Jan 5, 2024, 13:40 IST

ରାତି ଅଧ ରେ ସ୍ତ୍ରୀ କୁ ଖୁସି କରିବାକୁ ଅମ୍ବାନୀ କଲେ ଏମିତି.. ୨୦୦୦ କୋଟି ର କାର କିଣି ସ୍ତ୍ରୀ ଖୁସି କଲେ ଅମ୍ବାନୀ...

Special Report

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ଯେ ଭାରତ ର ଏକ ନମ୍ବର ଧନୀ ମୁକେଶ ଅମ୍ବାନୀ ଙ୍କ ପତ୍ନୀ ନିତା ଅମ୍ବାନୀ ଙ୍କୁ।ସେ କେବଳ ମୁକେଶ ଅମ୍ବାନୀ ଙ୍କ ପତ୍ନୀ ରୂପେ ପରିଚିତ ନୁହନ୍ତି।ବର୍ତ୍ତମାନ ସମୟ ରେ ସେ ତାଙ୍କର ଗୋଟିଏ ନିଜସ୍ୱ ପରିଚୟ ସୃଷ୍ଟି କରିପାରିଛନ୍ତି।ଆଜି ସେ ଭାରତ ର ଘରେ ଘରେ ପରିଚିତ।
Special Report
ତାଙ୍କ ପାଖରେ ଏବେ କୌଣସି ଜିନିଷ ର ଅଭାବ ନାହିଁ।ସେ ସବୁବେଳେ ଅଜବ ପସନ୍ଦ ପାଇଁ ଲୋକ ଙ୍କ ପାଖରେ ପରିଚିତ ଥାଆନ୍ତି।କେତେବେଳେ ନିଜ ପୋଷାକ କୁ ନେଇ ପରିଚିତ ଥାଆନ୍ତି ତ ପୁଣି କେତେବେଳେ ସେ ପିଉଥିବା ପାଣି କୁ ନେଇ ଚର୍ଚ୍ଚା ରେ ଥାଆନ୍ତି।
ଆପଣ ମାନେ ଜାଣି ଆଶ୍ଚର୍ଯ୍ୟ ହେବେ କି ସେ ଯେଉଁ ପାଣି ପିଉଛନ୍ତି ଓ ଯେଉଁ ପୋଷାକ ପିନ୍ଧୁ ଛନ୍ତି।ତାହା ବିଦେଶ ରୁ ଆସି ଥାଏ।ତାଙ୍କ ର ଏହି ଜିନିଷ ଗୁଡ଼ିକ ର ମୂଲ୍ୟ ଲକ୍ଷାଧିକ ଟଙ୍କା।ଏତେ ଟଙ୍କା ହୋଇ ମଧ୍ୟ ଏହା କେବେ ତାଙ୍କ ଉପରେ ପ୍ରଭାବ ପକାଇ ପାରି ନାହି।
ନିତା ଅମ୍ବାନୀ ଆଜି ମଧ୍ୟ ସେଭଳି ଗୋଟିଏ ଜିନିଷ ପାଇଁ ଚର୍ଚ୍ଚା ରେ ଅଛନ୍ତି।ଆପଣ ମାନଙ୍କୁ ଜଣା ଥିବ ତାଙ୍କୁ ନୂଆ ନୂଆ ଗାଡି ରେ ବସିବାକୁ ବେଶୀ ପସନ୍ଦ ଆସି ଥାଏ।ବର୍ତ୍ତମାନ ସମୟ ରେ ସେ ଯେଉଁ ଗାଡ଼ି ବ୍ୟବହାର କରୁଛନ୍ତି ତାହାର ମୂଲ୍ୟ କୋଟି କୋଟି ଟଙ୍କା। ଯାହାକୁ ସେ ବାହାରକୁ ଗଲା ବେଳେ ନେଇ କରି ଯାଆନ୍ତି।
ଏବେ ସେ ପୁଣି ଥରେ ତାଙ୍କର ଗୋଟିଏ ନୂଆ ଗାଡ଼ି କୁ ନେଇ ଚର୍ଚ୍ଚା ରେ ଅଛନ୍ତି।ଦୁନିଆ ର ସବୁଠାରୁ ଅଧିକ ମୂଲ୍ୟ ର ଗାଡ଼ି କୁ ସେ ଏବେ ବ୍ୟବହାର କରିଛନ୍ତି।ଯାହାକୁ ତାଙ୍କ ଜନ୍ମ ଦିନ ରେ ତାଙ୍କ ସ୍ଵାମୀ ଉପହାର ସ୍ୱରୂପ ଦେଇଥିଲେ।ଏହି ଗାଡ଼ି ର ମୂଲ୍ୟ ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ।
Special Report
ଏହି ଗାଡ଼ି ମୂଲ୍ୟ କୋଟି କୋଟି ଟଙ୍କା।ଏଥିରେ ଆପଣ ମାନେ ଥରେ ବସିଲେ ଜାଣି ପାରିବେନି ଗାଡ଼ି ରେ ବସିଛନ୍ତି ବୋଲି।ଏହା ଆପଣ ଙ୍କୁ ଘର ବୋଲି ଲାଗି ପାରେ।ଏଥିରେ ଆପଣଙ୍କୁ ଗୋଟିଏ ରାଜା ରାଣୀ ଲାଗି ପାରେ।ଯେଉଁ ଥିରେ ବସିବା ପାଇଁ ଯାଉଛନ୍ତି ମୁକେଶ ଅମ୍ବାନୀ ଓ ତାଙ୍କ ପତ୍ନୀ ନିତା ଅମ୍ବାନୀ।
ଆଜି ଆମେ ଆପଣ ମାନଙ୍କୁ ସେହି ଗାଡ଼ି ବିଷୟ ରେ କହିବାକୁ ଯାଉଛୁ।ଏହି ଗାଡ଼ି ର ମୂଲ୍ୟ ହେଉଚି ୮ ରୁ ୧୦ କୋଟି ଟଙ୍କା ମଧ୍ୟରେ।ଏହାର ନାମ ହେଉଚି ରୋଲ୍ସ ରାଏସେ।ଯାହାକୁ ବାହାର ପାଖରୁ ଦେଖିଲେ ଖୁବ୍ ସୁନ୍ଦର ଲାଗି ଥାଏ।
ଆଜି ଏହି ଗାଡ଼ି ଟି ଭାରତ ର ଖୁବ୍ କମ୍ ଲୋକ ଙ୍କ ପାଖରେ ରହିଛି।ଏବେ ଏହି ଗାଡ଼ି କୁ ପାଇ ନିତା ଅମ୍ବାନୀ ବହୁତ ଖୁସି ଥିବାର ଜଣା ପଡ଼ିଛି।ଆଜି ବି ତାଙ୍କ ପାଖରେ ଅନେକ ଦାମୀ ଗାଡ଼ି ରହିଛି।ଯାହାର ମୂଲ୍ୟ କୋଟି କୋଟି ଟଙ୍କାର ଅଟେ।

Advertisement