ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଚହଲ ଭାରତୀୟ କ୍ରିକେଟ୍ ଦଳର ଜଣେ ଜଣାଶୁଣା ଖେଳାଳି। ଆଜି ସେ ସାରା ବିଶ୍ୱରେ ବେଶ ଭଲ ଭାବରେ ପରିଚିତ ଅଟନ୍ତି। ଚହଲ ତାଙ୍କର ବୋଲିଂ ଦ୍ବାରା ସମଗ୍ର ବିଶ୍ଵ ରେ ଅନେକ ନାମ ଅର୍ଜନ କରିଛନ୍ତି।

ତାଙ୍କର ପରିଶ୍ରମ ପାଇଁ ହିଁ ସେ ଆଜି ଏହି ସଫଳତା ଅର୍ଜନ କରି ପାରିଛନ୍ତି।ଚହଲ ତାଙ୍କ ଜୀବନସାରା ବହୁତ ସଂଘର୍ଷ କରିଛନ୍ତି କାରଣ ଏକ ସମୟରେ ତାଙ୍କ ନିକଟରେ କିଛି ନଥିଲା କିନ୍ତୁ ଆଜି ସେ ନିଜ ପରିବାର ସହିତ ବହୁତ ଭଲ ଜୀବନଯାପନ କରୁଛନ୍ତି।
ତାଙ୍କ ପତ୍ନୀଙ୍କ ନାମ ଧନଶ୍ରୀ, ଯିଏ ଜଣେ ଅଭିନେତ୍ରୀ। ଏବେ ତାଙ୍କ ସଂପର୍କରେ ଏକ ବହୁତ ବଡ଼ ଖବର ଆସି ପହଞ୍ଚିଛି। ଚହଲ ଙ୍କ ଅଜାଣତରେ ତାଙ୍କର ପତ୍ନୀ ଅନ୍ୟ ଜଣକ ସହ ବିଶେଷ ମୁହୂର୍ତ୍ତ ବିତାଇ ଥିବାର ନଜର ଆସିଛନ୍ତି।

ଧନଶ୍ରୀ ଜଣେ ମଧ୍ଯ ବହୁତ ଭଲ ଅଭିନେତ୍ରୀ ଏବଂ ଧନଶ୍ରୀ ମଧ୍ୟ ଭଲ ନୃତ୍ୟଶିଳ୍ପୀ ତାଙ୍କର ଲକ୍ଷ ଲକ୍ଷ ଫ୍ୟାନ ମାନେ ମଧ୍ୟ ରହିଛନ୍ତି ଯେଉଁ ମାନେ ତାଙ୍କୁ ଖୁବ ସମ୍ମାନ କରନ୍ତି।
ସେ ଯେଉଁ ବ୍ୟକ୍ତି ଙ୍କ ସହ ବିଶେଷ ମୁହୂର୍ତ୍ତ ବିତାଇଛନ୍ତି ତାଙ୍କର ନାମ ହେଉଛି ନିରବ ଥାଲିଶ୍ୱର। ଏହି ଯୁବକ ଜଣକ ସହ ଧନଶ୍ରୀ ଫିଲ୍ମ୍ ଦେଖିବାକୁ ଯାଇଥିଲେ। ଆଉ ଏହି ସମୟର ଅନେକ ଫଟୋ ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି।
ଆଉ ଏହି କାରଣରୁ ଭାରତ ର ଷ୍ଟାର ବୋଲାର ଏବେ ଖୁବ୍ ଚର୍ଚ୍ଚାରେ ରହିଛନ୍ତି। ଆଉ ଏଥିପାଇଁ ସେ ଏବେ ଚର୍ଚ୍ଚାରେ ବିଷୟ ପାଲଟିଛନ୍ତି। ଆଉ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି।

ହେଲେ ଆମେ ଆପଣଙ୍କୁ ଏହା କହି ରଖିବାକୁ ଯାଉଛୁ କି ଏହି ନିରବ ନାମକ ଯୁବକ ହେଉଛନ୍ତି ଧନଶ୍ରୀ ଙ୍କ ପୁରୁଣା ସାଙ୍ଗ। ଧନଶ୍ରୀ ମଧ୍ଯ ନୀରବ ଙ୍କୁ ଚହଲ କୁ ଜାଣିବା ପୁର୍ବରୁ ଜାଣିଛନ୍ତି।
ଚହଲ ଙ୍କୁ ମଧ୍ଯ ଉଭୟ ଙ୍କ ସମ୍ପର୍କ କୁ ନେଇ କୌଣସି ପ୍ରକାରର ଆପତ୍ତି ନାହିଁ। ତେବେ ଏହା ଉପରେ ଆପଣ କଣ କହିବାକୁ ଚାହିଁବେ ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଭୁଲି ଯିବେ ନାହିଁ।