Sep 29, 2023, 11:18 IST

ରାସ୍ତା ରୁ ଉଠେଇ ନେଇ ଯୁବତୀ କୁ ଧର୍ଷଣ କଲା ଅଭିଯୁକ୍ତ, ବହୁତ୍ ଦିନରୁ ରଖିଥିଲା ନଜର

Special report

ନମସ୍କାର ପାଠକ ବନ୍ଧୁ।ଏବେ ଝିଅ ମାନଙ୍କ ସହିତ କିଭଳି କାର୍ଯ୍ୟ କରା ଯାଉଛି ଆପଣ ମାନେ ସମସ୍ତେ ଜାଣି ଥିବେ।କିଛି ପୁରୁଷ ମାନେ ମହିଳା ମାନଙ୍କୁ ଉଠାଇ ନେଇ ଖରାପ କାମ ରେ ଲଗାଇ ଦେଉଛନ୍ତି।ନିଜେ ସେମାନଙ୍କ ସହିତ ଶା-ରି-ରୀ-କ ସମ୍ପର୍କ ରଖି ତାଙ୍କୁ ଅଧା ରାସ୍ତା ରେ ଛାଡି ଚାଲି ଯାଉଛନ୍ତି।
Special report
ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ରେ।ସେଠାରେ ଜଣେ କଲେଜ ଛାତ୍ରୀ ଙ୍କୁ ସେହି ଗ୍ରାମ ର ଜଣେ ଯୁବକ ନେଇ ଯାଇଥିଲେ।ଓ ପ୍ରାୟ ୧୭ ଦିନ ତାଙ୍କ ସହିତ ଶା-ରି-ରୀ-କ ସମ୍ପର୍କ ରଖି ତାଙ୍କୁ ପୁଣି ଆଣି ନିଜ ଗାଁ ରେ ଛାଡି ଦେଇ ଚାଲି ଗଲେ।
ସୂଚନା ଅନୁସାରେ ମହିଳା ଜଣକ ପ୍ରତିଦିନ କଲେଜ ଯାଆନ୍ତି।ସେହି ଗ୍ରାମ ର ନକୁଳ ନାମକ ଜଣେ ବ୍ୟକ୍ତି ତାଙ୍କ ଉପରେ ନଜର ରଖି ଥାଏ।ଓ ହଟାତ ଦିନେ ତାଙ୍କ ହାତ ଧରି ଜବରଦସ୍ତି ତାଙ୍କୁ ବସ୍ ରେ ବସାଇ ଦେଲେ।ମହିଳା ଜଣ କୁ ଧମକାଇଲେ ଯେ ମୁ ତୋତେ ବାହା ହେବି।ମୁ ହେଉଛି ତୋ ସ୍ଵାମୀ।
ମୋର ତୋ ଉପରେ ଅଧିକାର ଅଛି।ମହିଳା ଜଣକ ବହୁତ ଡରି ଯାଇଥିଲେ।ଏହା ପରେ ନକୁଳ ଝିଅ ଟିକୁ ନେଇ ତାଙ୍କ ସମ୍ପର୍କୀୟ ଭଉଣୀ ଘରେ ରଖିଥିଲା।ସେଠାରେ ଦୁଇ ଦିନ ରହିବା ପରେ ସେ ପୁନର୍ବାର ଝିଅ ଟିକୁ ନେଇ ଅନ୍ୟ ଏକ ସ୍ଥାନ ରେ ଭଡ଼ା ଘର ନେଇ ରହିଥିଲା।
Special report
ଝିଅ ଟି ଯେତେ ପଚାରୁ ଥିଲେ ବି ସେ କିଛି କହୁ ନ ଥିଲା।ପ୍ରାୟ ୧୦ ଦିନ ହେବ ତା ସହିତ ଶା-ରି-ରୀ-କ ସମ୍ପର୍କ ରଖିଥିଲା।ତାକୁ ବାହା ହେବାର ପ୍ରତିଶୃତି ଦେଇଥିଲା।ମୁ ତୋ ସ୍ଵାମୀ ଓ ମୋର ତୋ ଉପରେ ଅଧିକାର ରହିଛି ବୋଲି ନକୁଳ କହିଥିଲା।ଯଦି ମୋ ସହିତ ଶା-ରି-ରୀ-କ ସମ୍ପର୍କ ନ ରଖିବୁ ତାହାଲେ ମୁ ତୋତେ ଜୀବନ ରୁ ମାରି ଦେବୀ।
ଏହା ପରେ ଝିଅ ଟି ଡରି ଯାଉଥିଲା।ନିଜ କୁ ବଞ୍ଚାଇବା ପାଇଁ ସେ ନକୁଳ ସହିତ ସମ୍ପର୍କ ରଖିଥିଲା।ଏହି ପରି ଅନେକ ଦିନ ବିତିବା ପରେ ନକୁଳ ର ମା ଭାଇ ଫୋନ୍ କଲେ।ଘର କୁ ପୋଲିସ ଆସିଥିଲା ବୋଲି କହିଲେ।ତୁ ସେ ଝିଅ କୁ କୋଉଠି ନେଇ ରଖିଚୁ ବୋଲି ପଚାରିଲେ।
ହେଲେ ନକୁଳ କିଛି ବି କହି ନ ଥିଲା।ଏହା ପରେ ନକୁଳ ସେ ଝିଅ କୁ ନେଇ ଗାଁ ରେ ପହଞ୍ଚିଲା।ସେଠାରେ ଗୋଟେ ସ୍ଥାନ ରେ ଝିଅ କୁ ବସାଇ ଦେଇ ଦୁଇ ମିନିଟ ରେ ଆସୁଛି ବୋଲି କହି ଆଉ ଫେରିଲା ନାହିଁ।ଦୁଇ ଘଣ୍ଟା ବିତି ଯାଇ ଥିଲା।
ଏହା ପରେ ଯୁବତୀ ଜଣକ ଥାନା ର ଦ୍ବାରସ୍ଥ ହୋଇ ଥିଲା।ସେତେବେଳ କୁ ନକୁଳ ଫେରାର ହୋଇ ସାରିଥିଲା।ଏବେ ପୋଲିସ ଘଟଣା ର ତଦନ୍ତ କରିବା ଆରମ୍ଭ କରିଛି।ଖୁବ୍ ଶୀଘ୍ର ନକୁଳ ଧରା ପଡ଼ିବ ବୋଲି ଆଶା କରା ଯାଇଛି।

Advertisement