Jan 10, 2024, 12:40 IST

ରାତି ବସ ରେ ଯୁବତୀ ଙ୍କୁ ଏକା ପାଇ ବଳାତ୍କାର କଲା ବସ କଣ୍ଡକ୍ଟର, କହିଲା ହଁ ସେ ଏକା ଥିଲା ତେଣୁ ମୁଁ ଏଇ ଭୁଲ୍ କଲି...ମୋର ଦୋଷ କଣ

Special Report

ନମସ୍କାର ପାଠକ ବନ୍ଧୁ। ବସ୍ ଭିତରେ ଜଣେ ଯୁବତୀ ଙ୍କୁ ପୁଣି ଥରେ ବ-ଳା-ତ୍କା-ର କରା ଯାଇଛି।ବର୍ତ୍ତମାନ ସମୟ ରେ କାହାରି ଉପରେ ଭରସା କରିବା ଉଚିତ।ଜଣେ ଝିଅ ଟି ରାତି ରେ ବସ ରେ ଫେରୁ ଥିବା ସମୟ ରେ ତାକୁ ବ-ଳା-ତ୍କା-ର କରି ଦିଆ ଯାଇଛି।ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନ ର ଭରତପୁର ଅଞ୍ଚଳ ରେ।
Special Report
ସେଠାରେ ଜଣେ ଯୁବତୀ ଙ୍କୁ ବସ୍ କଣ୍ଡକ୍ଟର ଦୁ-ଷ୍କ-ର୍ମ କରିଥିବାର ଅଭିଯୋଗ ହୋଇଛି।ଯାହାକୁ ନେଇ ଏବେ ସେ ଅଞ୍ଚଳ ରେ ଜୋର୍ ରେ ଚର୍ଚ୍ଚା କରା ଯାଉଛି।ଏହାକୁ ଶୁଣି ସେହି ଅଞ୍ଚଳ ର ମହିଳା ମାନେ ସେମାନଙ୍କ ଝିଅ ଙ୍କୁ ବାହାରକୁ ଛାଡିବା ପାଇଁ ଭୟବୀତ ହେଉଛନ୍ତି।
ସୂଚନା ଅନୁସାରେ ଯୁବତୀ ଜଣକ ଘଟଣା ଦିନ ରାତି ରେ ଜଯପୁର ରୁ ଭରତପୁର ବସ୍ ରେ ଆସୁ ଥିଲେ।ହେଲେ ସେଠାରୁ ନିଜ ଘର କୁ ଯିବା ପାଇଁ ଆଉ ବସ୍ ନ ଥିଲା।ସେଥିପାଇଁ ବସ୍ କଣ୍ଡକ୍ଟର କହିଥିଲେ କି ଆଜି ରାତି ରେ ବସ ଭିତରେ ରହି ଯା।
କାଲି ସକାଳ ହେଲେ ତୁ ତମ ଘର କୁ ଚାଲି ଯିବୁ।ତାଙ୍କ କଥା ଶୁଣି ଉକ୍ତ ଯୁବତୀ ଜଣକ ରାଜି ହୋଇ ଯାଇ ଥିଲେ।ସେ ସେଦିନ ରାତି ରେ ବସ୍ ରେ ରହିବା ପାଇଁ ନିଷ୍ପତି ନେଲେ।ହେଲେ ରାତି ଯେପରି ବଢ଼ିବାକୁ ଲାଗିଲା ସେତେବେଳେ ଯୁବତୀ ଜଣକ ଦେଖିଲେ ବସ୍ କଣ୍ଡକ୍ଟର ବସ୍ ଭିତରେ ଅଛନ୍ତି।
Special Report
ତାଙ୍କ ସହିତ ଜୋର୍ ଜବରଦସ୍ତି କରି ତାଙ୍କୁ ରାତି ରେ ଦୁ-ଷ୍କ-ର୍ମ କରିଥିଲେ।ଏହା ପରେ ସେ ବସ୍ କଣ୍ଡକ୍ଟର ଜଣକ ସେ ସ୍ଥାନ ଛାଡି ଚାଲି ଯାଉଥିଲେ।ଏହା ପରେ ଉକ୍ତ ଯୁବତୀ ଜଣକ ନିଜ ଘର କୁ ନ ଯାଇ ସିଧା ସଳଖ ପୋଲିସ ଷ୍ଟେସନ ଯାଇଥିଲେ।
ସେଠାରେ ଥାନା ରେ ଏ ନେଇ ଅଭିଯୋଗ କରିଥିଲେ।ଏବେ ଅଭିଯୁକ୍ତ ଜିତେନ୍ଦ୍ର କୁମାର ଗୁର୍ଜର ଙ୍କୁ ଗିରଫ କରା ଯାଇଛି।ଉକ୍ତ ଯୁବତୀ ଙ୍କୁ ମେଡିକାଲ ରେ ଭର୍ତି କରା ଯାଇଚି।ମହିଳା ଙ୍କ ଡାକ୍ତରୀ ରିପୋର୍ଟ ଆସିବା ପରେ ଅଭିଯୁକ୍ତ ଙ୍କ ବିଷୟ ରେ ଅଧିକ କିଛି ପ୍ରମାଣ ମିଳି ପାରିବ।
ଏବେ ଏହାକୁ ନେଇ ସେ ଅଞ୍ଚଳ ରେ ଖୁବ୍ ଚର୍ଚ୍ଚା କରା ଯାଉଛି।ଅଭିଯୁକ୍ତ ଜିତେନ୍ଦ୍ର କୁମାର ଗୁର୍ଜାର ଙ୍କୁ ପୋଲିସ ୩୭୬ ଧାରା ଅନୁସାରେ ଗିରଫ କରିଚି।ଗିରଫ କରି ଏବେ ତାଙ୍କୁ କୋର୍ଟ ଚାଲାଣ କରା ଯାଇଛି।
ପୋଲିସ ନିର୍ଦ୍ଦେଶକ କହିଛନ୍ତି କି ଏଭଳି ଘଟଣା ଆମ ରାଜସ୍ଥାନ ରେ ଘଟିଛି।ଆମେ ଉକ୍ତ ଯଥା ଶୀଘ୍ର ଉକ୍ତ ଯୁବତୀ ଙ୍କୁ ନ୍ୟାୟ ଦେବା ପାଇଁ ଚେଷ୍ଟା କରିବୁ।ଏବେ ଦେଖିବାକୁ ବାକି ରହିଲା ଯୁବତୀ ଙ୍କୁ କେବେ ନ୍ୟାୟ ମିଳୁଚି।

Advertisement