ଚାଲି ଗଲା ବୋଲି କହି କହି ବେହୋସ୍ ହୋଇ ଯାଉ ଥାଏ ମା।ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ସେଠାର ସମସ୍ତେ ଉପସ୍ଥିତ ଥିଲେ।

Advertisement