Feb 13, 2024, 13:42 IST

ରାତି ଅଧ ରେ ସୁନ୍ଦରୀ ସ୍ତ୍ରୀ ସହ କଲା ଏମିତି, ସବୁ ଲୋକ କହିଲେ ଛି ଏମିତି ସ୍ଵାମୀ କାହାକୁ ନ ମିଳୁ..

Special report

ନମସ୍କାର ପାଠକ ବନ୍ଧୁ।ଯୌତୁକ ଜୁଇ ରେ ପୁଣି ଜଣେ ମହିଳା ଙ୍କ ଜୀବନ ଚାଲି ଯାଇଚି।ପ୍ରେମ କରି ବିବାହ କରିଥିଲେ।ହେଲେ ଶେଷ ରେ ଯୌ-ତୁ-କ ପାଇଁ ଚାଲି ଗଲା ଜୀବନ।ଏଭଳି ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ସହର ର ତୃତୀୟ ଲେନ ଅଞ୍ଚଳ ରେ।
Special Report
ସେଠାରେ ଜଣେ ମହିଳା ଙ୍କ ମୃତ ଦେହ କୁ ଝୁଲନ୍ତା ଅବସ୍ଥା ରେ ଉଦ୍ଧାର କରା ଯାଇଚି।ଯାହାକୁ ନେଇ ଏବେ ସେ ଅଞ୍ଚଳ ରେ ଖୁବ୍ ଚର୍ଚ୍ଚା କରା ଯାଉଛି।ସମସ୍ତେ କହୁଛନ୍ତି କି ଯୌତୁକ ପାଇଁ ଉକ୍ତ ମହିଳା ଙ୍କୁ ମାରି ଦିଆ ଯାଇଛି।
ସେହି ଅଞ୍ଚଳ ରେ ଶିବାନୀ ନାମକ ଝିଅ ଟି ଦେଖିବାକୁ ଖୁବ୍ ସୁନ୍ଦର।ଛୋଟ ଝିଅ ଟି ଧୀରେ ଧୀରେ ବଡ ହେବାକୁ ଲାଗି ଥିଲା।ଏହି ସମୟ ରେ ଶିବାନୀ ର ଦେଖା ହୋଇ ଥିଲା କେ ଚକାଡୋଳା ନାମକ ଯୁବକ ସହିତ।
ଉଭୟ ପ୍ରଥମ ଦେଖା ରେ ପରସ୍ପର କୁ ପ୍ରେମ କରିବାକୁ ଲାଗିଲେ।କେ ଚକାଡୋଳା ଶିବାନୀ କୁ କହି ଥିଲା କି ଆମେ କେତେ ଦିନ ଆଉ ଲୁଚି ଲୁଚି ଦେଖା କରିବା।ଚାଲ ଏଥର ବିବାହ କରିବା।ତାଙ୍କ କଥା ରେ ଶିବାନୀ ରାଜି ହୋଇ ଯାଇ ଥିଲା।
Special report
ଏହା ପରେ ଶିବାନୀ ନିଜ ଘର ଲୋକ ଙ୍କୁ ନ ଜଣାଇ କେ ଚକାଡୋଳା କୁ ବିବାହ କଲେ।ବିବାହ ପରେ ସେମାନେ ବହୁତ ଖୁସି ରେ ରହିଲେ।ଉଭୟ ଙ୍କ ର ଗୋଟିଏ ପୁଅ ଜନ୍ମ ହୋଇ ଥିଲା।କିନ୍ତୁ ଏହା ପରେ କେ ଚକାଡୋଳା ମୁଣ୍ଡ ରେ ଯୌତୁକ ନିଶା ଚଢ଼ି ଯାଇ ଥିଲା।
ସେ ଶିବାନୀ କୁ କହି ଥିଲା କି ଭଲ ପାଇ ବାହା ହେଲି ବୋଲି କଣ ତମ ଘର ଲୋକ ମୋତେ ଯୌତୁକ ଦେବେ ନାହି।ସେ ଶିବାନୀ କୁ ତାର ପରିବାର ଠାରୁ ଦଶ ଲକ୍ଷ ଟଙ୍କା ଆଣିବା ପାଇଁ କହି ଥିଲେ।ଏହା ଶୁଣିବା ପରେ ଶିବାନୀ ଆଶ୍ଚର୍ଯ୍ୟ ହୋଇ ଯାଇଥିଲା।
ଏହା ପରେ ତାର ସ୍ଵାମୀ ତାକୁ ପ୍ରତିଦିନ ଯୌ-ତୁ-କ ନି-ର୍ଯା-ତ-ନା ଦେଉ ଥିଲା।ଶେଷ ରେ ଶିବାନୀ ହ-ତ୍ୟା କରି ଘରେ ଝୁଲାଇ ଦେଇ ଥିଲା।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ କରି ଥିଲା।
ଏହା ପରେ ସବୁ କିଛି ଜାଣି ସାରିଲା ପାରେ କେ ଚକାଡୋଳା କୁ ଗିରଫ କରା ଯାଇ ଏବେ କୋର୍ଟ ଚାଲାଣ କରା ଯାଇଛି।କିଛି ଭୁଲ ନ ଥାଇ ଗୋଟିଏ ଝିଅ ର ଜୀବନ ଚାଲି ଗଲା।ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା କରା ଯାଉଛି।

Advertisement